-+91-9937148622 |
prerana_bgr@rediffmail.com |
Wednesday 5th August 2026 |
R.N.I. Regd No. ODIODI/2010/46693
Breaking News
13-Jul-2024
ତୁଷୁରା(ପଞ୍ଚାନନ ନାଏକ )ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ସମରା ପଂଚାୟତ ଅନ୍ତର୍ଗତ ଲୁର୍କୀ ଗ୍ରାମର ପଞ୍ଚାନନ ବିଶ୍ୱାଳ ଙ୍କ ଶୁକ୍ରବାର ଦିନ ମଧ୍ୟ ରାତ୍ରି ରେ ପରଲୋକ ହୋଇଯାଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ହେଉଥିଲା ।ସେ ଶାନ୍ତ ସରଳ, ଦୟାଳୁ ପରୋପକାରୀ ଥିଲେ ।ସେ ଲୁର୍କୀ ଗ୍ରାମରେ
ହେଉଥିବା ଧନୁଯାତ୍ରା ର ଜଣେ ସକ୍ରିୟ ସଦସ୍ୟ ଭାବରେ ଦାୟିତ୍ବ ତୁଲାଉଥିଲେ ।ତାଙ୍କର ଅକାଳ ବିୟୋଗ ରେ ଲୁର୍କୀ ତଥା ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବାପା ରସିକ,ପାଞ୍ଚ ଭଉଣୀ ବନ୍ଧୁ ବାନ୍ଧବ ମାନେ ଉପସ୍ଥିତ ଥିଲେ ।ଲୁର୍କୀ ରେ ଥିବା ତାଙ୍କର କ୍ଷେତରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବାପା ରସିକ ବିଶ୍ୱାଳ ମୂଖାଗ୍ନି ଦେଇଥିଲେ ।