-+91-9937148622 |

prerana_bgr@rediffmail.com |

  Sunday 10th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||      *ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୬ ରେ ୫୭୯୬ ଗୋଟି ମାମଲା ସମାଧାନ,*   (10-May-2026)       ||     

HOME   ବିଶେଷ

ନୂଆ ଟ୍ବିଷ୍ଟ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସକୁ ବଦନାମ କରିବା ଲାଗି ଖୋଲା ଯାଇଥିଲା ୮୦ ହଜାର ସୋସାଲ ମିଡ଼ିଆ ଆକାଉଣ୍ଟ

06-Oct-2020



 

 *ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଯାହା ମାମଲାରେ ନୂଆ ଟ୍ବିଷ୍ଟ ଆଣୁଛି। ତେବେ ତାଙ୍କ ମୃତ୍ୟୁ ଦିନରୁ ଅର୍ଥାତ ଜୁନ୍ ୧୪ରୁ ପ୍ରାୟ ୮୦ ହଜାର ଫେକ୍ ସୋସାଲ ମିଡ଼ିଆ ଆକାଉଣ୍ଟ ତାଙ୍କ ନାଁରେ ତିଆରି କରାଯାଇଛି। ଯାହାର ଉଦ୍ଦେଶ୍ୟ ମୁମ୍ବାଇ ପୋଲିସକୁ ବଦନାମ କରିବା। ମୁମ୍ବାଇ ପୋଲିସକୁ ଖରାପ କରିବା ନେଇ ଏଭଳି ଷଡଯନ୍ତ୍ର ରଚାଯାଇଛି। ଏବେ ମୁମ୍ବାଇ ପୋଲିସର ସାଇବର ୟୁନିଟ୍ ଏହି ତମାମ ନକଲି ସାମାଜିକ ଗଣମାଧ୍ୟମ ପ୍ରୋଫାଇଲର ତାଲିକା ପ୍ରସ୍ତୁତି ଆରମ୍ଭ କରିଛି।*

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥିରୁ ଏକାଧିକ ଆାକଉଣ୍ଟ ଭାରତରୁ ନୁହେଁ, ଇଟାଲୀ, ଫ୍ରାନ୍ସ, ଇଣ୍ଡେନେସିଆ ଭଳି ଦେଶରୁ ଅପରେଟ୍ କରାଯାଉଛି। କିଛି ଆକାଉଣ୍ଟ ଏମିତି ଅଛି ଯାହା ୨୦୨୦ ବା ତା ପାଖାପାଖି ତିଆରି ହୋଇଛି। ମାତ୍ର ଏବେ ତାହାକୁ ଆକ୍ଟିଭ କରାଯାଇଛି। ଏହି ସବୁ ଆକାଉଣ୍ଟ ମାଧ୍ୟମରେ #justiceforsushant ବା #SSR ଟ୍ରେଣ୍ଡ କରୁଛି।*

⚡  *ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ କହିଛନ୍ତି ସୋସାଲ ମିଡିଆ ଜରିଆରେ ପୋଲିସ ବିରୋଧରେ ପ୍ରୋପାଗଣ୍ଡା କରାଯାଇଛି। ଏବେ ଆଇଟି ଆକ୍ଟ ଅଧିନରେ ସାଇବର ସେଲ ଏହି ଫେକ ଆକାଉଣ୍ଟର ପୂରା ତଦନ୍ତ କରିବ।*

⚡  *ସୋସାଲ ମିଡିଆ ମିମ୍ସର ବିଜନେସ ମାର୍କେଟ କୋଟି କୋଟି ଟଙ୍କାରେ ପହଞ୍ଚିଛି। ଦିନ ରାତି କମ୍ପାନି କେବଳ ମିମ୍ ଉପରେ ହିଁ କାମ କରୁଛି। ଏପରିକି ଗୋଟିଏ ମିମରୁ ଲକ୍ଷ ଲକ୍ଷ ଟଙ୍କା ମିଳିପାରେ। ସେଥିରେ ସତ କି ମିଛ କିଛି ଫରକ ନ ଥାଏ। ଟ୍ବିଟର, ଫେସବୁକ, ୟୁଟ୍ୟୁବରେ ଯେଉଁ କଣ୍ଟେଣ୍ଟ ବା ଫେକ୍ ନ୍ୟୁଜକୁ ପୋଷ୍ଟ କରାଯାଏ ପୂର୍ବରୁ ତାକୁ ଚେକ୍ କରିବାର କିଛି ତରିକା ନାହିଁ। ସାମାଜିକ ଗଣମାଧ୍ୟମ ସାଇଟ୍ରେ ୭୦ ପ୍ରତିଶତ ଖବର କେବଳ ମିଛ। ଯାହାକୁ ତଦନ୍ତ କରିବାର କିଛି ତରିକା ନାହିଁ।*


News Comment




Photo in News

Advertisment
Lastest News
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026
  ରାଜ୍ୟ  
ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ   10-May-2026

You Might Also Like