-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||     

HOME   ଜିଲ୍ଲା

ରି ଲ୍ ସ କୁଇନ୍ ରୁକସାନା ବାନୋଙ୍କୁ ହତ୍ୟା ଅଭିଯୋଗ, ଚିକିତ୍ସା କରିଥିବା ଡାକ୍ତର କହିଲେ : ସ୍କ୍ରବ୍ ଟାଇଫସ୍ !

20-Sep-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ଭବାନୀପାଟଣାର ଜଣେ ଆଲବମ୍ ଅଭିନେତ୍ରୀ  ରିଲ୍ ସ କୁଇନ୍ ଭାବେ ଜଣାଶୁଣା ମୁସଲମାନ୍ ଯୁବତୀ ରୁକ୍ ସାନା ବାନୋଙ୍କ ସନ୍ଦେହଜନକମୃତ୍ୟୁ ଅଭିଯୋଗ ଏବେ ଚର୍ଚ୍ଚାରେ ।  ଗତ କିଛିଦିନତଳେ ସେ ଏକ ସମ୍ବଲପୁରୀ ଆଲବମ୍ ସୁଟିଂ କରିବାକୁ ବଲାଙ୍ଗୀର ଆସିଥିବା ବେଳେ ସରକାରୀ ବସ୍ ଷ୍ଟାଣ୍ଡ୍ ସୁଟିଂସ୍ଥଳରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ  ତୁରନ୍ତ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯିବା ପରେ ଘରକୁ ପଠାଇଦିଆଯିବା ପରେ ଗତ ଅଗଷ୍ଟ ୨୭ ତାରିଖରେ ଭବାନୀପାଟଣା ସରକାରୀ ଡାକ୍ତରଖାନା ଓ ସେଠାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳ ଓ ପୁଣି ବରଗଡର ' ବିକାଶ ' ଘରୋଇ ହସ୍ପିଟାଲ ଏବଂ ଅବସ୍ଥା ଗୁରୁତର ହୋଇପଡିବାରୁ ଭୁବନେଶ୍ବର ଏ ମ୍ ସ କୁ ନେଇ ଚିକିତ୍ସା କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଗତ ୧୯ ତାରିଖରେ ମୃତ୍ୟୁ ହୋଇଯାଇଥିବା ପ୍ରକାଶ । 

ତେବେ ଏହି ଅଭନେତ୍ରୀଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଏହାକୁ ଏକ ସୁପିକଳ୍ପିତ ହତ୍ୟା ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଗଣମାଧ୍ୟମରେ ମୃତାଯୁବତୀଙ୍କ ମାଆ ଓ ବଡଭଉଣୀ ସିଧାସଳଖ ଭାବରେ ବଲାଙ୍ଗୀର ବେଲପଡାର ଜଣେ ପେଶାଦାର ଆର୍କେଷ୍ଟ୍ରା ଯୁବ ଗାୟକ ରୁକୁ ସୁନା ତାଙ୍କ ଝିଅକୁ କ୍ରମାଗତ ନିର୍ଯାତନା ଦେଇ ଆସୁଥିବା ଓ ଶେଷରେ ଷଡଯନ୍ତ୍ର କରି ଫଳରସରେଞ ବା ଖାଦ୍ୟରେ କାହାଦ୍ବାରା ସ୍ଲୋ' ପଏଜନ୍ ଦେଇ ହତ୍ୟା କରିଥିବାର ଗୁରୁତର ଅଭିଯୋଗ ପ୍ରକାଶ କରିଛନ୍ତି । ତାଙ୍କର ଗଣମାଧ୍ୟମରେ ବୟାନ ଅନୁଯାୟୀ , ମୃତା ଆଲବମ୍ ଅଭିନେତ୍ରୀ ତଥା ଗାୟିକା ଜଣକ ପ୍ରଥମେ ରୁକୁ ସୁନାଙ୍କ ଗ୍ରୁପ୍ ସହ ଜଡିତ ଥିଲା ବେଳେ ପରେ କୋଶଳ ନାଁ'ରେ ଗତ ନିର୍ବାଚନରେ ବଲାଙ୍ଗୀର ସାଂସଦ ପ୍ରାର୍ଥୀ ହୋଇଥିବା ସିନେ ଅଭିନେତା ସମ୍ବଲପୁରର ମନୋଜ ମିଶ୍ରଙ୍କ ସହ ମିଶି ପ୍ରୋଗ୍ରାମ କରିବାରୁ ରୁକୁ ସୁନା ତାଙ୍କ ଝିଅକୁ କେହି କାମ ନ ଦେବାକୁ ମନା କରି ବରାବର ଗତ କିଛିମାସ ହେଲା ନିର୍ଯାତନା ଦେଇ ଆସୁଥିଲେ । ଶେଷରେ ସେ ହିଁ ଷଡଯନ୍ତ୍ର କରି ଜୁସ୍ ରେ ବିଷ ଦେଇ ରୁକ୍ ସାନା ଗୁରୁତର ହୋଇପଡି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଅଭିଯୋଗ କରିଛନ୍ତି ।  ଅବଶ୍ୟ ରୁକୁ ସୁନା ଏହାକୁ ଖଣ୍ଡନ କରି ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ତାଙ୍କୁ ବଦନାମ କରାଯିବାକୁ ଆଗରୁ ମଧ୍ୟ ଏଭଳି ଷଡଯନ୍ତ୍ର କରାଯାଇଥିବା ଓ ଏହି ଜୁସ୍ ରେ ବିଷ ମିଶାଯିବା ଅଭିଯୋଗର ତଦନ୍ତ ଦାବି କରିଛନ୍ତି । ତେବେ ରୁକୁ ସୁନା କିଛିବର୍ଷ ପୂର୍ବରୁ ଝାରସୁଗୁଡାର ଜଣେ ଗାୟିକା ଯୁବତୀକଳାକାର ସିମରନ୍ ବା ସେଲଫି ବେବୋଙ୍କ ସନ୍ଦେହଜନକ ମୃତ୍ୟୁମାମଲାରେ ଛନ୍ଦି ହୋଇଥିଲେ । ବେଲପଡାର ଜଣେ ଧନୀ ପୁରୁଣା ଦାଦନ ସର୍ଦ୍ଦାର ପରିବାରର ପୁଅ ଭାବେ ତାଙ୍କୁ ଲୋକେ ଜାଣିଥିଲେ ହେଁ , ପରେ ସେ ଜଣେ ଆର୍କେଷ୍ଟ୍ରା ଗାୟକ କଳାକାର ଭାବେ ନିଜର ଏକ ଦଳ ଗଢି ଜନପ୍ରିୟ ହୋଇଉଠି ଥିଲେ ହେଁ , ବିଭିନ୍ନ ସମୟରେ ବିଭିନ୍ନ ବିବାଦୀୟ ଘଟଣାରେ ଜଡିତ ହୋଇ ଆସୁଥିବା ବିଡମ୍ବନାର ବିଷୟ ।  କିନ୍ତୁ ଏଇ ଘଟଣାରେ ତାଙ୍କ ବିରୋଧରେ ଏଭଳି ଅଭିଯୋଗକୁ ସମସ୍ତେ ଗ୍ରହଣ କରିପାରୁ ନାହାଁନ୍ତି । କିନ୍ତୁ ଏଇ ମାତ୍ରାଧିକ ଉଚ୍ଚାକାଂକ୍ଷୀ ଯୁବକଳାକାର ଜଣକଙ୍କ ବିରୁଦ୍ଧରେ କାହିଁକି ବାରମ୍ବାର ଏଭଳି ଯୁବତୀଜନିତ ଅଭିଯୋଗ ହେଉଛି , ଅନୁସନ୍ଧାନ ସାପେକ୍ଷ । 

ସର୍ବୋପରି ରୁକ୍ ସାନା ବାନୋଙ୍କୁ ଚିକିତ୍ସା କରିଥିବା ' ବିକାଶ ' ଘରୋଇ ହସ୍ପିଟାଲର ଡାକ୍ତର ଡା.ସନ୍ତୋଷ ଟେଟେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଯେ , ଗତ ଅଗଷ୍ଟ ୩୧ ତାରିଖରେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତା ରୁକ୍ ସାନାଙ୍କର ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ସହ ନିମୋନିଆ ଓ ମଲ୍ ଟି ଅର୍ଗାନିକ୍ ସମସ୍ୟା ରହିଥିଲା । ତାଙ୍କୁ ସେଠାରେ ଗତ ସେପ୍ଟେମ୍ବର ୩ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଏଭଳି ଏକ ବିବଦମାନ ସମ୍ବେଦନଶୀଳ ଚର୍ଚ୍ଚିତ ମାମଲାରେ ବିକାଶ ହସ୍ପିଟାଲ ଓ ସମ୍ପୃକ୍ତ ଚିକିତ୍ସକ ଗଣମାଧ୍ୟମରେ କାହିଁକି ଏପରି ବୟାନ ଦେଲେ , ଏହା ପୂର୍ଣ୍ଣତଃ ସନ୍ଦେହମୁକ୍ତ ନୁହେଁ ବୋଲି ଚର୍ଚ୍ଚା ହେଉଛି । 

ଉଲ୍ଲେଖନୀୟ ଯେ , ୨୪ ବର୍ଷ ଆଗରୁ ରୁକ୍ ସାନାଙ୍କ ବାପାଙ୍କର ମୃତ୍ୟୁକୁ  ହତ୍ୟା ଅଭିଯୋଗ କରି ସେତେବେଳେ ସେ ଧାରଣା ଦେବା ସହ ଦିଲ୍ଲୀରେ ମଧ୍ୟ ଧାରଣା ଦେଇଥିବା ପ୍ରକାଶ । ସେ ସମ୍ବଲପୁରୀ ଆଲବମ୍ , ୟୁ ଟ୍ୟୁବ୍ ରି ଲ୍ ସ୍ ରେ ରିଲ୍ ଓ ସମ୍ବଲପୁରୀ ଆଲବମ୍ ' ସମ୍ବଲପୁରିଆ ଫୁଲ ' ପାଇଁ ଚର୍ଚ୍ଚିତା ଥିଲେ । ଆଜିକାଲି ଏଭଳି ଆଲବମ୍ , ରିଲ୍ ସ , ସର୍ଟଫିଲ୍ମ ଆଦି ଆଳରେ ଯୁବତୀମାନଙ୍କୁ ଫସାଇ ଯୌନକେଳେଙ୍କାରୀ କରାଯାଉଥିବା ଖବର ଓ ଶେଷରେ ଆତ୍ମହତ୍ୟା , ହତ୍ୟା ଆଦି ଘଟୁଥିବା ଏଠାରେ ମଧ୍ୟ ବିରଳ ନୁହେଁ । 

ଶେଷରେ ଏଭଳି ଅଭିଯୋଗର ତଦନ୍ତ ନିମନ୍ତେ କେବଳ ସୋସିଆଲ୍ ମିଡ଼ିଆ ବା ତାଙ୍କ ମାଆ ଓ ବଡଭଉଣୀଙ୍କ ବୟାନକୁ ଭିତ୍ତି କରି ଅଭିଯୋଗ ଭାଇରାଲ୍ ହେବା ବ୍ୟତୀତ ବିଧିବଦ୍ଧ ଭାବରେ ମୃତକାଙ୍କ ଶବ ବ୍ୟବଚ୍ଛେଦ , ଥାନାରେ ଏତଲା ବା ଆଇନଗତ ପଦକ୍ଷେପ ନିଆଯାଇଛି କି ନାହିଁ , ଜଣାଯାଇନାହିଁ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026

You Might Also Like