-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||     

HOME   ଜିଲ୍ଲା

ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

08-Jul-2024



ପଦ୍ମପୁର( ପ୍ରେରଣା ଖବର )
 ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ପ୍ରଥମ ଶ୍ରେଣୀ ର ଅଭିଭାବକ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସଭାପତି ଶ୍ରୀଯୁକ୍ତ  ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଶିଶୁ ର  ଭାଷା ଶିକ୍ଷା  ରେ ପିତା ମାତା ଙ୍କ ଭୂମିକା ଉପରେ ମାର୍ଗ ଦର୍ଶନ କରିଥିଲେ।ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ  ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । । ସଂଜୀବସାହୁ ଗୁରୁଜୀ  କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।ମନ୍ଦାକିନୀ ତ୍ରିପାଠୀ ବିଷୟ ଉପସ୍ଥାପନ କରିଥିଲେ ।ଦୁର୍ବାଦଳ ସାହୁ ଗୁରୁଜୀ ଶିଶୁ ଙ୍କ  ଶୈକ୍ଷିକ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ୬୨ଜଣ ପିତା ମାତା ସମେତ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ରେ ଶିକ୍ଷା ଦାନ କରୁଥିବା ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ  । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026
  ଜିଲ୍ଲା  
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   14-May-2026
  ରାଜ୍ୟ  
ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   14-May-2026
  ଜିଲ୍ଲା  
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   14-May-2026
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026
  ଜିଲ୍ଲା  
ଦଶମ ଜିଲ୍ଲାପରିଷଦ ବୈଠକ ଶେଷ   14-May-2026
  ଜିଲ୍ଲା  
ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   14-May-2026

You Might Also Like