-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||     

HOME   ଜିଲ୍ଲା

ବିଜେପୁର ସମୁଦାୟ ସାତଟି ମେଢରେ ଅନନ୍ତ ପୂଜା ମହୋତ୍ସବ ଅନୁଷ୍ଠିତ

19-Sep-2024



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ବିଜେପୁର ସହରରେ ତା ୧୭.୦୯.୨୦୨୪ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଥିବାବେଳେ ପଶ୍ଚିମାଞ୍ଚଳର ଅନନ୍ୟ ଅନନ୍ତ ପୂଜା ମହୋତ୍ସବ ବହୁ ଆଡମ୍ବର ସହକାରେ ବିଜେପୁର ଠାରେ ପାଳିତ ହେଉଛି। ଆଜି ତୃତୀୟ ଦିନରେ ପଦାର୍ପଣ କରିଥିବା ବେଳେ, ସମୁଦାୟ ୭ ଗୋଟି ମେଢ ରେ ଅନନ୍ତ ନାରାୟଣ ଶ୍ରୀଶ୍ରୀ ବିଷ୍ଣୁ ପୂଜା ପାଉଛନ୍ତି।ଉପରପଡା ଠାରେ,ମଧ୍ୟପଡା ଠାରେ, ମାଁ ନାରାୟଣୀ କ୍ଲବ ଅନନ୍ତ ପୂଜା କମିଟି (ବଜରଙ୍ଗ ଛକ)ର ମେଢ଼ ସ୍ଥାନୀୟ ଦୁର୍ଗା ମନ୍ଦିର ଠାରେ, ଅନନ୍ତ ଯୁବକ ସଂଘ ଭୁଏ ପଡ଼ାର ମେଢ଼ ସ୍ଥାନୀୟ ଡେଲି ମାର୍କେଟ ଠାରେ, ଲକ୍ଷ୍ମୀନାରାୟଣ ଯୁବକ ସଂଘ ମାଲପଡା ଠାରେ, ଲାଲ ବାହାଦୁର ଶାସ୍ତ୍ରୀ ଯୁବକ ସଂଘ ଗାନ୍ଧୀ ପଡା ଠାରେ ପ୍ରଭୁ ଅନନ୍ତ ନାରାୟଣ ପୂଜା ପାଉଛନ୍ତି।ଜ୍ୟୋତି ଯୁବକ ସଂଘ ତଲିପଡା ଅନନ୍ତ ପୂଜା ତାର ୫୦ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି ।ଏ ଅବସରରେ ଶ୍ରୀଶ୍ରୀ ଅନନ୍ତ ନାରାୟଣ ମହାପ୍ରଭୁଙ୍କ ପୂଜାନୋତ୍ସବ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଅବଲୋକନ ସହ, ଆଧ୍ୟାତ୍ମିକ ନିଂଦର୍ଶନ ସୃଷ୍ଟି କରିପାରିଛି । ତୃତୀୟ ଦିବସରେ ତା ୧୯.୦୯.୨୦୨୪ରିଖ ଗୁରୁବାର ସକାଳ ୭ ଘଣ୍ଟା ସମୟରେ ପୂଜାର୍ଚ୍ଚନା(ବିଶେଷ ଷୋଡଶ ଉପଚାର), ସକାଳ ୮ଘଣ୍ଟାରୁ ବରଗଡ଼ର ପଣ୍ଡିତ ସୁକଦେବ ତ୍ରିପାଠୀ ଏବଂ ତାଙ୍କ ସହଯୋଗୀଙ୍କ କଣ୍ଠରୁ ବିଷ୍ଣୁ ସହସ୍ର ନାମ ସମେତ ଲକ୍ଷ୍ମୀ ସହସ୍ର ହୋମ ଯଜ୍ଞ ଅନୁଷ୍ଠିତ ହୋଇଛି।

ସଂଧ୍ୟା ୭ଘଣ୍ଟାରୁ ହଜାର ହଜାର ଭକ୍ତ, ଦର୍ଶକଙ୍କ ପାଇଁ ମହାପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ ମାନଙ୍କ ଠାରୁ ପ୍ରକାଶ ପାଇଥିବାବେଳେ ଆଧ୍ୟାତ୍ମିକ ବାତାବରଣ ସହ ସୁଗନ୍ଧିତ ମହମହ ବାସ୍ନାରେ ଚତୁର୍ଦିଗ ଚଳଚଞ୍ଚଳ ହୋଇ ଉଠିଛି।ତଲିପଡା ଅନନ୍ତ ପୂଜାମହୋତ୍ସବରେ ଆଜିକାର ଅନୁଷ୍ଠିତ ହୋମଯଜ୍ଞରେ କର୍ତ୍ତା ଭାବେ ଅଜିତ କୁମାର ମେହେର ଏବଂ ତାଙ୍କ ସହଧର୍ମିଣୀ ରାଜଶ୍ରୀ ମେହେର, ଗିରିଧାରୀ ମେହେର ଓ ତାଙ୍କ ସହଧର୍ମିଣୀ ପ୍ରତୀମା ମେହେର, କୈଳାସ ମେହେର ଏବଂ ତାଙ୍କ ସହଧର୍ମିଣୀ ଝରଣା ମେହେର, ପରିକ୍ଷିତ ମେହେର ତାଙ୍କ ଧର୍ମପତ୍ନୀ ସୁବାସିନୀ ମେହେର,ତେଜରାଜ ମେହେର ଏବଂ ତାଙ୍କ ଧର୍ମପତ୍ନୀ ପଦ୍ମନୀ ମେହେର ଦାୟିତ୍ଵ ତୁଲାଇଛନ୍ତି। ସମସ୍ତ ପୂଜା ମେଢ଼ର ସାଜସଜ୍ଜା ବେଶ ମନୋରମ ହୋଇଥିବା ବେଳେ ଭରପୁର ମଜା ଉଠାଇବା ପାଇଁ ବରଗଡ଼ ସମେତ ସୁଦୂର ସମ୍ବଲପୁର, ସୋନପୁର,ନୂଆପଡା ଏପରି କି ଛତିଶଗଡ଼ ରାଜ୍ୟରୁ ଲୋକଙ୍କ ଭିଡ଼ ସଂଧ୍ୟା ସମୟରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ,ଭଜନ, ରାମାୟଣ,ମୀନା ବଜାରରେ ପ୍ରବଳ ଗହଳି ହେବାରେ ଲାଗିଛି। ସ୍ଥାନୀୟ ପୋଲିସ ପ୍ରଶାସନ ବିଜେପୁର ସହରର ସମସ୍ତ  ଛକ, ପୂଜା ମେଢ, ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର ଠାରେ ନିରାପତ୍ତା ପାଇଁ ବ୍ୟାପକ ବ୍ୟବସ୍ଥାରେ ଲାଗିଛନ୍ତି। ଆସନ୍ତାକାଲି ଶୁକ୍ରବାର ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ପ୍ରକାଶ


News Comment




Photo in News

Advertisment
Lastest News
  ରାଜ୍ୟ  
ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   11-Sep-2026
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026

You Might Also Like