-+91-9937148622 |

prerana_bgr@rediffmail.com |

  Saturday 2nd May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   (01-May-2026)       ||      କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   (01-May-2026)       ||      ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି    (01-May-2026)       ||      ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ    (01-May-2026)       ||      ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ    (01-May-2026)       ||      ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ    (01-May-2026)       ||      ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   (01-May-2026)       ||      *ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   (01-May-2026)       ||      ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   (01-May-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   (01-May-2026)       ||      କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   (01-May-2026)       ||      ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    (01-May-2026)       ||      ଲ୍ୟାପଟପ୍ ଧରି ଗାଁ କୁ ଯାଅ - ବିଡ଼ିଓ ସିନାପାଲି   (30-Apr-2026)       ||      ଜଳଛତ୍ର ଓ ବିଶ୍ରାମାଗାର ପାଇଁ ବିଡ଼ିଓଙ୍କୁ ଦାବିପତ୍ର   (30-Apr-2026)       ||      ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ   (30-Apr-2026)       ||      ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା: ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ   (30-Apr-2026)       ||      ଟଙ୍କା ପାଇବାକୁ ବ୍ୟାଙ୍କକୁ କଙ୍କାଳ ପ୍ରମାଣ ଧରି ଯିବା ଘଟଣାରେ ଆରଡିସି ତଦନ୍ତ ପରେ ପ୍ରାଥମିକ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୁଲ ରହିଥିବା ଗଣମାଧ୍ୟମକୁ କହିଛନ୍ତି   (30-Apr-2026)       ||      ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆଜି ଶାସକ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ   (30-Apr-2026)       ||      ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ   (30-Apr-2026)       ||      କଣ୍ଟାମାଳ ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା    (30-Apr-2026)       ||     

HOME   ରାଜ୍ୟ

ତହଁକ୍ କୁଟୁମ୍ ର ଗୁଗୁଲ୍ ମିଟ୍ ରେ ହାସ୍ୟ ବ୍ୟଙ୍ଗ କବିତା ଆସର୍

23-Jul-2024



ବଲାଙ୍ଗିର(ଚିତ୍ରସେନ ବେହେରା ): ଲୋକ୍ ଯେତକି ଯେତକି ପଏସା କମେଇ ଚାଲିଛନ୍ ସେତକି ସେତକି ଟେନସନ୍ ବି ବଢି ଚାଲିଛେ। ସଭେ ସବୁବେଳେ ଭିଡେ ଭାଡେ ରହିକରି ନିଜର୍ ମୁହୁଁ ନୁ ହଁସି ହଜେଇ ବସୁଛନ୍। ହେତିର୍ ଲାଗି ମୁନୁସ୍ ଦିହେଁ ଧନି ନୁ ଗରିବ୍ ସବକର୍ ଠାନେ ଦେଖବାକେ ମିଲୁଛେ ରୋଗ୍ ବେମାର୍ । ଆର୍ ଇତାର୍ ଉସୋ ହେଉଛେ ହଁସି ଏକା। ଏନତା ଗୁଟେ ଭାବନା କେ ନେଇକରି କୋଶଲାଞ୍ଚଲ ର ଆଗ୍ ଧାଡିର୍ କୋଶଲି ସାହିତ୍ୟ ଅନୁଷ୍ଠାନ ତହଁକ୍ କୁଟୁମ୍ ତରଫୁ ଗୁଗୁଲ୍ ମିଟ୍ ଜରିଆରେ ଗୁଟେ ହାସ୍ୟ ବ୍ୟଙ୍ଗ କବିତା ଆସର୍ ଉଜୁଗ୍ ହେଇଯେଇଛେ ।
ବ୍ୟଙ୍ଗ କବି ନେପାଲ ବାଗ୍ କର୍ ସଭାପତିତ୍ବରେ ମୁଖିଆ କୁନୁଆଁ ହିସାବେ ହାସ୍ୟ ସମ୍ରାଟ୍ କବି ସଚି ପଣ୍ଡା ଯୋଗ୍ ଦେଇ ତହଁକ୍ କୁଟୁମ୍ ସବୁବେଳେ ଭିନେ ସାହିତ୍ୟ କାର୍ଯ୍ୟକ୍ରମ କରି ଜୁଆନ୍ ଠାନୁ ସିଆନ୍ କବିକର୍ ମନ୍ ଘିନବାର୍ ଥି ମାହିର୍ ହେଇଛେ । ତାର୍ ସବୁବେଳେ ସାହିତ୍ୟ ଆସର୍ କେ ନେଇକରି ସାରା ପଶ୍ଚିମ ଓଡିଶାର୍ କବି ମାନକୁ ଏକଠନିଆ କରିପାରୁଛେ ବଲି ନିଜର୍ ବକ୍ତବ୍ୟ ରେ କହିଥିଲେ। ବ୍ୟଙ୍ଗ ରାଜ୍ ମୁନିରାମ କୁମ୍ଭାର ତିନ୍ ଟା ବ୍ୟଙ୍ଗ କବିତା କହିକରି ସବକୁ କୁତକୁତେଇ ଥିଲେ। ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା ଏତେ ତୁଡେ ଆମର୍ ଭାସା ଥି ହାସ୍ୟ ବ୍ୟଙ୍ଗ କବି ବାହାରିଲେନ ଇ ସବୁ ଦେଖିକରି ବଡା ଗହକି ଲାଗୁଛେ ଆଗକେ ଇ ଧାରା ତହଁକ୍ କୁଟୁମ୍ ଜାରି ରଖବା ବୋଲି କହିଥିଲେ।
କବି ରୁକ୍ମଣ ବିଶ୍ବାଲ ସ୍ୱାଗତ୍ ଭାଷନ୍ ଦେଇଥିବାର ବେଲକେ କାର୍ଯ୍ୟକ୍ରମ କେ  କବି ଦିଲିପ କୁମାର ମିଶ୍ର ପରିଚାଳନା କରିଥିଲେ।
ଇ ମିଟ୍ ରେ ୩୭ ଝନ୍ କବି ଯୋଗ୍ ଦେଇଥିଲେ।
ସଚ୍ଚିଦାନନ୍ଦ ପଣ୍ଡା, ମୁନିରାମ କୁମ୍ଭାର ନିରୁପମା ମିଶ୍ର, ନେପାଲ ବାଗ୍, ଜ୍ୟୋତିରାଣୀ ମିଶ୍ର , ସୁଜାତା ନାଏକ, ସୁଦାମ ପୁଟେଲ, କବିତା ମିଶ୍ର, ସହଦେବ ମେହେର, ମିଲନ୍ ପଣ୍ଡା, ତୃପ୍ତିମୟୀ ତ୍ରିପାଠୀ, ରାଜୀବ ପ୍ରସାଦ ଭୋଇ, ଜଗଜୀବନ ଦଣ୍ଡସେନା, ପ୍ରସନ୍ନ ପ୍ରୟାସ ଭୁଏ, ଆଶୁତୋଷ ଠାକୁର, ସରସ୍ଵତୀ ମିଶ୍ର, ବାସନ୍ତୀ ମଞ୍ଜରୀ ହନୁମାନ, ଆଲ୍ଲାଦିନି ପାଣିଗ୍ରାହୀ ଦାସ, ପରକ୍ଷିତ ପାଣ୍ଡେ, ଭକ୍ତବନ୍ଧୁ ସାହୁ କବିତା ପଢିକରି ହଁସେଇ କୁତକୁତେଇ ଥିଲେ। ଶେଷକେ କବୟିତ୍ରୀ ସୁଦେଷ୍ନା ମିଶ୍ର ଧନ୍ୟବାଦ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଆର୍ନ୍ତଜାତିକ ଶ୍ରମିକ ଦିବସ”ପାଳନ   01-May-2026
  ଜିଲ୍ଲା  
ଶ୍ରମିକ ଚାଲାଣକୁ ରୋକିବା ପାଇଁ ଜନ ସଚେତନତା, ବାଲାଙ୍ଗୀର ପୋଲିସ ପକ୍ଷରୁ ସହରରେ ବାଇକ୍ ରେଲି   01-May-2026
  ଜିଲ୍ଲା  
ବଲାଙ୍ଗିର ଭୀମଭୋଇ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ରେକ୍ଷାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ   01-May-2026
  ଜିଲ୍ଲା  
ସୁବର୍ଣ୍ଣପୁର ରୁ ରାଜଧାନୀ ଯାଏ ଲମ୍ବିଛି ଠକ ସରୋଜ କୁମ୍ଭାରର ଜାଲ   01-May-2026
  ଜିଲ୍ଲା  
ସୁପ୍ରିୟା ମାର୍ଗ ର ୨୫ତମ ରୌପ୍ୟ ଜୟନ୍ତୀ ରଥଯାତ୍ରା ପ୍ରସ୍ତୁତି ବୈଠକ   01-May-2026
  ଜିଲ୍ଲା  
ଜେଏସ୍ ଏମ୍ କଲେଜ ପକ୍ଷରୁ ଭଗବାନ ବୁଦ୍ଧ ଜୟନ୍ତୀ ପାଳିତ   01-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ*- *ଶ୍ରମିକ କଲ୍ୟାଣ ପାଣ୍ଠି ରୁ ୩ କୋଟି ୬୦ ଲକ୍ଷ ୭୬ ହଜାର ସହାୟତା - ପ୍ରଦାନ*-   01-May-2026
  ଜିଲ୍ଲା  
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ସାହିତ୍ୟ ଅକାଦେମିର ଆଲୋଚନାଚକ୍ର- ଓଡ଼ିଆ ନାରୀ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧୀବାଦ   01-May-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା କମିଟି ସଂସ୍କୃତି ମନ୍ତ୍ରୀ ସୂର୍ଜ ବଂଶୀ ସୁରଜଙ୍କୁ ଭେଟି ନିମନ୍ତ୍ରଣ ସହ ଆଲୋଚନା କଲେ   01-May-2026
  ଜିଲ୍ଲା  
କଟକ କଲେକ୍ଟରେଟ କର୍ମଚାରୀ ଷ୍ଟାଫ୍ କମିଟିର ନିର୍ବାଚନ   01-May-2026
  ଜିଲ୍ଲା  
ଗନ୍ଧମାର୍ଦ୍ଧନ ପାହାଡ଼ରେ ହୁତୁହୁତୁ ହୋଇ ଜଳୁଛି ନିଆଁ, ଅନ୍ୟପଟେ ହରିଶଙ୍କରରେ ଜମୁଛି ବୈଶାଖୀ ମେଳା    01-May-2026

You Might Also Like