-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2024
ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ରାଜ୍ୟରେ ଖୁବଶିଘ୍ର ଖୋଲିବ ଆଉ ୩ଟି ମେଡିକାଲ କଲେଜ୍ । ରାଜ୍ୟରେ ଏବେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ରାଜ୍ୟରେ ମେଡିକାଲ୍ କଲେଜ୍ ହେବା ନେଇ କଟକରେ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଯାଜପୁର, କନ୍ଧମାଳ ଓ ତାଳଚେର ଠାରେ ମେଡିକାଲ କଲେଜ୍ କାର୍ଯ୍ୟକ୍ଷମ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗା କହିଛନ୍ତି। ଯାଜପୁରରେ୫୦ ସିଟ୍ ବିଶିଷ୍ଟ ମେଡିକାଲ୍ କଲେଜ ପାଇଁ ମେଡିକାଲ କାଉନସିଲରୁ ଅନୁମତି ମିଳି ସାରିଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। କନ୍ଧମାଳ ଓ ତାଳଚେର ନିମନ୍ତେ ଖୁବଶିଘ୍ର ଆବେଦନ କରାଯିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ରାଜ୍ୟରେ ଏବେ ୧୧ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ରାଜ୍ୟରେ ମେଡିକାଲ୍ କଲେଜ୍ ହେବା ନେଇ କଟକରେ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।