-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
19-Sep-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,)
ଡାବୁଗାଁ ସାପ୍ତାହିକ ହାଟ ଦିନ ରେ ବାଇକ୍ ଚୋରୀ ବଡିବାରେ ଲାଗିଛି। ଆଜି ମଧ୍ୟ ଗୋଟିଏ ବାଇକ୍ ଚୋରୀ ହେଇଥିବା ଥାନା ରେ ଅନଲାଇନ ମାଧ୍ୟମ ରେ ଲିଖିତ ଅଭିଯୋଗ ହେଇଛି।ସୂଚନାଯୋଗ୍ୟ:-ଆଜି ସମୟ ପ୍ରାୟ ଦିନ ୧ ଘଣ୍ଟା ସମୟରେ ହୋଣ୍ଡା ସାଇନ ବାଇକ ନଂ - ଓଡି ୧୦ ଏଲ୍ ୯୬୪୦ କୁ ଡାବୁଗାଁ ଆରଆଇ ଅଫିସ ଆଗରେ ରଖି ସାପ୍ତାହିକ ହାଟରେ ଯାଇ କିଣାକିଣି କରି ଫେରିବା ସମୟରେ ଦେଖିଲା ତାହାର ବାଇକ ଆଉ ସେ ସ୍ଥାନ ରେ ନାହିଁ। ବହୁତ ଖୋଜାଖୋଜି କରିବା ପରେ ବାଇକ ର କୌଣସି ସନ୍ଧାନ ପାଇନଥିଲେ । ତେଣୁ ଏବିଷୟରେ ଡାବୁଗାଁ ଥାନାରେ ଅନ୍ ଲାଇନ୍ ମାଧ୍ୟମ ରେ ଏକ ଲିଖିତ ଅଭିଯୋଗ କରିଛନ୍ତିି। ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ । ପୋଲିସର ତଦନ୍ତ ଜାରି ରଖିଛନ୍ତି