-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||     

HOME   ଜିଲ୍ଲା

ଆଜିଠୁ ଲାଗୁ ହେଲା ନୂତନ ଭାରତ ର ନୂତନ ଆଇନ ..

01-Jul-2024



ନର୍ଲା (ଚିନ୍ତାମଣି ନାଏକ )
 ନର୍ଲା ଥାନା ରେ ନୂତନ ଭାରତ ର ନୂତନ ଆଇନ ଉପରେ ଏକ ଜନସଚେତନା କାର୍ଯ୍ୟକ୍ରମ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଯାଇଛି .ଜ୍ଜୁଲାଇ 1 ତାରିଖ ସାରା ଦେଶରେ ନୂତନ ଭାବେ ଆଇନ୍ କାର୍ଯ୍ୟକାରୀ ହେବ ଏବଂ ଭାରତର ଆଇନ୍ ମନ୍ତ୍ରୀ ସଚେତନ କରିବା ପାଇଁ ପ୍ରତ୍ୟେକ ଥାନା ପ୍ରାଙ୍ଗଣରେ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି ପୂର୍ବରୁ 1860 ଅନୁଯାୟୀ ଭାରତରେ ଯେଉଁ ସବୁ ଆଇନ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟକାରୀ ହେଉଥିଲା ତାକୁ ଭାରତ ସରକାର  ନୂତନ  ଭାବେ ଆଇନ୍ ପରିବର୍ତନ କରିଛନ୍ତି ଆଗରୁ IPC,CRPC ଧାରା କାର୍ଯ୍ୟକାରୀ ହେଉଥିଲା ତାକୁ ଭାରତ ସରକାର  ହଟାଇ ଭାରତୀୟ ନାଗରିକ ସୁରକ୍ଷା ଆଇନ ବ୍ୟବସ୍ଥା ଓ ଭାରତୀୟ ସାକ୍ଷ୍ୟ ଆଇନ- 61 ଜୁଲାଇ 1 ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ 
ପୂର୍ବରୁ ଯେଉଁ 302 ହତ୍ୟା ଅଭିଯୋଗ ଦଫା ଥିଲା ତାକୁ -103 ପରିବର୍ତନ କରିଛନ୍ତି 
ଯୌତୁକ ନିର୍ଯ୍ୟାତନା ପାଇଁ -498- (କ) ପରିବର୍ତନ ହୋଇ- 85 ,86 ସଂଶୋଧନ କରାଯାଇଛି ।ଆଜିଠୁ 
ଭାରତୀୟ ନାଗରିକ ସୁରକ୍ଷା ଆଇନ କାର୍ଯ୍ୟକାରୀ ଓ ଲାଗୁ ହେବ ଏବଂ 
ବଳାତ୍କାର ଅଭିଯୋଗ ରେ ପୂର୍ବରୁ 375 କୁ -63
376 କୁ -64 
ପରିବର୍ତ୍ତନ କରାଯାଇଛି 
ସେକ୍ସସୁଆଲ ହାରସମେଣ୍ଟ ପାଇଁ- 69 ଆଇନ୍ ଲଗୁହେବ
ଛୋଟ ଛୋଟ ପିଲା ମାନଙ୍କୁ ଭିକ କିମ୍ବା ଶ୍ରମିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ -95 ଆଇନ୍ ଆଣିଛନ୍ତି ସରକାର 
ସେହିପରି ଆତଙ୍ଗବାଦ କାର୍ଯ୍ୟକଳାପ ପାଇଁ -113
ଗୋଷ୍ଟି ଆକ୍ରମଣ-112
ଭରତ ବିରୋଧୀ ଏକତା ଉପରେ ବିପଦ ସୃଷ୍ଟି ପାଇଁ ସରକାର -152 ଆଇନ୍ କାର୍ଯ୍ୟକାରୀ ହେବ 
 ବଡ ବଡ ଅଧିକାରୀ ମାନେ ଆଇନ୍ କୁ ଫାଙ୍କି ଦୁର୍ନୀତି କରୁଥିଲେ ତାଙ୍କ ପାଇଁ ସରକାରଙ୍କ ଅନୁମତି ମାଗିବାକୁ ପଡୁଥିଲା ପୂର୍ବରୁ CRPC-197 ଲାଗୁଥିଲା ତାକୁ ସରକାର 218 ରେ ନୂଆ ଆଇନ୍ କାର୍ଯ୍ୟକାରୀ କହିଛନ୍ତି ଏବଂ 120 ସରକାର ଅନୁମତି ନ ଦେଲେ ଅନୁମୋଦିତ କରାଯିବ ଅଧିକାରୀ ମାନେ ନୂତନ ଆଇନ ବଳରେ ଦଣ୍ଡିତ  ହେବେ. ଆଜି ର ଏହି ସଭା ରେ ନର୍ଲା ଅଂଚଳ ର ସବୁ ବର୍ଗର ଲୋକ ଯୋଗ ଦେଇ ଥିଲେ . ନର୍ଲା ର ସମସ୍ତ ବୁଦ୍ଧିଜୀବୀ ଶ୍ରୀମତୀ ପାଣିଗ୍ରାହୀ ଲୋକ ସଚେତନା ପାଇଁ ତାଙ୍କର ପ୍ରୟାସକୁ ସାଧୁବାଦ ଜଣାଇଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026

You Might Also Like