-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଜିଲ୍ଲା

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଲା ଓଡିଶା ନର୍ସିଙ୍ଗ ଅଫିସର ମହାସଂଘ

28-Sep-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓଲ୍ହାଇଛି ଓଡିଶା ନର୍ସିଙ୍ଗ ଅଫିସର କର୍ମଚାରୀ ସଙ୍ଘ| ଯାହାଫଳରେ ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ଚିକତ୍ସା କେନ୍ଦ୍ରରେ ରୋଗୀ ସେବା ପ୍ରାୟ ଠପ ହୋଇଯାଇଛି  | ଯାହା ଫଳରେ ଚିନ୍ତାରେ ପଡିଯାଇଛନ୍ତି ଫୁଲବାଣୀ ବଡ଼ ମେଡିକାଲ କର୍ତ୍ତୃପକ୍ଷ ତଥା କନ୍ଧମାଳ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ  ବିଶିପଡା ବାରିକୁମ୍ପା କଟରିଙ୍ଗିଆ ବୁଡଗୁଡା, ବେଲଘର ଭଳି ଦୁର୍ଗମ ଅଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନେ  | ପ୍ରାୟତଃ ନର୍ସିଙ୍ଗ ଅଫିସର ମାନେ ଆଜି ମେଡିକାଲ ପରିତ୍ୟାଗ କରି ଆନ୍ଦୋଳନ ରେ ନିଜକୁ ସାମିଲ କରିଛନ୍ତି | କନ୍ଧମାଳ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ହସ୍ପିଟାଲ ସଂମ୍ମୁଖରେ10 ଦଫା ଦାବୀ ନେଇ ଆନ୍ଦୋଳନ ରେ ବସିଛନ୍ତି  |   ସରକାର ଦାବୀ ପୂରଣ ନ କଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି କନ୍ଧମାଳ ନର୍ସିଙ୍ଗ ଅଫିସର ସଂଘର ସଭାନେତ୍ରୀ ସୁଶ୍ରୀ ରୀନା ମଞ୍ଜରୀ ସାହୁ ପ୍ରକାଶ କରିଛନ୍ତି |  ନର୍ସିଙ୍ଗ ଅଫିସର ସଂଘର 10 ଦଫା ଦାବୀ ହେଲା ;-  1,ଗତ ତା ,୧୨.୧୧.୨୦୧୩ ପୂର୍ବରୁ ବିଯୁକ୍ତି ପାଇଥବା ନରସିଂ  ଅଫିସର ମାନଙ୍କର ଛଅ ବର୍ଷ ଚୁକ୍ତି ଭିତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋର୍ନ୍ନତି  ସହିତ ସମସ୍ତ ଆର୍ଥିକ ସୁବିଧା ସୁଯୋଗ ଦିଆଯାଉ ।
2. ଯୋଗ୍ୟ ନର୍ସିଙ୍ଗ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ  ସିନିୟର  ନସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି ଦିଆଯାଉ । ସହ‌କାରୀ ନରସିଂ ଅଧୀକ୍ଷକ ପଦବୀରେ  ପଦୋର୍ନ୍ନର୍ତି ପାଇଁ ଆବଶ୍ୟକ ଥୁତା ସ୍ଥିରୀକୃତ ଅବଧୂ କମ କରି ୧୦ ବର୍ଷରୁ ଘର୍ବ ସମୟ ଧରି ସେବା ଯୋଗାଇ ଆସୁଥୁବା ବରିଷ୍ଠ ନର୍ସିଙ୍ଗ ଅଫିସର ମାନଙ୍କର ଏକ ସମୟରେ ଦୁଇଟା ପଦୋନ୍ନର୍ତି କରାଯାଉ ।
3. ବିଭିନ୍ନ ଆୟୁଷ୍ମାନ ଆଲୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସି ଅଫିସର ମାନକୁ CHO ପଦବୀରୁ ଫେରାଇ ଆଣି ବ୍ୟାଡର ପୋଷ୍ଟରେ ବିଭିନ୍ନ ସରକାରୀ ମେଡିକାଲ  ଗୁଡିକରେ ନର୍ସିଙ୍ଗ ସେବା ଯୋଗାଇ ଦେବା ନିମନ୍ତେ ଠୋସ ପଦକ୍ଷେପ ନିଆଯାଉ ଏବଂ ଅନ୍ୟ ରାଜ୍ୟ ଗୁହିକରେ ଥୁବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି NHM ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ CHଠ ମାନଙ୍କୁ ନିଯୁକ୍ତି ଦିଆଯାଉ ।
4. କଟକରେ କାର୍ଯ୍ୟକ୍ଷମ କରୁଥିବା REGIONAL SPINAL INJURY CENTER ରେ ୧୮ ବର୍ଷ ଧରି କାର୍ଯ୍ୟ କରୁଥୁବା ନର୍ସିଙ୍ଗ ଅଫିସର ମାନଙ୍କୁ ତୁରନ୍ତ ନିୟମିତ କରାଯାଇ ଏବଂ MHU / ABSK ଅଧୀନରେ ଦୀର୍ଘ 19 ବର୍ଷ ଧରି କାର୍ଯ୍ୟ ବା ନର୍ସିଙ୍ଗ ଅଫିସର ମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମିତ  କରାଯାଉ |
5. ନିୟମିତ ହୋଇଥିବା ଅବଶିଷ୍ଟ ନରସିଂ ଅଫିସର ମାନଙ୍କୁ ଦୁରନ୍ତ ନିୟମିତ କରାଯାଉ ।
6. AHPGIC, CUTTACK ଅଧୀନରେ  କାର୍ଯ୍ୟରତ ଥିବା ନର୍ସିଙ୍ଗ ଅଫିଶର ମାନଙ୍କୁ ଓଡିଶା ନର୍ସିଙ୍ଗ ସର୍ଭିସ କ୍ୟାଡର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ ।
7. ନର୍ସିଙ୍ଗ ଅଫସର ମାନଙ୍କର ଡ୍ରେସ କୋଡ଼ ପରବର୍ତନ କରାଯିବା ସଦତ ନର୍ସିଙ୍ଗ ସେବା କ୍ୟାଡରର ପ୍ରଶାସନିକ ପଦବୀରେ ଡ୍ରେସ କୋଡ଼ର ପରିବର୍ତନ କରାଯାଉ ।
8 :-  ଆଉଟସୋର୍ସିଙ୍ଗ ଏଜେଣ୍ଟ ଜରିଆରେ ହେଉଥୁନା ନରସିଂ ଅଫିସର ମାନଙ୍କର ନିଯୁକ୍ତି  ସମ୍ପୂର୍ଣ ବନ୍ଦ କରିବା ସହିତ ସରକାରଙ୍କ ପୂର୍ବ ନିଯୁକ୍ତି ନିୟମ ପତ୍ୟାହାର କରାଯାଉ । 9,  KBK , KKBK ଏବଂ ଆଦିବାସୀ ସବ୍-ସ୍କାନ୍ କଠିନ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥୁବା ନର୍ସି- ଅଫିସର / କର୍ମଚାରୀଙ୍କ ପାଇଁ ସ୍ଥାନ -ଭିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ ।
10. ଯେହେତୁ ନସିଂ ଅଫସର ମାନେ ଜରୁରୀକାଳୀନ ସେବାରେ ନିଯୋଜିତ ଅଛନ୍ତି ତେଣୁ ସରକାରଙ୍କ ଦ୍ବାରା ସ୍ଥିରୀକୃତ ସମୟ ଓ ସାଧାରଣ ଛୁଟି ବଦଳରେ କ୍ଷତି ପୂରଣ / ଦରମା ପ୍ରଦାନ କରାଯାଉ  ଏବଂ ଏହି ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶନାମା ଜାରି କରାଯାଉ । ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟି ଦିନ ବଦଳରେ ନର୍ସିଙ୍ଗ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି  / ଦରମା ପ୍ରଦାନ କରାଯିବା ପାଇଁ ସଙ୍ଘ ସରକାର ଙ୍କ ନିକଟରେ ଦାବୀ ରଖିଛି | କନ୍ଧମାଳ ଜିଲ୍ଲା ନର୍ସିଙ୍ଗ ଅଫିସର ସଂଘର ସଭାନେତ୍ରୀ ସୁଶ୍ରୀ ରୀନା ମଞ୍ଜରୀ ସାହୁ ଓ ସମ୍ପାଦିକା ନଳିନି ପ୍ରଭା ଦଳେଇଙ୍କ ନେତୃତ୍ୱରେ  ନିମ୍ନୋକ୍ତ ସଦସ୍ୟା  ସୁଶ୍ରୀ ଶୁଭ୍ରଶିଖା ବେହେରା, ଲିସା ସାହାଣୀ, ପ୍ରୀତିଲତା ସାହାଣୀ,  ଶ୍ରୀ ବିଶ୍ୱଜିତ ପ୍ରତାପ ସାହୁ, ନିଁଳେନ୍ଦ୍ର ମାଝୀ, ଶ୍ରୀ ଶଶିକାନ୍ତ ପୋଥାଳ, ଶ୍ରୀ ସୁନୀଲ କୁମାର ଶାସ୍ତ୍ରୀ, ସୁଶ୍ରୀ ମନୀଷା ଖମାରି,  ସୁଶ୍ରୀ ସସ୍ମିତା ସାହୁ କନ୍ଧମାଳ , ଶର୍ମିଷ୍ଠା ମହାପାତ୍ର ପ୍ରମୁଖ  ଅନ୍ୟ ସମସ୍ତ ଜିଲ୍ଲାର କାର୍ଯ୍ୟରତ ନର୍ସିଙ୍ଗ ଅଫିସର ଆନ୍ଦୋଳନ ପ୍ରଥମ ଦିନରେ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ |  ରାଜ୍ୟରେ 
ନର୍ସିଙ୍ଗ ଅଫିସର ସଂଘର ଆନ୍ଦୋଳନ  ତଥା  ନର୍ସିଙ୍ଗ ଅଫିସର ମାନଙ୍କ 10 ଦଫା ଦାବୀ ସମୂହକୁ ରାଜ୍ୟ ସରକାର କିଭଳି ଗ୍ରହଣ କରି ରାଜ୍ୟ ବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ |
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like