-+91-9937148622 |

prerana_bgr@rediffmail.com |

  Tuesday 28th July 2026 |

| | | |

R.N.I. Regd No. ODIODI/2010/46693

Breaking News

ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||     

HOME   ଜିଲ୍ଲା

ଆଞ୍ଚଳିକ ସମସ୍ୟା ସୁଧୁରିବ କେବେ ? ଲୋକଙ୍କୁ ଉପେକ୍ଷିତ କରାଯାଉଛି କାହିଁକି ? ଲୋକଙ୍କୁ ଆଉ କେତେ ଦିନ ଭୂଆଁ ବୁଲାଇବେ ?

30-Jul-2024



ବରଗଡ଼(ପବିତ୍ର ମେହେର): ବରଗଡ ଜିଲ୍ଲା ଅତାବିରା ବ୍ଲକ ଅମଲିପାଲି ଗ୍ରାମ ପଂଚାୟତ ଅଧୀନରେ ଥିବା ଗୁତିପାଲି ତଥା କୁକେତିରା ଗ୍ରାମ ବାଲିଯାତ୍ରା ପାଇଁ ପ୍ରସିଦ୍ଧି ଲାଭ କରିଛି। ବ୍ଲକ୍ ପ୍ରଶାସନ ଙ୍କ ନିର୍ଦେଶ ରେ କେବଳ କାଗଜ, କଲମ ରେ ପରିପୂର୍ଣ ଅମଲିପାଲି ପଂଚାୟତର ସବୁଯାକ ଜନ ମଙ୍ଗଳକାରୀ ଯୋଜନା? ସରକାର ଙ୍କ କେଉଁ ଯୋଜନାରେ କାମ ହେଇଛି ଓ କେତେ ସହାୟତା ରାଶି ମିଳିଛି ଆଉ କାହା ସ୍ୱାର୍ଥ ପାଇଁ ସରକାରୀ ଯୋଜନା ସବୁ ? ଅନ୍ଧାର ରେ ରହିଛନ୍ତି ଅଞ୍ଚଳ ବାସୀ?  ଗ୍ରାମବାସୀ ଙ୍କ କହିବା ଅନୁସାରେ କାମ ହୋଇଛି ସତ, ହେଲେ କିଏ ଦେଲା ଓ କେତେ ଟଙ୍କା ର ଯୋଜନା? ଏ ସମ୍ପର୍କୀତ ଖବର ଜଣାନାହିଁ।ସ୍ଥାନୀୟ ଜନ ପ୍ରତିନିଧି କହନ୍ତି ସବୁ କାର୍ଯ୍ୟ ବ୍ଲକ ପ୍ରଶାସନ ତରଫରୁ ହେଉଛି ହେଲେ ଅତାବିରା ବ୍ଲକ ର କନିଷ୍ଠ ଯନ୍ତ୍ରୀ ତରୁଣ ବରିହା ତାଙ୍କ ସମୟ ରେ ସବୁ କାର୍ଯ୍ୟ ହୋଇଛି ବୋଲି ଦାବୀ କରନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଯୋଜନା ର ଅପବ୍ୟବହାର ହେଉଛି କିପରି? ଆଗାମୀ ଦିନରେ ସବୁ ଠିକ ହେବ ବୋଲି ଦୃଢତାର ସହ କହନ୍ତି କନିଷ୍ଠ ଯନ୍ତ୍ରୀ।ତେବେ ଦେଖାଯାଉ କେବେ ହେବ ସମସ୍ୟାର ସ୍ଥାୟୀ ସମାଧାନl 'ସରକାର କା ମାଳ ଦରିଆ ମେଁ ଡାଳ 'କାର୍ଯ୍ୟକଳାପ ଚାଲିବ ଆଉ କେତେ ଦିନ ? ଗୁତିପାଲି ପ୍ରାଥମିକ ଶିକ୍ଷା କେନ୍ଦ୍ର - 'ଚାରୀ ଦୁଆର ମେଳା ଗେଟ ରେ ପଡିଛି ତାଲା ' ଯେଉଁଠାରେ କି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଥିବାବେଳେ ତିନୋଟି ଶ୍ରେଣୀ କୋଠରୀ, ଛାତ୍ର ଛାତ୍ରୀ  ସଂଖ୍ୟା ୩୭ ଓ ଦୁଇ ଜଣ ଶିକ୍ଷକ କୁ ନେଇ ଚାଲିଛି ପାଠପଢ଼ା? ରୋଷଇ ଘର କଥା ନ କହିବା ଭଳ! ତେବେ ଅନେକ ସମସ୍ୟା ଉପରେ ଜର୍ଜରିତ ଅମଲିପାଲି ଗ୍ରାମ ପଂଚାୟତକୁ ବିକାଶ କେବେ ଛୁଇଁବ? ଏ ଖବର ଉପରେ ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଲି ନ ଥିଲା, ତେବେ ଦେଖାଯାଉ ଖବର ଟି ପ୍ରସାରଣ ହେଲା ପରେ ତ୍ରି ସ୍ତରୀୟ ପଂଚାୟତୀ ରାଜର ଭୂମିକା କଣ ରହିବ ଓ କେବେ ସ୍ଥାନୀୟ ଜନପ୍ରତିନିଧି ଏ ଦିଗରେ କି କି ପଦକ୍ଷେପ ନେଉଛନ୍ତି ଚାହିଁ ରହିଛନ୍ତି ଅଞ୍ଚଳ ବାସୀ l


News Comment




Photo in News

Advertisment
Lastest News
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026
  ଜିଲ୍ଲା  
ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   27-Jul-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   27-Jul-2026
  ଜିଲ୍ଲା  
ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   27-Jul-2026
  ଜିଲ୍ଲା  
*ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   27-Jul-2026
  ଜିଲ୍ଲା  
ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   27-Jul-2026
  ଜିଲ୍ଲା  
ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   26-Jul-2026
  ଜିଲ୍ଲା  
ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ   26-Jul-2026

You Might Also Like