-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର) ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ର ଖୁଡିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗଣ ଶିକ୍ଷା ବିଭାଗ ର ନିର୍ଦେଶନାରେ ଏକବୈଠକ ଅନୁଷ୍ଠିତ ହୋଇଥିଲା ।
ପ୍ରଧାନଶିକ୍ଷକ ମୋହନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ,ଅଭିଭାବକ ଓ ଶିକ୍ଷକ ଯୋଗଦାନ କରିଥିଲେ।ବୈଠକରେ ଆଭିମୁଖ୍ୟ ପିଲା ମାନଙ୍କ ପାଠପଢ଼ା ପାଇଁ ଅଭିଭାବକ କୁ ଅବଗତ ,ସୁରଭି, ବିଦ୍ୟାଳୟ ସ୍ୱଚ୍ଛତା ବିଷୟ ରେ ଆଲୋଚନା ହୋଇଥିଲା।ଜାତୀୟ କୃମି ନାଶକ ଦିବସରେ ପିଲା ମାନକୁ ସଚେତନତା ସହ ଉପକାରିତା ବାବଦରେ ଆଲୋଚନା କରିଥିଲେ ।ସହକାରୀ ଶିକ୍ଷକ ନରହରି ହରିଜନ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ଙ୍କ କାମକୁ ବୁଦ୍ଧିଜୀବି ଓ ଗ୍ରାମ ବାସୀ ତରଫରୁ ପ୍ରଶଂସା କରିଥିଲେ