-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
21-Aug-2024
ନର୍ଲା ( ଚିନ୍ତାମଣି ନାଏକ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ନିଶାନପୁର ଗ୍ରାମ ପଂଚାୟତ ଅଧିନସ୍ଥ ଘୁପୁଟି ଗ୍ରାମ ଅଞ୍ଚଳ ରେ ଜଣାଶୁଣା ତଥା ନାଗ ମାଷ୍ଟର କହିଲେ ସମସ୍ତେ ଜାଣନ୍ତି ସେ ଆଊ ୭୭ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ନିଜ ଗାଁ ରେ ସହଧର୍ମିଣୀ ଓ ନିଜ ବଡ ପୁଅ ରାଧାଗୋବିନ୍ଦ୍ ନାଗ ଓ ମଝିଆ ପୁଅ ତଥା ନିଜର ପୁତ୍ରବଧୂ ଓ ନାତି ନାତୁଣୀ ଉପସ୍ଥିତି ଥିଲେ।ତାଙ୍କର ଶେଷ କୃତ୍ୟ ଗାଁ ମଶାଣି ରେ ହୋଇଥିଲା । ଶୋକ ସନ୍ତପ୍ତ ପରିବାରକୁ ଅଞ୍ଚଳ ର ବୁଦ୍ଧିଜିବି ଓ ସମାଜସେବୀ ସମବେଦନା ଜଣାଇ ଶ୍ରୀ ନାଗ ଙ୍କ ଅମର ଆତ୍ମା ର ସଦଗତି କାମନା କରିଛନ୍ତି।