-+91-9937148622 |
prerana_bgr@rediffmail.com |
Sunday 13th September 2026 |
R.N.I. Regd No. ODIODI/2010/46693
Breaking News
16-Sep-2024
ଦେଓଗାଁ(ଅନ୍ତର୍ଯ୍ୟାମୀ ସାହୁ)ବଲାଙ୍ଗୀର ଦେଓଗାଁ ବିଜୟlନନ୍ଦ ଚିନିକଳର ପୁନରୁଦ୍ଧାର ହେଉ ଏବଂ ଚିନିକଳ ତୁରନ୍ତ ଚାଲୁ ଏବଂ ଡାଇରେକ୍ଟ ଇଁନ୍ ଡାଇରେକ୍ଟ ଚିନିକଳରେ ହାରାହାରି ୨୦ହଜାରରୁ ଊର୍ଦ୍ଧ୍ବ ଚାଷୀ ଏବଂ ଲୋକ ଉପକୃତ ହେଉଥିଲେ। ସେ ଉଦ୍ଦେଶ୍ୟ ନେଇ ଆଜି ଆପ୍ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ , ପଶ୍ଚିମ ଓଡ଼ିଶା ସେବା ସଂଗଠନ ର ସଭାପତି ରାଜେଶ କୁମାର ବଗର୍ତ୍ତି, ଚାଷୀ ନେତା ମୟ ସାହୁ ସମାଜସେବୀ ସୁଦାମ ପାଲତା , ଚାଷୀ ଅଜିତ ରଣା ଏବଂ ଅନ୍ୟ ଚାଷୀ ମାନେ ବିଶ୍ଵକର୍ମା ପୁଜା କରିଥିଲେ l