-+91-9937148622 |
prerana_bgr@rediffmail.com |
Thursday 12th March 2026 |
R.N.I. Regd No. ODIODI/2010/46693
Breaking News
03-Jul-2024
କନ୍ଧମାଳ/ଟିକାବାଲି (ରମେଶ ପଣ୍ଡା): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ ଓ୍ୱାର୍ଡ଼ ନଂ-୧ଖଜୁରୀପଡ଼ା ଗ୍ରାମ ନିକଟସ୍ଥ ଫୁଲବାଣୀରୁ ମୁନିଗୁଡ଼ା ମୁଖ୍ୟ ରାଜରାସ୍ତାରେ ଫୁଲବାଣୀରୁ ଏକ କାର ରାତି ୪ ଟା ସମୟରେ ବାଲିଗୁଡ଼ାକୁ ଯାତ୍ରା କରୁଥିବା ସମୟରେ ନିର୍ମାଣାଧୀନ ପେଟ୍ରଲ ଟାଙ୍କି ର କାନ୍ଥରେ ପିଟି ଦେଇଥିବା ଜଣାପଡ଼ିଛି। କାରଟି ମୁଖ୍ୟ ରାଜ ରାସ୍ତାରୁ ବିଚ୍ଛିର୍ଣ୍ଣ ହୋଇ ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । କାହାର କିଛି ବିଶେଷ କ୍ଷୟକ୍ଷତି ହୋଇ ନ ଥିବା ବେଳେ କାର ଚାଳକକୁ ଗୁରତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।