-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ନିଜସ୍ୱ ପ୍ରୟାସ ରେ ସମ୍ବଲପୁରୀ ସାଧକ ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ ପ୍ରଥମ ପ୍ରତିମୂର୍ତ୍ତୀ ଉନ୍ମୋଚନ ଖୁବ ଶୀଘ୍ର

17-Jul-2024



ସମ୍ବଲପୁର:(ସଂଜୀବପାଣିଗ୍ରାହୀ) - ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ର ମୁଲିହାର ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ ଜନ୍ମଦିନ ଅଗଷ୍ଟ ୧ ସମ୍ବଲପୁରୀ ଦିନ କୁ ଆଉ ବାକି ରହିଲା କିଛି ଦିନ । ଦେଶ ବିଦେଶ ରେ ସମ୍ବଲପୁରୀଆ ଓ ସମ୍ବଲପୁରୀ ପ୍ରେମୀ ମାନେ ବହୁତ ଧୂମଧାମ ରେ ପାଳନ କରୁଛନ୍ତି ଏହି ସମ୍ବଲପୁରୀ ଅସ୍ମିତା ର ଦିନଟିକୁ । ସମ୍ବଲପୁରୀ ଦିନ ର ଉଦ୍ୟୋକ୍ତା ପଶ୍ଚିମାଞ୍ଚଲ ଏକତା ମଞ୍ଚ ସମେତ ଅନେକ ଅନୁଷ୍ଠାନ ନିଆରା ଢଙ୍ଗ ରେ ପାଳନ କରୁଛନ୍ତି ଏହି ସମ୍ବଲପୁରୀ ବିଶେଷ ଦିନଟିକୁ । ବିଗତ ୧୨ ବର୍ଷ ଧରି ପାଳନ ହୋଇ ଆସୁଥୁବା ଏହି ସମ୍ବଲପୁରୀ ଦିନ ଟି ର ଦିନକୁ ଦିନ ବଢ଼ିବାରେ ଲାଗିଛି ଆଦୃତା ଓ ଲୋକପ୍ରିୟତା । ସମ୍ବଲପୁରୀ ଭାଷା ସାହିତ୍ୟ ପ୍ରତି ନିଜର ଜୀବନ କୁ ଉତ୍ସର୍ଗୀକୃତ କରିଥିବା ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ ସ୍ମୁତିର ସୁରକ୍ଷା ପାଇଁ ସମ୍ବଲପୁରରେ କୈାଣସି ସ୍ଥାୟୀ ବ୍ୟବସ୍ଥା ହୋଇପାରିନାହି। ଏହାସହ ସମ୍ବଲପୁରରେ ଗୁରୁଙ୍କର ପ୍ରତିମୂର୍ତ୍ତୀ ଟିଏ ମଧ୍ଯ ସ୍ଥାପନ  ପାରିନାହିଁ । 
     ଏଣୁ ଗତ ୨୦୧୮ ରୁ ପଶ୍ଚିମାଞ୍ଚଲ ଏକତା ମଞ୍ଚ ନିଷ୍ପତ୍ତି ନେଇଥିଲା ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ ଏକ ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ । ବିଗତ ୧୨ ବର୍ଷ ହେଲା ସମ୍ବଲପୁର ଜେଲ ଛକ ନିକଟ ରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଳନ ହୋଇ ଆସୁଛି । ତେଣୁ ଜେଲ ନିକଟରେ ରହିଥିବ ଗୁରୁ ସତ୍ଯ ନାରାୟଣ ସମ୍ବଲପୁରୀ ଉଦ୍ୟାନ ରେ ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ  ପ୍ରତିମୂର୍ତ୍ତୀ ସ୍ଥାପନ କରିବା ପାଇଁ ମଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସେଇ ସମୟ ରୁ ବିଭିନ୍ନ ଲୋକଙ୍କୁ ଭେଟି ପ୍ରତିମୂର୍ତ୍ତୀ ପାଇଁ ସହଯୋଗ ଭିକ୍ଷା କରିଥିଲେ ମଞ୍ଚ ର କାର୍ଯ୍ୟକର୍ତ୍ତାବୃନ୍ଦ ।  ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ କିଛି ପୂର୍ବତନ ଛାତ୍ର ସମ୍ବଲପୁରୀ ପ୍ରେମୀ ଙ୍କ ସହଯୋଗ ରେ ଭୁବନେଶ୍ୱର ରେ ତିଆରି କରାଯାଇଥିଲା ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ ପ୍ରତିମୂର୍ତ୍ତୀ ।
     ଆଜି ସେଇ ନବ ନିର୍ମିତ ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତୀ ଆସି ପହଞ୍ଚିଛି ସମ୍ବଲପୁର ଜେଲ ଛକ ନିକଟସ୍ଥ ସତ୍ୟ ନାରାୟଣ ପାର୍କ କୁ । ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପୂର୍ବ ରୁ ନିର୍ମାଣ କରାଯାଇଥିବା ଷ୍ଟ୍ରକ୍ଚର ରେ ଆଜି ମୁର୍ତ୍ତୀ କୁ ସ୍ଥାପିତ କରାଯାଇଛି । ଚଳିତ ବର୍ଷ ସମ୍ବଲପୁରୀ ଦିନ ର ଶୁଭ ଅବସର ରେ ଗୁରୁଶ୍ରି ସତ୍ୟ ନାରାୟଣ ବହିଦାର ଙ୍କ ପ୍ରଥମ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯିବାର ଲକ୍ଷ ରଖାଯାଇଛି ବୋଲି ମଞ୍ଚ ର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଡ଼. ପ୍ରମୋଦ ରଥ କହିଛନ୍ତି ।
     ଆଜି ପ୍ରତିମୂର୍ତ୍ତୀ ସ୍ଥାପନ ସମୟ ରେ ଆଇନଜୀବୀ ରବି ପୂଜାରୀ, କିଶୋର ଧରେଇ, ରାହୁଲ ମୋଦକ, ସୁବୋଧ ଦୋରା, ଲଳିତ ଵେବର୍ତ୍ତା, ଦେବାଶିଷ ବେହେରା, ରାଜେଶ ସ୍ୱାଇଁ, ରାହୁଲ ଗୁପ୍ତା, ଅମିତାଭ ମାଝୀ, ନିଶିକାନ୍ତ ବିଶ୍ଵାଳ, ମଞ୍ଚ ର ଆବାହକ ଭବାନୀଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ଥିଲେ ।


    


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like