-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
07-Oct-2020
ବଲାଙ୍ଗିର,07/10(Samtosh Thakur)- : ଦିନକୁ ଦିନ ବଲାଙ୍ଗିର ଜିଲ୍ଲାରେ ଦେଖାଦେଉଥିବା ରକ୍ତ ଭାବ କୁ ଦୃଷ୍ଟିରେ ରଖି ଆସନ୍ତା ତା: ୦୯-୧୦-୨୦୨୦ ଶୁକ୍ରବାର ଦିନ । ପାଟଣାଗଡ଼ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଟିତ ହେବାକୁ ଯାଉଛି | ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏହି "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଏଥିରେ ସ୍ୱେଚ୍ଛାକୃତ ରକ୍ତ ଦାତା ଙ୍କୁ ବିଜୁ ଜନତା ଦଲ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ଏହି ଶିବିରରେ କୋଭିଡ ନିୟମ ପାଲନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ବୋଲି ପାଟଣାଗଡ ବିଜୁ ଜନତା ଦଲ ପକ୍ଷରୁ କୁହାଯାଇଛି |