-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲାର ଗୁଡଭେଲାବ୍ଲକ ପରିସରରେ ଗୁରୁବାର ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ଗୁଡଭେଲାବ୍ଲକ ଅଧ୍ୟକ୍ଷା ବେବୀ ଦୋରା, ଗୁଡଭେଲାବ୍ଲକ ବିଡିଓ ସୌମ୍ୟକାନ୍ତ ବନଗୋଲା, ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ଜିପିଓ ସାଗର ସାହୁ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଆଶାମାଁ, ଅଙ୍ଗନବାଡି କର୍ମୀ ଆଦି ଯୋଗଦେଇ ଥିଲେ। ଏକ ସଚେତନ ଶୋଭାଯାତ୍ରାରେ ବ୍ଲକ ମହାକୁମା ପରିଦର୍ଶନ କରିବା ଲୋକଙ୍କୁ ସଚେତନ କରିଥିଲେ।