-+91-9937148622 |

prerana_bgr@rediffmail.com |

  Saturday 21st March 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   (21-Mar-2026)       ||      ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର    (21-Mar-2026)       ||      ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||      *ଶିଶୁ ମନ୍ଦିରରେ "କଣ୍ଢେଇ ଦିବସ" ରେ ଶିଶୁମାନଙ୍କ ମନୋରଞ୍ଜନ ଓ ସୃଜନଶୀଳତାର ଅଦ୍ଭୁତ ପ୍ରଦର୍ଶନ*   (21-Mar-2026)       ||      ବିଶ୍ୱ ପଖାଳ ଦିବସ ପାଳିତ   (21-Mar-2026)       ||      *ତୃଟି ପୂର୍ଣ୍ଣ ଚିକିତ୍ସା ରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟ ଡାକ୍ତର ଖାନା ଓ ଆଶା ନର୍ସିଂ ହୋମ ପରିଦର୍ଶନ କଲେ ଜିଲ୍ଲାପାଳ*-   (21-Mar-2026)       ||      ଦାୟିତ୍ୱ ନେଲେ ନୂଆପଡ଼ା ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ   (21-Mar-2026)       ||      ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   (20-Mar-2026)       ||      ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   (20-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   (20-Mar-2026)       ||      "ବରିଷ୍ଠ ରେ ପ୍ରତିଜ୍ଞା ଓ କନିଷ୍ଠ ରେ ଅଙ୍କିତା ପ୍ରଥମ"   (20-Mar-2026)       ||      ନର୍ଲା ହାଇସ୍କୁଲ ଠାରେ ଜନଗଣନା ତାଲିମ ଶିବିର   (20-Mar-2026)       ||      ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ୨୦୨୬   (20-Mar-2026)       ||      ୨କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଇନୋଭା କାର ଜବତ, ୧ଗିରଫ    (20-Mar-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ନାମ ଲେଖା ଅଭିଯାନ   (20-Mar-2026)       ||      ବରିଷ୍ଠ କଂଗ୍ରେସ ପ୍ରେମୀ ତଥା ସମାଜସେବୀ ନନ୍ଦ କିଶୋର ଙ୍କ ପରଲୋକ   (20-Mar-2026)       ||      ବଲାଙ୍ଗୀରରେ ଏଲପିଜି ଗ୍ୟାସର କୃତ୍ରିମ ଅଭାବ, ଡୋମେଷ୍ଟିକ ସିଲିଣ୍ଡରର ଦାମ ୨୨ ଶହ ଟଙ୍କା   (20-Mar-2026)       ||      ରେଂଗାଲିକେମ୍ପରେ ବିଶ୍ବ ପଖାଲ ଦିବସ   (20-Mar-2026)       ||     

HOME   ଜିଲ୍ଲା

ନୂଆପଡ଼ା ପ୍ରସିଦ୍ଧ ରଥ ଯାତ୍ରା ହର୍ଷ ଉଲ୍ଲାସ ରେ ପାଳିତ, ସେବାୟତ ସେବା, ଯୁବରାଜ ଦେବ ଦେବ ସିଂ ଦେଓଙ୍କ ଛେରା ପହରା ରେ ଚତୁର୍ଦ୍ଧା ମୂର୍ତ୍ତିଁ ଙ୍କ ରଥା ରୁଢ଼

07-Jul-2024



ନୂଆପଡ଼ା (ଡୋଲେଶ୍ଵର ବାଗ )
ପ୍ରସିଦ୍ଧ ରଥ ଯାତ୍ରା ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଅଛି। ପୂର୍ବ ନିର୍ଦ୍ଧାରିତ ତିନି ମନ୍ଦିର ରୁ  ତିନି ଠାକୁର ରଥାରୁଢ଼। ସେବାୟତ ମାନେ ଠାକୁରଙ୍କ ନୀତି କାନ୍ତି କରି ଥିବା ବେଳେ  ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଓଙ୍କ ଛେରା ପହରା ରେ ଚତୁର୍ଦ୍ଧା ମୂର୍ତ୍ତିଁ ଙ୍କ ରଥା ରୁଢ଼ ହୋଇଥିଲା। ହଜାର ହଜାର ସଂଖ୍ୟକ ଭକ୍ତ ସମାଗମ ହୋଇ ରଥ କୁ ଟାଣିବା ସହ ନ୍ୟାରା ପରମ୍ପରା ରେ ପାଳିତ ହୋଇଥାଏ ରଥ ଯାତ୍ରା। ଖଡିଆଳ ଠାରେ ଜଗନ୍ନାଥ ଙ୍କ ତିନି ଗୋଟି ମନ୍ଦିର ରହିଥିବା ବେଳେ ତିନି ଅବତାର ରେ ତିନି ଠାକୁର ପୂଜା ପାଉଛନ୍ତି। ଆଜି ଦଧିବାମନ ମନ୍ଦିର ରେ ଜଗନ୍ନାଥ ସ୍ବର୍ଣ୍ଣ ଅଳଙ୍କାର, ସାନ ଗୁଡ଼ି ରେ ପତିତପାବନ୍ ଭାବରେ ତଥା ରୁଢ଼ ହୋଇଥିଲେ। ସେହିପରି ମଝିଆ ଗୁଡ଼ି ରେ ଚତୁର୍ଦ୍ଧା ମୂର୍ତ୍ତି, ଜଗନ୍ନାଥ ଙ୍କ ଯୁଗଳ ମୂର୍ତ୍ତି, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଙ୍କୁ ର ରୁଢ କରିଥିଲେ। କଡା ସୁରକ୍ଷା ବଳୟ ମଧ୍ୟରେ ତିନି ରଥ କୁ ମାଉସୀ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ। ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ରଥ ରେ ସୁଭଦ୍ରା ଥିବା ରୁ ଏହି ରଥ କୁ ମହିଳା ମାନେ ଟାଣିଥିଲେ। ରଥ ଯାତ୍ରା ପାଳନ ନେଇ ବିଭିନ୍ନ ପ୍ରକାର ବାଦ୍ୟ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   21-Mar-2026
  ଜିଲ୍ଲା  
ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର   21-Mar-2026
  ଜିଲ୍ଲା  
ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   21-Mar-2026
  ଜିଲ୍ଲା  
ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   21-Mar-2026
  ଜିଲ୍ଲା  
ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   21-Mar-2026
  ଜିଲ୍ଲା  
*ଶିଶୁ ମନ୍ଦିରରେ "କଣ୍ଢେଇ ଦିବସ" ରେ ଶିଶୁମାନଙ୍କ ମନୋରଞ୍ଜନ ଓ ସୃଜନଶୀଳତାର ଅଦ୍ଭୁତ ପ୍ରଦର୍ଶନ*   21-Mar-2026
  ଜିଲ୍ଲା  
ବିଶ୍ୱ ପଖାଳ ଦିବସ ପାଳିତ   21-Mar-2026
  ଜିଲ୍ଲା  
*ତୃଟି ପୂର୍ଣ୍ଣ ଚିକିତ୍ସା ରେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୁଖ୍ୟ ଡାକ୍ତର ଖାନା ଓ ଆଶା ନର୍ସିଂ ହୋମ ପରିଦର୍ଶନ କଲେ ଜିଲ୍ଲାପାଳ*-   21-Mar-2026
  ଜିଲ୍ଲା  
ଦାୟିତ୍ୱ ନେଲେ ନୂଆପଡ଼ା ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ   21-Mar-2026
  ଜିଲ୍ଲା  
ଆପ ନେତା ଆଶିଷ ପାଣ୍ଡେ ଙ୍କ ନେତୃତ୍ୱରେ ମିଶ୍ରଣ ପର୍ବ   20-Mar-2026
  ଜିଲ୍ଲା  
ମାଁ ସମଲେଶ୍ୱରୀ ମନ୍ଦିରରେ ୫ବର୍ଷ ହେବ ଭଗ୍ନ ମୁର୍ତ୍ତି ପୂଜା ପାଉଛନ୍ତି ଶୈଳପୁତ୍ରି,  ବ୍ରହ୍ମଚାରିଣି ଚୈତ୍ରରେ ସ୍ଥାପନ କରିବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ   20-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ତୃତୀୟ ସଂନ୍ଧ୍ୟାରେ  ନାଟକ “ଆଏବା ସକାଲ” ଓ “ସୀତାଠାବ” ମଞ୍ଚସ୍ଥ   20-Mar-2026

You Might Also Like