-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଠାରେ ନବ ନିର୍ମିତ ଫାଣ୍ଡି ଗୃହ ରବିବାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଭାବରେ ମ ରାମପୁର ଥାନା ସବ ଇନିସ୍ପେକ୍ଟର ସିରାଜ କୁମାର ପାଢୀ, କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ଥବୀର ବରୀହା ,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଦୀନବନ୍ଧୁ ସାହୁ,ବିରଞ୍ଚି ରଣା, ଘନଶ୍ୟାମ ସାହୁ,ଭୁବନ ବିହାରୀ ସିଂ,ରଶ୍ମୀ କାନ୍ତ ସାହୁ,ଦଶରଥ ସାହୁ, ଟିକେଧର ରଣା, ସ. ମାଲପଡା ବରୁଣ ଛତ୍ରୀଆ ,ରିଂଜା ସମିତି ସଭ୍ୟ ଆନନ୍ଦ ନାଗ,ରାମ ଗୋପାଳ ସାହୁ,ତ୍ରିଗତ ସାହୁ,ଓକିଲ ପ୍ରଧାନ, ଜଳନ୍ଧର ଭୋଇ,ଟିକେଧର ରଣା, ନରେନ୍ଦ୍ର ଶବର, ପୂର୍ଣ୍ଣ ଚନ୍ଦ୍ର ରାଉତ ଙ୍କ ସମେତ ଅଞ୍ଚଳ ର ବୁଦ୍ଧିଜୀବୀ ତଥା ରିଷିଡା,ମ ରାମପୁର ଓ କର୍ଲାମୁଣ୍ଡା ରୁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।