-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||     

HOME   ଜିଲ୍ଲା

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଶାନ୍ତ

24-Sep-2024



ବଲାଙ୍ଗୀର(ପ୍ରେରଣା ଖବର): ପିଲାଟି ଦିନରୁ ମାଁ ବାପ ଛେଉଣ୍ଡ ହୋଇ ବଡ଼ଭାଇ  ସଦାନନ୍ଦ ପାତ୍ର ଏବଂ ଅନ୍ୟ ଭାଇ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିପାଳିତ ହୋଇଥିବା ପ୍ରଶାନ୍ତ ନିଜ ଉଦ୍ୟମ ବଳରେ ମାର୍ଶଲ ଆର୍ଟ ରେ ତାଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ପ୍ରଥମେ ବଲାଙ୍ଗୀରର ଏକ ମାର୍ଶଲ ଆର୍ଟ ସଂସ୍ଥା ରେ ଆତ୍ମରକ୍ଷା କୌଶଳ ଶିକ୍ଷା କରି ପରେ ସେତେ ବେଳେ ବ୍ରହ୍ମପୁରର ଲି ମାନ୍-ଚୁରିଆନ୍ ବ୍ଲାକ କୋବ୍ରା କୁଙ୍ଗ ଫୁ ଏବଂ ପରେ ଇଣ୍ଡିଏନ ଫାଇଟ ସ୍କୁଲ ସଂସ୍ଥାରେ ଦୀର୍ଘ

ବର୍ଷ ଶିକ୍ଷ୍ୟା ଗ୍ରହଣ କରି ଥାର୍ଡ ଡନ୍ ବ୍ଲାକ ବେଲ୍ଟ ର ଅଧିକାରୀ ହୋଇ ପାରିଛନ୍ତି।ବ୍ରହ୍ମପୁର ର ଏହି ସଂସ୍ଥା ର ପ୍ରଶିକ୍ଷକ ତଥା ଇଞ୍ଜିନିୟର ମନୋରଞ୍ଜନ ମହାପାତ୍ର ଙ୍କ ପ୍ରଶିକ୍ଷଣ ଶିବିରରେ ଦୀର୍ଘ ବର୍ଷ ଶିକ୍ଷ୍ୟା ଗ୍ରହଣ ପରେ ତାଙ୍କ ନିଜସ୍ଵ ଉଦ୍ୟମ ରେ ବଲାଙ୍ଗୀର ଜିଲ୍ଲାରେ ୨୦୦୦ ମସିହାରୁ ଏକ ମାର୍ଶଲ ଆର୍ଟ ସଂସ୍ଥା ଖୋଲି ଅନେକ ଛାତ୍ର ଙ୍କୁ ବ୍ଲାକ ଵେଲ୍ଟ ଶିକ୍ଷ୍ୟା ଦେଇ ସ୍ବାବଲମ୍ବୀ କରି ପାରିଛନ୍ତି।ଏବେ ପେନକାକ ସିଲାଟ ମାର୍ଶଲ ଆର୍ଟ ସଂସ୍ଥା ରେ ଯୋଡ଼ି ହୋଇ ତାର ଫ୍ରାଞ୍ଚାଇଜ୍ ଆଣି ତାଙ୍କ ନିଜସ୍ଵ ସଂସ୍ଥା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମାର୍ଶଲ ଆର୍ଟ କୁ ଉପରୋକ୍ତ ସଂସ୍ଥା ରେ ଅନୁବନ୍ଧିତ କରାଇ ଅନେକ ଛାତ୍ର ଛାତ୍ରୀ ଙ୍କୁ ଆତ୍ମ ସୁରକ୍ଷା ତାଲିମ ଦେଇ ସାରିଛନ୍ତି।ଏହି ସଂସ୍ଥା ର ଛାତ୍ର ଛାତ୍ରୀ ମାନେ ଅନେକ ମାର୍ଶଲ ଆର୍ଟ ପ୍ରତିଯୋଗୀତା ରେ

ଅଂଶଗ୍ରହଣ କରି ସ୍ଵର୍ଣ୍ଣ, ରୋପ୍ୟ ଏବଂ ବ୍ରୋଞ୍ ପଦକ ହାସଲ କରି ଅନୁଷ୍ଠାନର ଗର୍ବ ଗୌରବ ଅକ୍ଷ୍ୟୁର୍ଣ୍ଣ ରଖିଛନ୍ତି। ପ୍ରଶାନ୍ତଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପରିସ୍ଥିତିରେ ଝିଅ ହେଉ କି ପୁଅ ସଭିଏଁ ଆତ୍ମରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିବା ଉଚିତ୍।ଏହି ଶିକ୍ଷା ବଳରେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରିବେ।ଏହି ଆର୍ଟ ବଳରେ ଆତ୍ମରକ୍ଷା ଏବଂ ସୁରକ୍ଷା ସହ ସୁନ୍ଦର ଶରୀର ଗଠନ ସ୍ବାସ୍ଥ୍ୟବାନ୍ ଓ ରୋଗମୁକ୍ତ ହୋଇ ରହି ପାରିବେ।ସରକାର ପ୍ରତି ସ୍କୁଲ ମାନଙ୍କରେ ବାଳିକା ମାନଙ୍କ ପାଇଁ ମାର୍ଶଲ ଆର୍ଟ ଶିକ୍ଷ୍ୟା ପାଇଁ ଅନୁଦାନ ଦେଉଛନ୍ତି।ଏହି ଆତ୍ମରକ୍ଷା ଶିକ୍ଷlକୁ ପାଠ୍ୟ ପୁସ୍ତକ ରେ ଏକ ବିଷୟ ଭାବରେ ସ୍ଥାନିତ କଲେ ଅନେକ ସୁଫଳ ମିଳିପାରିବ ବୋଲି ପ୍ରଶାନ୍ତ ସରକାରଙ୍କୁ ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026

You Might Also Like