-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||     

HOME   ଜିଲ୍ଲା

ଜାତୀୟ ରାଜପଥରେ ଜାତୀୟ ଖାଲ 

19-Sep-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ବରଗଡଠାରୁ ବରପାଲି ପର୍ଯ୍ୟନ୍ତ ଚାରି ଥାକିଆ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ବଲାଙ୍ଗିରଠାରୁ ସାଲେଭଟା ପର୍ଯ୍ୟନ୍ତ ସଂପ୍ରସାରଣ କାମ ମଧ୍ୟ ସରିଯାଇଛି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାର ୧୨ କିମି ରାସ୍ତା ଚିନାଜୁରିଠାରୁ ଚେରୁପାଲି ପର୍ଯ୍ୟନ୍ତ ରାସ୍ତାକୁ ବର୍ଷ ବର୍ଷ ଧରି କାମ ଚାଲି ଥିବା ବେଳେ  ବର୍ଷେ ହେବ କାମ ବନ୍ଦ ରହିଛି । ଚିନାଯୁରୀଠାରୁ ଖୁଣ୍ଟପାଲି ଏଫସିଆଇ ଏବଂ ଚେରୁପାଲିରୁ ବୈଦୁପାଲି ପର୍ଯ୍ୟନ୍ତ ବହୁ କଷ୍ଟରେ କାମ ସଂପୂର୍ଣ୍ଣ ହୋଇଥିବା ବେଳେ ଡୁଙ୍ଗୁରିପାଲିର ଉଭୟ ପଟରେ କାମ ବନ୍ଦ ରହିଛି ।ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଧାରଣା , ଆନ୍ଦୋଳନ ମଧ୍ୟ କରାଯାଇଛି । ପ୍ରଶାସନ ପକ୍ଷରୁ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ କାମ ସଂପୂର୍ଣ୍ଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ ମଧ୍ୟ  ଅଂଚଳବାସୀଙ୍କୁ ଧୋକା ଦିଆଯାଇଛି ।  ପ୍ରଶାସନର ମିଛୁଆ ପ୍ରତିଶୃତିରେ ଅଂଚଳବାସୀ ଆନ୍ଦୋଳନକୁ ମଧ୍ୟ ସ୍ଥଗିତ ରଖିଥିଲୋ  କିନ୍ତୁ ପ୍ରସାଶନ ତାଙ୍କ ପ୍ରତିଶୃତି ରଖିପାରି ନଥିଲେ । ଯାହାର ଅସୁବିଧା ଆଜି ଲୋକେ ଭୋଗୁଛନ୍ତି ।ଉକ୍ତ ରାସ୍ତା ଦେଇ ଟିଟିଲାଗଡ, ପାଟଣାଗଡ, ବଲାଙ୍ଗିର, ସଇଁତଲା , ଲୋଇସିଂହା ଅଂଚଳରୁ ପ୍ରତ୍ୟେହ ଶହ ଶହ ଗାଡି ମଟର ସହିତ ରୋଗୀମାନେ ବୁର୍ଲା, ବରଗଡକୁ  ଆମ୍ବୁଳାନ୍ସ ଯୋଗେ ଯିବା ଆସିବା କରିଥାନ୍ତି । ସଇଁତଲା ଗୋଳାବାରୁଦ କାରଖାନାକୁ ମଧ୍ୟ ବିଭିନ୍ନ ଗାଡି ମଟର ଯିବାଆସିବା କରୁଥିବା ବେଳେ  ଡୁଙ୍ଗୁରିପାଲିର ୟୁନିୟନ ବ୍ୟାଙ୍କ,  ଶିବାନନ୍ଦ ପଡା ଛକ, ଏସବିଆଇ ବ୍ୟାଙ୍କ, ଥାନା ସମ୍ମୁଖ, ସହଲା ଛକ, ଡେଲି ମାର୍କେଟ, ଶିବ ମନ୍ଦିର, ଆରଏସିଏମସ, ହିରୋ ସୋ ରୁମ ଠାରେ ବିରାଟ ବିରାଟ ଖାଲ ରହିଛି । ସବୁଠାରୁ ବିରାଟ ଖାଲ ଏଫସିଆଇ ସମ୍ମୁଖରେ ରହିଛି । ଏଠାରେ ରାସ୍ତା ଗୋଟିଏ ପାଶ୍ୱର୍ରେ ପାଣି ରହିଛି । ଯାହାକି ଏକ ପୋଖରୀର ଭ୍ରମ ସୃଷ୍ଟି କରିଛି । ଏହାକୁ ଲୋକେ ପରିହାସ କରି ଜାତୀୟ ରାଜପଥରେ ଜାତୀୟ ଖାଲ ବୋଲି କହିଥାନ୍ତି । ଉକ୍ତ ତିନି କିମି ରାସ୍ତାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗି ରହିଥାଏ ।  ବିଭିନ୍ନ ଜିଲ୍ଲାରୁ ଲୋକେ  ଯିବା ଆସିବା ସମୟରେ  ବିଭିନ୍ନ ପ୍ରକାର ସମାଲୋଚନା କରିଥାନ୍ତି । କିଏ କହେ ଏଠାରେ ଲୋକ ଅଛନ୍ତି କି ନାହିଁ । ଏଠାରେ ନେତା ଅଛନ୍ତି କି ନାହିଁ । ଯଦି ଅଛି ଶୋଇ ପଡିଛି କି ? ନେତାମାନେ ଦେଖୁ ଛନ୍ତି କି ନାହିଁ । ସେମାନଙ୍କ ଆଖି ଅଛି କି ନାହିଁ । ଲୋକେ କିଛି କହୁ ନାହାନ୍ତି କାହିଁକି । ଆମ ଅଂଚଳ ହୋଇଥିଲେ  କଣ ନା କଣ ହୋଇ ଥାନ୍ତା ବୋଲି ଅନେକ  ଭର୍ସନା କରିଥାନ୍ତି ।  ଉକ୍ତ ରାସ୍ତା  ମରାମତି ବା ସଂପ୍ରସାରଣ କାମ ନ ହେଲେ ଏଥର ଲୋକଙ୍କ ପୁଞ୍ଜିଭୁତ ଅସନ୍ତୋଷ ଏକ ବିରାଟ ଆନ୍ଦୋଳନ ଦେଖା ଦେବ । ଯାହାକି ପ୍ରଶାସନକୁ ମହଙ୍ଗା ପଡିବ ବୋଲି ଲୋକଙ୍କ ମଧ୍ୟରେ ଦାନା ବାନ୍ଧୁଛି । 
 


News Comment




Photo in News

Advertisment
Lastest News
  ରାଜ୍ୟ  
ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   11-Sep-2026
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026

You Might Also Like