ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇଁରାସର ଗ୍ରାମ ପଞ୍ଚାୟତର ଅର୍ଜୁଣ୍ଡା ଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ହଳଧର ନାଗ ଯୋଗ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ବ୍ଲକ ଉପସଭାପତି ଚନ୍ଦ୍ର ବଦନ ବଗର୍ତ୍ତୀ, ମହାଦେବ ବାଙ୍କ, ଜଗନ୍ନାଥ ଚନ୍ଦନ,ଶ୍ରୀପତି ବାଗ,ପଙ୍କଜ ସେଲମା,ବାଦଲ ମହାକୁର,ଧୁବେଇ ମାହାର,ସୀତାକାନ୍ତ ବାଗ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ଦେବେନ୍ଦ୍ର ହାତୀ ପରିଚାଳନା କରିଥିବା ବେଳେ ଶେଷରେ ପ୍ରଦୀପ କୁମାର ସେଲମା ଧନ୍ୟବାଦ ଅର୍ପଣ କରିଥିଲ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
"/>-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
09-Oct-2024