-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||     

HOME   ମହାନଗର

ସମାଜସେବୀଙ୍କ ଶବ ଦାହ କାର୍ଯ୍ୟ ରେ ବାଧା, ହଟହଟା ହେଲେ ସମାଜସେବୀ 

20-Aug-2024



ବରଗଡ:(ନିରଞ୍ଜନ ତ୍ରିପାଠୀ)-ବରଗଡ ଜିଲ୍ଲା  ପଦ୍ମପୁର ଅଂଚଳ ରୁ ଗାଇସିଲେଟରେ ଏକ ଅଜଣା ବ୍ୟକ୍ତି ରୋଗଗ୍ରସ୍ତ ଅବସ୍ଥାରେ ଥିଲେ। ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବରଗଡ ଖେଦାପାଲି ସ୍ଥିତ ମୁଖ୍ୟ ଡାକ୍ତରଖାନାକୁ ଆଣିବା ସମୟରେ ସେହି ଅଜଣା ରୋଗୀଙ୍କ  ମୃତ୍ୟୁ ହୋଇଯାଇଥିଲା। ଖେଦାପାଲିରେ ଡାକ୍ତର ଭଟଲି ପୋଲିସକୁ ଯୋଗାଯୋଗ କରିବା ପରେ ଭଟଲି ପୋଲିସ ଆସି ତଦନ୍ତ କରିବା ସମୟରେ ମୃତ ବ୍ୟକ୍ତିଙ୍କ ପକେଟରୁ ଏକ ଆଧାର କାର୍ଡ ପାଇଥିଲେ। ଆଧାର କାର୍ଡ ର ଠିକଣା ଅନୁସାରେ ମୃତ ବ୍ୟକ୍ତିଙ୍କ ଘର କୁ ଏସ ଆଇ ଦୀପକ ସାହୁ ଯୋଗାଯୋଗ କରିଥଲେ।ମାତ୍ର ସେମାନେ ଆସିବାକୁ ଅସମର୍ଥ ଥିବାରୁ ସମାଜସେବୀ ସଂଘମିତ୍ରା ପଟେଲଙ୍କୁ ଶବଦାହ ପାଇଁ ଅନୁରୋଧ କରିଥିଲେ। ସଂଘମିତ୍ରା ପଟେଲ ଘଟଣା ସ୍ଥଳକୁ ଆସିବା ପରେ ଅଜଣା ମୃତ ବ୍ୟକ୍ତିଙ୍କ ଠିକଣା ଜାଣିବାରୁ ମୃତ ବ୍ୟକ୍ତିର ଶବ ଦାହ ସକାଶେ ଯାହା କାଗଜ ପତ୍ର ଦରକାର ପଡୁଥିଲା ତାହା ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହୋଇଥିଲେ ହେଁ ମିଳି ନଥିଲା। ଯାହା ଫଳରେ ସାଦା କାଗଜରେ ଲେଖା ଲେଖି କରିବାରୁ କିଛି ସମୟ ବିଳମ୍ବ ହୋଇଥିଲା। ସେହି ସମୟରେ ଶବଦାହ ଗାଡ଼ିର ଚାଳକ ମୃତ ବ୍ୟକ୍ତିଙ୍କୁ ନେବା ପାଇଁ ମନା କରିଥିଲେ ଓ ସମାଜସେବୀ ସଂଘମିତ୍ରା ଙ୍କୁ ଅସମ୍ମାନ କରି ପୋଲିସ ସହିତ ମଧ୍ୟ ଯୁକ୍ତି ବାଢିଥିଲେ ଓ ତାଚ୍ଛଲ୍ୟ କରି ସମାଜ ସେବୀ ମାନେ ଗୁହ ମୁତ ସଫା କରନ୍ତି ଏଇଟା ଗୁଟେ କଣ ସମାଜ ସେବା କି ବୋଲି ହସି ଉଡାଇଦେଇଥିଲେ ଯାହା ଫଳରେ ସମାଜ ସେବୀ ସଂଘମିତ୍ରାଙ୍କ ସହିତ ଥିବା ସହଯୋଗୀ ମାନଙ୍କୁ ବହୁତ ଖରାପ ଲାଗିଥିଲା ଓ କୁଠାରଘାତ ହୋଇଥିଲା। ସେହି ଚାଳକ ଜଣକ ସେଠାରୁ ଚାଲିଯିବା ପରେ ତିନି ଘଣ୍ଟା ପର୍ଯ୍ୟନ୍ତ ଆଉ ଆସିନଥିଲା। ତେଣୁ ସ୍ବେଛାସେବୀ ଓ ପୋଲିସକୁ ବହୁତ ହଇରାଣ ହେବାକୁ ପଡିଥିଲା। ଏହି ଘଟଣା କୁ ସମାଜସେବୀ ସଂଘମିତ୍ରା ଏ ଡି ଏମ ଓ, ଏବଂ ବରଗଡ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଙ୍କୁ ଜଣାଇଥିଲେ। ବିଧାୟକ ଶ୍ରୀ ଷଡ଼ଙ୍ଗୀ ଶବ ଦାହ ନିମନ୍ତେ ଆବଶ୍ୟକ କାଠ ପ୍ରଶାନ୍ତ ବେହେରାଙ୍କ ମାଧ୍ୟମରେ ଆବଶ୍ୟକ ପରିମାଣ ର କାଠ ଯୋଗାଇ ଦେଇଥିବାରୁ ତାଙ୍କ ପ୍ରତି ସଂଘମିତ୍ରା ପଟେଲ ଧନ୍ୟବାଦ ଜଣାଇଛନ୍ତି। ସ୍ଵେଛାସେବୀ ଙ୍କୁ ସହଯୋଗ କରିବା ପାଇଁ ୮୧  ବର୍ଷ ବୟସରେ ଶ୍ରୀ ମନ ମାଷ୍ଟ୍ରେ ପହଞ୍ଚିଥିଲେ ତାଙ୍କ ସହିତ ସ୍ୱସ୍ତିକ କୁମାର ଦାଶ, ଚନ୍ଦ୍ରଶେଖର ଗହୀର, ହୃଷିକେଶ ଛତର ଓ ନଦୀ ପଡାର ଅନେକ ପିଲାମାନେ ଆସି ଶବ ଦାହରେ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026

You Might Also Like