-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
Baleswara,07/10(Binodini Raula)- ବାଲେଶ୍ଵର ସଦର ବିଧାନସଭା ଉପନିର୍ବାଚନ ପୂର୍ବରୁ bjd ର ଶକ୍ତି ବୃଦ୍ଧି । bjdରେ ମିଶିଲେ ପୂର୍ବତନ ବିଧାୟକ ଅରୁଣ ଦେ । ଶହଶହ ସମର୍ଥକଙ୍କ ସହ ଶଙ୍ଖ ଦଳିଆ ହେଲେ । ମିଶ୍ରଣ ସମାବେଶରେ bjdର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ।