-+91-9937148622 |

prerana_bgr@rediffmail.com |

  Sunday 15th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   (14-Mar-2026)       ||      ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା    (14-Mar-2026)       ||      ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   (14-Mar-2026)       ||      ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   (14-Mar-2026)       ||      ମାୟାବର୍ହା ରେ ଗଣିତ ଦିବସ   (14-Mar-2026)       ||      *ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   (14-Mar-2026)       ||      ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   (14-Mar-2026)       ||      *ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   (14-Mar-2026)       ||      *ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   (14-Mar-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   (14-Mar-2026)       ||      *ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   (14-Mar-2026)       ||      ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   (14-Mar-2026)       ||      ବଲାଙ୍ଗୀର ଜିଲ୍ଲାରେ କ୍ରୀଡାଭିତ୍ତିଭୂମି ନିର୍ମାଣ ପାଇଁ ବିଧାନସଭାରେ କଳିକେଶଙ୍କ ଦାବି   (13-Mar-2026)       ||      ଡୁଙ୍ଗୁରିପାଲି ବ୍ଲକ ରେ ବାଟବଣା ହରିଶ୍ଚନ୍ଦ୍ର ଯୋଜନା   (13-Mar-2026)       ||      ପନିପରିବା ଚାଷ ଦେଇଛି ପରିଚୟ : ୮୦ଏକର ଜମିରେ ପରିବା ଚାଷ କରି କୋଟି ଟଙ୍କାର ମାଲିକ ସଞ୍ଜୟ    (13-Mar-2026)       ||      ଯୁକ୍ତ ଦୁଇ ବିଜ୍ଞାନର ଗଣିତ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ! ୧୮ମାର୍କ ସିଲାବସ ବାହାରୁ ଆସିଲା ପ୍ରଶ୍ନ   (13-Mar-2026)       ||      *ବିଜୁପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ*-   (13-Mar-2026)       ||      ସିଆରପିଏଫ ୧୯ ବାଟାଲିଅନ ଦ୍ଵାରା ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ   (13-Mar-2026)       ||      ଡାକ୍ତର ଛୁଟିରେ,ଫାର୍ମାଶିଷ୍ଟଙ୍କ ଅନ୍ୟତ୍ର ବଦଳି,ମହାଦେବପାଲି ଡାକ୍ତରଖାନାରେ ସ୍ବାସ୍ଥ୍ୟ ସେବା ବେହାଲ   (13-Mar-2026)       ||      *ଜିଲ୍ଳା ସ୍ତରୀୟ ପିଏମଶ୍ରୀ ଉତ୍ସବ ଉଦଘାଟିତ*   (13-Mar-2026)       ||     

HOME   ଜିଲ୍ଲା

ମାଁ ସମଲେଶ୍ବରୀଙ୍କ ତୁଷୁରା ସହର ଭ୍ରମଣ

11-Oct-2024



ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲା ତୁଷୁରା ସହର ସ୍ଥିତ ଅଧୀଷ୍ଠାତ୍ରୀ ଦେବୀ ମା’ସମଲେଶ୍ଵରୀଙ୍କ ୬୭ତମ ଶାରଦୀୟ ପର୍ବ ସ୍ଥାନୀୟ ମାଁ ସମଲେଶ୍ଵରୀ ପୀଠରେ ମହାସମାରୋହରେ ଚାଲିଛି | ଗୁରୁବାର ମହାଷ୍ଟମୀ ତିଥି  ସକାଳ ପ୍ରାୟ ୯ଟା ୩୦ମିନିଟରେ ମାଁ ବରୁଆଙ୍କ ଶରୀରରେ ଆବିର୍ଭାବ ହୋଇ ନଗରବାସୀଙ୍କ ସୁଖଦୁଃଖ ବୁଝିବା ପାଇଁ ନଗର ଭ୍ରମଣରେ ବାହାରିଥିଲେ। ଏହି ସମୟରେ ପ୍ରଥମେ ମାଁ ଜଣେ ହରିଜନ ସମ୍ପ୍ରଦାୟ ବ୍ୟକ୍ତିଙ୍କଠାରୁ ପୂଜା ପାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଢୋଲରେ ମାଁ ଚଢି ଏକ ପୁରୁଣା ବୃକ୍ଷ ପର୍ଯ୍ୟନ୍ତ ଆସିଥିଲେ। ମା’ ନଗର ଭ୍ରମଣ ବାହାରିଲେ ତାଙ୍କ ସହ ଦେହୁରୀ, ବାଦ, ଘଣ୍ଟ ଆଦି ରହିଥିଲା। ଏହି ସମୟ ପ୍ରତ୍ୟେକ ବ୍ୟକ୍ତି ନିଜ ଘର ସମ୍ମୁଖକୁ ଲିପା ପୋଛା କରି ମାଁଙ୍କ ଆଗମନକୁ ଅପେକ୍ଷା କରିଥିଲେ । ମାଁଙ୍କୁ ଫୁଲ, ସିନ୍ଦୂର, ନଡିଆ, ଦୀପ ଆଦି ଦେଇ ପୂଜା ଅର୍ଚ୍ଚନା କରିଥିଲେ। ଦିନକ ସହରର ସମସ୍ତ ଘରେ ଘରେ ମାଁ ପୂଜା ପାଇ ପୀଠକୁ ଫେରିଥାନ୍ତି । ଶୁକ୍ରବାର ପୀଠରେ ଶୁଭ ଲଗ୍ନରେ ଶାରଦୀୟ ପୂଜାର ପୂର୍ଣ୍ଣାହୁତି ହେବାର କାର୍ଯ୍ୟକ୍ରମ ରହିଥିବା ଆଯୋଜକ କମିଟିରୁ ପ୍ରକାଶ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ   14-Mar-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ♦️ ୫୦, ୯୬୨ଟି ମାମଲାର ଫଇସଲା   14-Mar-2026
  ଜିଲ୍ଲା  
ପ୍ରେରଣା’ ତରଫରୁ ତଥା ‘ସଂପୂର୍ଣ୍ଣା’ ଅନୁଷ୍ଠାନର ସହଯୋଗରେ ରଙ୍ଗୋଲି ପ୍ରତିଯୋଗିତା   14-Mar-2026
  ଜିଲ୍ଲା  
ସିଆରପିଏଫଙ୍କ ଜନ ସମ୍ପର୍କ ଶିଖାଇଲା ଶୃଙ୍ଖଳା   14-Mar-2026
  ଜିଲ୍ଲା  
ମାୟାବର୍ହା ରେ ଗଣିତ ଦିବସ   14-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୨ ଲକ୍ଷ ୨୯ ହଜାର ଫାଇନ ଆଦାୟ*-   14-Mar-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ଘରୋଇ ଗ୍ୟାସ ବୁକିଂ ହେଉନି : ଲୋକେ ଚିନ୍ତାରେ,,,,, ଗାଁ ଠୁ ସହର ସବୁଠି LPG ଗ୍ୟାସ ତାତି   14-Mar-2026
  ଜିଲ୍ଲା  
*ପ୍ରଥମ ବର୍ଷ ତିଖାଲି ଡ୍ୟାମ ଲୋକ ମହୋତ୍ସବ ଉଦଘାଟିତ,ପ୍ରାଚୀନ ଲୋକ କଳା, ସାହିତ୍ୟ ଓ ସଂସ୍କୃତି ଉଜ୍ଜୀବିତ ଲକ୍ଷ୍ୟକୁ ସମ୍ପାଦିତକୁ ସ୍ବାଗତ*   14-Mar-2026
  ଜିଲ୍ଲା  
*ଅଫିମ ଚାଷ; ୭ କୋଟି ୬୫ ଲକ୍ଷ ୯୦ ହଜାର ମୂଲ୍ୟର ୧୫,୩୧୮ ଗଛ ନଷ୍ଟ*   14-Mar-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ   14-Mar-2026
  ଜିଲ୍ଲା  
*ସୋନପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ଆଶା ଉଜ୍ଜୀବିତ*   14-Mar-2026
  ଜିଲ୍ଲା  
ପ୍ରତି ଶୁକ୍ରବାର ଦିନ ହସ୍ତତନ୍ତ୍ର ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସୁଛନ୍ତି ରାଜସ୍ୱ କର୍ମଚାରୀ |   14-Mar-2026

You Might Also Like