-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||     

HOME   ଜିଲ୍ଲା

ବିଶ୍ଵହିନ୍ଦୁ ପରିଷଦ ର ମାତୃଶକ୍ତି ଓ଼ ଦୁର୍ଗା ବାହିନୀର ସମ୍ମିଳନୀ ଅନୁଷ୍ଠିତ

01-Jul-2024



ଗଞ୍ଜାମ, (ରବିକୁମାର ଶର୍ମା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ହନୁମାନ ବାଟିକା ସରସ୍ବତୀ ଶିଶୁମନ୍ଦିର ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ୨୦୦ ରୁ ଉର୍ଦ୍ଧ ମହିଳା, ଏବଂ ଯୁବତୀ ଯୋଗଦାନ ଦେଇଥିଲେ I ରାଣୀ ଅହଲ୍ୟାବାଇ ଙ୍କ ୩୦୦ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା I ଏହି ସମିଳନୀ ରେ କଲିକତା କ୍ଷେତ୍ର ମାତୃଶକ୍ତି ସଂଯୋଜିକା ସୁଶ୍ରୀ ଝରଣା ଜେନା ଅଭିଭାଷଣ ରଖିଥିଲେ I ଗଞ୍ଜାମ ଜିଲ୍ଲା ଦୁର୍ଗାବାହିନୀ ସଂଯୋଜିକା ସୁଶ୍ରୀ ହରପ୍ରିୟା ବିଜୁଳି ପରିଚାଳନା କରିଥିଲେ I ବେଗୁନିଆପଡା ପ୍ରଖଣ୍ଡ ମାତୃଶକ୍ତି ଶ୍ରୀମତୀ ପ୍ରାଣୀତା ସାହୁ l
ଗଞ୍ଜାମ ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦ ସମ୍ପଦକ ଶ୍ରୀ ରାଜୀବ ନେତ୍ର ଖାଡ଼ଙ୍ଗା ପରିଚୟ ପ୍ରଦାନ କରିଥିଲେ I ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅଜିତ କୁମାର ମହାପାତ୍ର ବିଶ୍ଵହିନ୍ଦୁ ପରିଷଦ ର ସ୍ଥାପନ ଏବଂ ଉଦ୍ୱେଷ ବିଷୟରେ ବର୍ଣନା କରିଥିଲେ l ବେଗୁନିଆପଡା ପ୍ରଖଣ୍ଡ ସଭାପତି ମାନନୀୟ ବାନାମ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ସମିଳନୀ ରେ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ଶ୍ରୀ କେଦାର ନାଥ ସାହୁ ବୈଠକ ର ଆୟୋଜନ କରିଥିଲେ I ଗଞ୍ଜାମ ଜିଲ୍ଲା,ନଗର, ପ୍ରଖଣ୍ଡ ସ୍ତରର ଅଧିକାରୀ ବୃନ୍ଦ, ବ୍ରହ୍ମହପୁର ନଗର ସଭାପତି ଡ଼କ୍ଟର ଅମରେନ୍ଦ୍ର ସାହୁ ବେଗୁନିଆପଡା ପ୍ରଖଣ୍ଡ ସମ୍ପାଦକ ଶ୍ରୀ ପ୍ରାଣବ କୁମାର ସଥପତି, ବ୍ରହ୍ମପୁର ଜଗନ୍ନାଥ ଉପନଗର ର ସଭାପତି ଶ୍ରୀ ରଞ୍ଜିତ ପାତ୍ର ସମସ୍ତ କାର୍ଯ୍ୟକର୍ତ୍ତା ଗ୍ରାମୀଣ କ୍ଷେତ୍ରରେ ସତସଙ୍ଗ ପ୍ରତିଷ୍ଠା କରିବା ପାଇଁ ଇଛା ପ୍ରକାଶ କରିଥିଲେ l


Previous

ବିଶ୍ଵହିନ୍ଦୁ ପରିଷଦ ର ମାତୃଶକ୍ତି ଓ଼ ଦୁର୍ଗା ବାହିନୀର ସମ୍ମିଳନୀ ଅନୁଷ୍ଠିତ ଗଞ୍ଜାମ, (ରବିକୁମାର ଶର୍ମା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ହନୁମାନ ବାଟିକା ସରସ୍ବତୀ ଶିଶୁମନ୍ଦିର ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକର ୨୦୦ ରୁ ଉର୍ଦ୍ଧ ମହିଳା, ଏବଂ ଯୁବତୀ ଯୋଗଦାନ ଦେଇଥିଲେ I ରାଣୀ ଅହଲ୍ୟାବାଇ ଙ୍କ ୩୦୦ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା I ଏହି ସମିଳନୀ ରେ କଲିକତା କ୍ଷେତ୍ର ମାତୃଶକ୍ତି ସଂଯୋଜିକା ସୁଶ୍ରୀ ଝରଣା ଜେନା ଅଭିଭାଷଣ ରଖିଥିଲେ I ଗଞ୍ଜାମ ଜିଲ୍ଲା ଦୁର୍ଗାବାହିନୀ ସଂଯୋଜିକା ସୁଶ୍ରୀ ହରପ୍ରିୟା ବିଜୁଳି ପରିଚାଳନା କରିଥିଲେ I ବେଗୁନିଆପଡା ପ୍ରଖଣ୍ଡ ମାତୃଶକ୍ତି ଶ୍ରୀମତୀ ପ୍ରାଣୀତା ସାହୁ l ଗଞ୍ଜାମ ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦ ସମ୍ପଦକ ଶ୍ରୀ ରାଜୀବ ନେତ୍ର ଖାଡ଼ଙ୍ଗା ପରିଚୟ ପ୍ରଦାନ କରିଥିଲେ I ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ଅଜିତ କୁମାର ମହାପାତ୍ର ବିଶ୍ଵହିନ୍ଦୁ ପରିଷଦ ର ସ୍ଥାପନ ଏବଂ ଉଦ୍ୱେଷ ବିଷୟରେ ବର୍ଣନା କରିଥିଲେ l ବେଗୁନିଆପଡା ପ୍ରଖଣ୍ଡ ସଭାପତି ମାନନୀୟ ବାନାମ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ସମିଳନୀ ରେ ଗଞ୍ଜାମ ଜିଲ୍ଲା ସହ ସମ୍ପାଦକ ଶ୍ରୀ କେଦାର ନାଥ ସାହୁ ବୈଠକ ର ଆୟୋଜନ କରିଥିଲେ I ଗଞ୍ଜାମ ଜିଲ୍ଲା,ନଗର, ପ୍ରଖଣ୍ଡ ସ୍ତରର ଅଧିକାରୀ ବୃନ୍ଦ, ବ୍ରହ୍ମହପୁର ନଗର ସଭାପତି ଡ଼କ୍ଟର ଅମରେନ୍ଦ୍ର ସାହୁ ବେଗୁନିଆପଡା ପ୍ରଖଣ୍ଡ ସମ୍ପାଦକ ଶ୍ରୀ ପ୍ରାଣବ କୁମାର ସଥ

News Comment




Photo in News

Advertisment
Lastest News
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026
  ଜିଲ୍ଲା  
ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   26-Sep-2026
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026

You Might Also Like