-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

କାଉନସିଲରଙ୍କ ଦବଙ୍ଗଗିରି 

21-Aug-2024



ବଲାଙ୍ଗୀର(ପ୍ରେରଣା ଖବର):  ହାତୀସାଲ ପଡ଼ାର କେତେଜଣ ଗୁଣ୍ଡାକୁ ରଖି ମୁଁ ତୁମକୁ ୨୦ ହଜାର ଟଙ୍କା ଦେବି ଆଉ ତୁମେ କଚେରୀ ଛକରେ ପାନ ଦୋକାନ ଦେଇ ପରିବାର ଚଳାଉଥିବା ହାତୀସାଲ ପଡା ର ଗୋପାଳ ସାହୁ ତାଙ୍କ ଘରୁ ବାହାରି  ଯାଉଥିବା ସମୟରେ ଗୋପାଳ ସାହୁକୁ ପଥର ଓ ଲୁହା ରଡ଼ ରେ ପିଟିବାରୁ ମୁଣ୍ଡଫାଟି ଗଲା ଓ ମୁଣ୍ଡରେ ୮ଟି ଷ୍ଟିଚ ପଡିଛି ଓ ପ୍ରଚୁର ଆଘାତ ହୋଇ ହସ୍ପିଟାଲରେ ଭର୍ତ୍ତି  ହୋଇଛି | ସନ୍ଧ୍ୟାରେ ଟାଉନ ହଲ ରାସ୍ତାରେ ଘରକୁ ଫେରୁଥିବା ସମୟରେ ସ୍ବେଛାସେବୀ ସଙ୍ଘଠନ ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଶତପଥୀଙ୍କୁ ହାତୀଶାଲ ପଡାର ଗୋବିନ୍ଦ ପ୍ରଧାନ (ଅପୁ ) ଓ ତାର 4 ଜଣ ସହଯୋଗୀ  ମିଶି କାଉନସିଲର କଥା ମାନୁ ନାହୁଁ ଓ କ୍ଲବର ବିଲ ଅଟକେଇ ଦେଇଛୁ ବୋଲି କହି ବହୁତ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ ଓ ପିଟିଲେ ଏବଂ ତାରୁଆଲ ଓ ରଡ଼ ଧରି ମୋତେ ମାରିବା ପାଇଁ ଦୌଡ଼ାଇଲେ ମୁଁ ସାଙ୍ଗେ ସାଙ୍ଗେ ଥାନାକୁ ଆସି ଲିଖିତ ଅଭିଯୋଗ କଲି | ସେମାନେ କହୁଛନ୍ତି କାଉନସିଲର ଆମକୁ ପଇସା ଦେଉଛି ମଦ ମାଂସ ଖାଇବା ପିଇବା ପାଇଁ ଆମକୁ ଡେଲି ମଦ ଦେଉଛି, ଆମକୁ ଚଳାଉଛି, ଆମ ଘରକୁ ଚଳାଉଛି,କାଉନସିଲ ଯାହାକୁ କହିବ ତାହାକୁ  ଆମେ ବାଧ୍ୟ ପିଟିବୁ  ଓ ପିଟି ପିଟି ମାରିଦେବୁ ବୋଲି ରଡି ରଡି ପଡା ସାରା କହୁଛନ୍ତି |ସେମାନେ ମୋତେ ମାରିବା ପାଇଁ ଯୋଜନା ବଦ୍ଧ କରିଥିଲେ |ମୁଁ ଦୌଡ଼ି ଦୌଡି ପଳାଇ ଆସିଲି ନ ହେଲେ ମୋତେ ମାରି ଦେଇ ଥାନ୍ତେ | ସେମାନେ ଧମକ ମଧ୍ୟ ଦେଇଛନ୍ତି ତତେ ଜୀବନରୁ ମାରି ଦେବୁ ବୋଲି ଆମକୁ କାଉନସିଲ ଆମକୁ ବେଲ କରି ଦେବା ଆମ ଘରକୁ ପଇସା ମଧ୍ୟ ଦେବା ବୋଲି କହି ସେମାନେ ରଡି ରଡି  ପଡ଼ାରେ ସମସ୍ତଙ୍କୁ ଭୟଭୀତ କରାଉଛନ୍ତି ଯାହାକି ପଡା ବାସୀଙ୍କ ମନରେ ଭୟର ଛନକା ପଶି ଯାଇଛି ଛୋଟ ଛୁଆ ଓ ଝିଅ ମାନଙ୍କୁ ପାଠ ପଢି ଯିବା ପାଇଁ ମଧ୍ୟ ଛାଡୁ ନାହାନ୍ତି  ସବୁଦିନ  ସେହି ରାସ୍ତାରେ ସ୍କୁଲ ଓ କଲେଜ ପଢି ଯାଉଥିବା ଝିଅ ମାନଙ୍କୁ କମେଣ୍ଟ ମରିବାକୁ ମଧ୍ୟ ପଛାଉ ନାହାନ୍ତି |ଯିଏ ମନା କରିବ କାହିଁ କମେଣ୍ଟ ମାରୁଛ ବୋଲି ତାକୁ କହିଲେ ସେମାନେ ରାସ୍ତାରେ ତୋର କାଣା ଗଲା ବୋଲି ତାକୁ ପିଟୁଛନ୍ତି | ଯାଉଥିବା ଲୋକ ମାନଙ୍କୁ ମଧ୍ୟ ଅଟକାଇ ପଇଶା ମାଗୁଛନ୍ତି ଯଦି ପଇଶା ନ ଦେଲେ ସେମାନଙ୍କୁ ମଧ୍ୟ ପିଟା ପିଟି କରି ତାର ମୋବାଇଲ ଲୁଟି ନେଉଥିବା ସମୟରେ ପଡାବାସୀ ଦେଖିଲେ ମଧ୍ୟ ଡରି କି କାହାକୁ କିଛି କରୁ ପାରୁ ନାହାନ୍ତି ଏପରି ଅଭିଯୋଗ ପଡ଼ାବାସୀ କରୁଛନ୍ତି | ଗୁଣ୍ଡା ମାନେ କହୁଛନ୍ତି ଆମର କାଉନସିଲର ଅଛି ଆମର କେହି କିଛି କରି ପାରିବ ନାହିଁ ବୋଲି ସେମାନେ ପଡାସାରା ଗୁଣ୍ଡାରାଜ ଚଳାଇଛନ୍ତି | ସେମାନେ କେତେବେଳେ ପଡାରେ ତରୱାଲ ଧରି ଲୋକଙ୍କୁ ସବୁବେଳେ ଭୟଭିତ କରାଉଛନ୍ତି ତ କେତେବେଳେ ଟାଉନହଲ ବ୍ରିଜ ଉପରେ ଯିବା ଆସିବା ଲୋକ ମାନଙ୍କୁ ଭୟଭୀତ କରାଉଛନ୍ତି ଏବଂ ପଡ଼ାର ମା ଭଉଣୀ ମାନେ ମଧ୍ୟ ବାହାରକୁ ବାହାରିବା ପାଇଁ ସୁରକ୍ଷିତ ମାନୁନାହାନ୍ତି | ହାତୀସାଲ ପଡା ର କାଉନସିଲରଙ୍କ ନିର୍ଦ୍ଦେଶରେ କେତେକ ଗୁଣ୍ଡା ମାନଙ୍କ ପାଇଁ ଅଶାନ୍ତି ର ବାତାବରଣ କରାଯାଉଛି ଯାହାକି ଦୁଇ ଜଣ ବ୍ୟକ୍ତି ମରୁ ମରୁ ବଞ୍ଚି ଯାଇଛନ୍ତି | କେତେବେଳେ ବି କିଛି ଅଘଟଣ ଘଟି ଯାଇପାରେ ପୋଲିସ ପ୍ରଶାସନକୁ ଅନୁରୋଧ କରୁଛନ୍ତି ହାତୀସାଲ ପଡା ବାସୀ ଶାନ୍ତିର ବାତାବରଣ ଫେରାଇ ଆଣି ଏବଂ ସେମାନଙ୍କୁ ଯଥାଶୀଘ୍ର ଗିରଫ କରି  ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାଯ୍ୟନୁଷ୍ଠାନ ନେବା ପାଇଁ ପଡା ବାସୀ ଦାବୀ କରିଛନ୍ତି ଏବଂ ପୋଲିସ ସବୁବେଳେ  ହାତୀସାଲ ପଡାକୁ  ପେଟ୍ରୋଲିଙ୍ଗ କରିବାକୁ ପଡାବାସୀ ଦାବି କରିଛିନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like