-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
01-Jul-2024
(ମିହିର ଶଙ୍କର ପାତ୍ର,)
ବିଦ୍ୟାଳୟ ରେ ଶିଶୁ ପାଇଁ ଦିନଟିଏ ଦିବସ ପାଳନ ପାପଡା ହାଣ୍ଡି ବ୍ଳକର ର ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ଆନୁକୁଲ୍ୟରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ,ଵୁଟିଆ ଗୁଡା ରେ ଯୋଗଦାନ କରି ଶିଶୁମାନଙ୍କୁ ଦଶ ପୃଷ୍ଠା ସମ୍ବଳିତ ଶିଶୁ ଜୀବନ ପାଇଁ ଜରୁରୀ ତଥ୍ୟ ବାବଦରେ ଆଲୋଚନା ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।ଆଲୋଚନା ରେ ଶିଶୁ ଶ୍ରମିକ ,ଶିଶୁକୁ ଆଦର ,,ଶିକ୍ଷା ପ୍ରତି ଆଗ୍ରହୀ,ଶିଶୁ ପ୍ରତି ଶିଶୁ ର ମମତା ଭାଵନାଵିଷୟରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ୍ ବାବୁଲାଲ ସାଗର ଆଲୋକ ପାତ କରିଥିଲେ