-+91-9937148622 |

prerana_bgr@rediffmail.com |

  Friday 11th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||      ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ    (10-Sep-2026)       ||      ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   (10-Sep-2026)       ||      ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   (10-Sep-2026)       ||      ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   (10-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   (10-Sep-2026)       ||      ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁରରେ ବିଶ୍ୱ ଭାରତୀ ସମ୍ମିଲନୀ ଆୟୋଜନ ନେଇ ଆଳୋଚନା,ଭାରତୀ ସମାଜ ପକ୍ଷରୁ ନଭେମ୍ବରରେ ହେବ ଦୁଇଦିନଆ ସମ୍ମିଲନୀ

19-Sep-2024



ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ): ନଭେମ୍ବର ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ସମ୍ବଲପୁରରେ ବିଶ୍ୱ ଭାରତୀ ସମାବେଶ ଆୟୋଜିତ ହେବ  ଏନେଇ ମଙ୍ଗଲବାର ରାତିରେ ଆଭାସୀ ଜରିଆରେ ହୋଇଥିବା ଭାରତୀ ସମାଜର ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଭାରତୀ ସମାଜର ଅନ୍ତରାଷ୍ଟୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା ଆମେରୀକାରୁ ଆଭାସୀ ଜରିଆରେ ଯୋଡି ହୋଇ ବିଶ୍ୱ ଭାରତୀ ସମାବେଶ ପାଇଁ ନଭେମ୍ବରରେ ସମ୍ବଲପୁର ଆସିବା ନେଇ ସୁଚନା ଦେଇଥିଲେ। ଭାରତୀ ସମାଜ ର ସଂଚାଳକ ଭବାନୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଦେଶରୁ ଭାରତୀ ସମାଜ ର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।ଏବି ଅବସରରେ ସାରା ବିଶ୍ୱରେ ରହିଥିବା ଭାରତୀ ବଂଶଧର ମାନଙ୍କୁ ଏକଜୁଟ କରିବା ପାଇଁ ଗତ ୨୪ ବର୍ଷ ହେବ ଭାରତୀ ସମାଜ କାର୍ଯ୍ୟ କରି ଆସୁଥିବା ନେଇ ଭାରତୀ ସମାଜର ମହାସଚିବ ଦେବୀ ପ୍ରସାଦ ଭୋଇ ସୁଚନା ଦେଇଥିଲେ  ଏବେ ବିଭିନ୍ନ ଦେଶରେ ଏ ଦିଗରେ ଭାରତୀ ସମାଜ ପକ୍ଷରୁ କାଯର୍ୟ କରାଯାଉଥିବା ନେଇ ବୈଠକରେ ଚର୍ଚ୍ଚା କରାଯାଇଥିଲା  ସୁରୀନାମରୁ ବୈଠକରେ ସାମିଲ ହୋଇଥିବା ସତ୍ୟାନନ୍ଦ ପରମସୁଖ  କହିଥିଲେ ଯେ ସୁରିନାମରେ ବ୍ୟବହାର ହେଉଥିବା ସୁରୀନାମୀ ଭାଷା ହିନ୍ଦୀ ଭାଷାର ଏକ ରୁପ  ସେ ଏହାର ପ୍ରସାର ପାଇଁ ଦୀର୍ଘ ବର୍ଷ ହେବ କାଯର୍ୟ କରି ଆସୁଛନ୍ତି  ତେବେ ସରକାରୀ ପ୍ରୋତ୍ସାହନ ଅଭାବରୁ ସେଠାରେ ଏହାର ଯେତିକି ପ୍ରସାର ହେବାକଥା ତାହା ହୋଇ ପାରୁନାହିଁ   ଏଭଲି ସମ୍ମେଲନୀର ଆୟୋଜନ କରାଯିବା ଦ୍ୱାରା ଦେଶ ବିଦେଶରେ ରହୁଥିବା ଭାରତୀ ବଂଶଧରଙ୍କ ମଧ୍ୟରେ ସମନ୍ବୟ ବୃଦ୍ଧି ପାଇ ପାରିବ  ସମ୍ବଲପୁରରେ ଦୁଇ ଦିନଆ ବିଶ୍ୱ ଭାରତୀ ସମ୍ମିଲନୀ ଆୟୋଜନ ଯୋଗୁଁ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ହୋଇ ପାରିବ ବୋଲି ପଶ୍ଚିମାଞ୍ଚଳ ଏକତା ମଂଚ ର ମୁଖ୍ୟ ସଂଯୋଜକ ମାନସ ରଂଜନ ବକ୍ସୀ ମତ ଦେଇଥିଲେ  ଅନ୍ୟ ପକ୍ଷରେ  ଡ. ପ୍ରମୋଦ ରଥ ବୈଠକରେ ଭାଗ ନେଇ ସାରା ବିଶ୍ୱର ଭାରତୀ ବଂଶଧର ମାନଙ୍କୁ ଏକଜୁଟ ହୋଇ ଆମର ଭାଷା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାମ କରିବାର ଆବଶ୍ୟକତା ଉପରେ ମତ ଦେଇଥିଲେ  ଏହି ଦୁଇ ଦିନିଆ ବିଶ୍ୱ ଭାରତୀ ସମ୍ମିଳନୀରେ ଭାରତୀ ବଂଶଧରଙ୍କ ମଧ୍ୟରେ ଏକତା ସହ ବିଭିନ୍ନ ଦେଶରେ ଭାରତୀ ବଂଶଧରଙ୍କ ସ୍ଥିତି ଏବଂ ସମନ୍ବୟ ଉପରେ ଆଳୋଚନା କରାଯିବ  ଏଥିରେ ଦେଶ ତଥା ଦେଶ ବାହାରୁ ଭାରତୀ ସମାଜର ସଦସ୍ୟ ମାନେ ଯୋଗ ଦେବାର ଲକ୍ଷ୍ୟ ରଖାଯାଇଛି  ଏହି ବୈଠକରେ ଜର୍ମାନୀରୁ ପ୍ରଶ୍ମା ରାନୀ, ଦୁବାଇରୁ ନିପନ ଭୋଇ, ଲଣ୍ଡନରୁ  ସବିତା ତ୍ରୀପାଠୀ, ବିହାର ଝାରଖଣ୍ଡ ସଂଯୋଜକ ଆଦିତ୍ୟ ମହାନ୍ତି, ଡ ସ୍ବୟଂ ପ୍ରକାଶ ପଣ୍ଡା, କାନ୍ତି ମେହେର, ଝୁନୁ ତ୍ରିପାଠୀ, ପ୍ରଜ୍ଞା ସାହୁ, ସସ୍ମିତ କୁମାର ପଣ୍ଡା, ସୁଧୀର ମିଶ୍ର,ଲକ୍ଷ୍ମୀ ପ୍ରଧାନ, ସୁନିତି ମିଶ୍ର,ନିଶିକାନ୍ତ ବିଶ୍ବାଲ, କିଶୋର ଧରେଇ ପ୍ରମୁଖ ସାମିଲ ହୋଇଥିଲେ


News Comment




Photo in News

Advertisment
Lastest News
  ରାଜ୍ୟ  
ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   11-Sep-2026
  ଜିଲ୍ଲା  
ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   10-Sep-2026
  ଜିଲ୍ଲା  
ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   10-Sep-2026
  ଜିଲ୍ଲା  
ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ   10-Sep-2026
  ଜିଲ୍ଲା  
*ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   10-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   10-Sep-2026
  ଜିଲ୍ଲା  
ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   10-Sep-2026
ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ   10-Sep-2026
  ଜିଲ୍ଲା  
ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ :  ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ   10-Sep-2026
  ଜିଲ୍ଲା  
ୟୁଏଇର ମନ୍ତ୍ରୀ ଅବ୍ଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର   10-Sep-2026
  ଜିଲ୍ଲା  
ଧାନ ଫସଲରେ ସମନ୍ୱିତ ପୋଷକତତ୍ତ୍ୱ ପରିଚାଳନା ନେଇ ଦ୍ୱିଦିବସୀୟ ତାଲିମ ଶିବିର   10-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜବରଦଖଲ ଜମି ପୁନଃରୁଦ୍ଧାର ପାଇଁ ଦାବି କଲା ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟି   10-Sep-2026

You Might Also Like