-+91-9937148622 |

prerana_bgr@rediffmail.com |

  Monday 27th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି    (27-Apr-2026)       ||      ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ    (27-Apr-2026)       ||      କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   (27-Apr-2026)       ||      ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   (27-Apr-2026)       ||      ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   (27-Apr-2026)       ||      “ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   (27-Apr-2026)       ||      ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   (27-Apr-2026)       ||      ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   (27-Apr-2026)       ||      ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   (26-Apr-2026)       ||      ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   (26-Apr-2026)       ||      ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ    (26-Apr-2026)       ||      ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   (26-Apr-2026)       ||      ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ର ୧୩ତମ ବାର୍ଷିକ ଉତ୍ସବ ସମାରୋହ ♦️ ସାମ୍ବାଦିକ ଙ୍କ ସୁରକ୍ଷା ସମ୍ମାନ ନିତାନ୍ତ ଜରୁରୀ    (26-Apr-2026)       ||      *ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ବିଶ୍ୱ ମେଳେରିଆ ଦିବସ ପାଳନ, ମେଲେରିଆ ମୁକ୍ତ ବ୍ଲକ ଗଠନ କରିବା ପାଇଁ ସଂକଳ୍ପ ନେଇଥିଲେ*   (26-Apr-2026)       ||      *ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ* *ଜନ ଆକ୍ରୋଶ ସମାବେଶ ରେ ଯୋଗ ଦେଲେ ହଜାର ହଜାର ମହିଳା*   (26-Apr-2026)       ||      କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ    (26-Apr-2026)       ||      ଜନ ଆକ୍ରୋଶ ମହିଳା ସମାବେଶ    (26-Apr-2026)       ||      *ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ନିଲମ୍ବିତ*   (26-Apr-2026)       ||      ନୂଆଁବନ୍ଧରେ ବାଇପାସ୍ ଡ୍ରେନେଜ୍ କାମ ବନ୍ଦ ଦାବୀ *ସହରରେ ନୂତନ ସ୍ୱରେଜ ବ୍ୟବସ୍ଥା ଦାବୀ*   (26-Apr-2026)       ||      ସାହସପୁର ପଞ୍ଚାୟତ ରେ ଜଳଛତ୍ର ବଣ୍ଟନ   (26-Apr-2026)       ||     

HOME   ରାଜ୍ୟ

ବରଗଡ଼ ବନଖଣ୍ଡ ଦ୍ୱାରା "ମାଁ ପାଇଁ ଗଛଟିଏ " କାର୍ଯ୍ୟକ୍ରମ ଅନୁଷ୍ଠିତ

17-Aug-2024



ବରଗଡ଼(ନିରଞ୍ଜନ ତ୍ରିପାଠୀ)-ପର୍ଯ୍ୟାବରଣରୁ ସୁସ୍ଥ ରଖିବାକୁ ହେଲେ ବୃକ୍ଷରୋପଣ କରିବା ନିହାତି ଆବଶ୍ୟକ। ଏହାକୁ ଉପଲବ୍ଧି କରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ୭୮ ତମ ସ୍ବାଧିନତା ଦିବସ ପାଳନ ଅବସରରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ବରଗଡ଼ ବନଖଣ୍ଡ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ବରଗଡ଼ ମୁଖ୍ୟ ଚିକିତ୍ସାଧିକାରୀ ଡଃ ନିରୁପମା ଷଡ଼ଙ୍ଗୀ, ବରଗଡ଼ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଳ୍ଳାଦ ଖୋସ୍ଲା ତଥା ବରଗଡ଼ ବନଖଣ୍ଡ ଅଧିକାରୀ ବିକ୍ରମ ଦେବ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣର ଆବଶ୍ୟକତାକୁ ସମସ୍ତେ ଉପଲବଧି କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ  " ମାଁ ପାଇଁ ଗଛଟିଏ " କାର୍ଯ୍ୟକ୍ରମରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଚାନକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ତଥା ଅନଗୁଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି   27-Apr-2026
  ଜିଲ୍ଲା  
ସଂଗୀତ ମହାବିଦ୍ୟାଳୟ ପଞ୍ଚମ ର ମାସାନ୍ତ ରବିବାସରୀୟ ସଂଗୀତ ସାନ୍ଧ୍ୟ   27-Apr-2026
  ଜିଲ୍ଲା  
କଟକ: ଗୋମାତାଙ୍କୁ ରାଷ୍ଟ୍ର-ମାତା ଘୋଷଣା ଦାବି   27-Apr-2026
  ଜିଲ୍ଲା  
ଓଡିଶା ଭିଜିଲାନ୍ସର ବନ ବିଭାଗ କଟକର ୪୨ ମୌଜା ଥାନା ଅଧୀନରେ ବେଆଇନ କରତକଳ ଉପରେ ଚଢାଉ କରିଛି   27-Apr-2026
  ଜିଲ୍ଲା  
ପାଳଲହଡ଼ା ବନାଞ୍ଚଳ ପକ୍ଷରୁ ବନ ସୁରକ୍ଷା ସମିତି ଓ ଗ୍ରାମ ବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପଦ୍ରବ ନିରୋଧ ଉପକରଣ ବଣ୍ଟନ   27-Apr-2026
  ଜିଲ୍ଲା  
“ମାଟି ଏକ, ମଣିଷ ଏକ… କିନ୍ତୁ ପରିଚୟ କାହିଁକି ଭିନ୍ନ? ପହରିଆଙ୍କ ଅସ୍ତିତ୍ୱ ଆଜି ନୀରବ କ୍ରନ୍ଦନରେ ଡୁବିଯାଇଛି”   27-Apr-2026
  ଜିଲ୍ଲା  
ବରୀରେ “ଗୋ ସମ୍ମାନ ଆହ୍ୱାନ” ଅଭିଯାନରେ ସାମୂହିକ ନିବେଦନ ପତ୍ର ପ୍ରଦାନ।   27-Apr-2026
  ଜିଲ୍ଲା  
ଓସିଏ ରାଜ୍ୟ ପାନେଲ୍‌ରେ ଅମ୍ପାୟାର ପାଇଁ ଚୟନ ହେଲେ ବିଶ୍ବଜିତ   27-Apr-2026
  ଜିଲ୍ଲା  
ଉତ୍କଳ ନବରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ   26-Apr-2026
  ଜିଲ୍ଲା  
ବରୀ କନ୍ତକାର ସେତୁ: ବାଡ଼ା ନିର୍ମାଣ ନକରି ପଥଚାରୀଙ୍କୁ ବିପଦ ମୁହଁକୁ ଠେଲୁଛି ପୂର୍ତ୍ତ ବିଭାଗ   26-Apr-2026
  ଜିଲ୍ଲା  
ସାଂସ୍କୃତିକ ଅନୁଷ୍ଠାନ କଳାଶ୍ରୀ ଆର୍ଟ ଏକାଡେମୀ  ଆନୁକୂଲ୍ୟରେ ଉନବିଂଶ ସର୍ବଭାରତୀୟ ଯୋଗିନୀ  ମହୋତ୍ସବ   26-Apr-2026
  ଜିଲ୍ଲା  
ନାଇକେନସିରାରେ ପିଇବା ପାଣି ଘୋର ଅଭାବ, ନରସିଂହଙ୍କୁ ପାଣି ପାଇଁ ଜ୍ଞହାରୀ କଲେ ଲୋକେ   26-Apr-2026

You Might Also Like