-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
11-Aug-2024
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ଅଧିନସ୍ଥ ଲୋଇସିଂହା ପଂଚାୟତ ଓ ବୁର୍ଡl ପଂଚାୟତ ପରିସରରେ ଜିଲ୍ଲା ପ୍ରଶାସନ ଙ୍କ ନିର୍ଦେଶକ୍ରମେ ତଥା ଯୋଗାଣ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ ଙ୍କ ତତ୍ୱାବଧାନ ରେ ବଜାର ଠାରୁ କିଛି କମ ମୂଲ୍ୟରେ ଆଳୁବିକ୍ରି କରାଯିବାର ଦେଖିବାକୁ ମିଳିଥିଲା l ଅନେକ ଲୋକ ଆଳୁ କିଣିବା ପାଇଁ ପଂଚାୟତ କୁ ଆସିଥିଲେ l ଆଳୁବିକ୍ରି କାର୍ଯ୍ୟକ୍ରମ ସମୟରେ ଜିପିଓ କିଶୋରଚନ୍ଦ୍ର ମାନସିଂହ, ପିଇଓ ପ୍ରେମାନନ୍ଦ ମହାଲିଙ୍ଗ, ସରପଞ୍ଚ ନବକିଶୋର ନାଏକ, ଯୋଗାଣ ସହାୟକ ମାଧବ ଭୋଇ ସହ ଅନ୍ୟାନ୍ୟ ମାନେ ବିକ୍ରି କାର୍ଯ୍ୟକ୍ରମ ରେ ସାମିଲ ଥିଲେ l