-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2024
ପାପଡାହାଣ୍ଡି:- ( ମିହିର ଶଙ୍କର ପାତ୍ର, )
ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତ କିଡିଙ୍ଗଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି | ତାଙ୍କ ନାମ ରଘୁ ଜାନି , ତାଙ୍କେ ସକାଳ ସମୟ ରେ ନିଜ ଘୋର ନିକଟସ୍ତ ଥିବା ଜମିରେ ହିଡ଼ ଦେଇ ଚାଲିକି ଯିବା ସମୟରେ ଏକ ସାପ କାମୁଡି ଦେଇଥିଲା | ଏହି ଖବର ନିଜ ପରିବାର ସଦସ୍ୟ ମାନଙ୍କୁ ଜଣାଇବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଚିକିତ୍ସା ଉପଚାର ପରେ ବର୍ତମାନ ତାଙ୍କ ସ୍ଵାସ୍ଥ୍ୟ ସ୍ତିର ଥିବା ଜଣା ପଡ଼ିଛି