-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
ବୌଦ୍ଧ /ହରଭଙ୍ଗା(ଦେବବ୍ରତ ଦାଶଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଦହ୍ୟା ଚଉଁରିଆପଦର ଗ୍ରାମରେ ଅଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ୬୦ବର୍ଷର ଅଇଁଠୁ କର୍ଣ୍ଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ ଆଜି ସକାଳେ ନିଜ
ଚଉଁରିଆପଦର ବାସଭବନରେ କାର୍ଯ୍ୟ କରୁଥିବା ବେଳେ ଅସାବଧାନତା ବଶତଃ ଆର୍ଥିଗଂ ତାର ସଂସ୍ପର୍ଶରେ ଆସିଯାଇ ଥିଲେ । ଯାହା ଫଳରେ ତାଙ୍କୁ ଶକ୍ତ ଝଟକା ଲାଗିଥିଲା ଓ ସେ ଛିଟିକି ପଡିଯାଇଥିଲେ । ସାଥିରେ କାର୍ଯ୍ୟକରୁଥିବା ପରିବାର ଲୋକେ ଉଦ୍ଧାରକରି ବାଉଁଶୁଣୀ ମେଡିକାଲରେ ଭର୍ତି କରି ଥିଲେ । ସେଠାରେ ଡାକ୍ତର ଅଇଁଠୁ କର୍ଣ୍ଣଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।