-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ବଲାଙ୍ଗିର/ବୁର୍ଲା(ଦେବାଶିଷ ବହିଦାର): ଓପିଟିସିଏଲ ଦ୍ୱାରା ୧୩୨ କେଭି ଲାଇନର ରକ୍ଷଣାବେକ୍ଷଣ ପାଇଁ ଗତକାଲି ସମ୍ପୂର୍ଣ୍ଣ ସୋନପୁର ଜିଲ୍ଲାରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବ ବୋଲି ସୂଚନା ମିଳିଛି l
ଓପିଟିସିଏଲ ଦ୍ୱାରା ୧୩୨ କେଭି ଲାଇନର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମଗ୍ର ସୋନପୁର ଜିଲ୍ଲାରେ ଆସନ୍ତାକାଲି (ତା. ୩.୦୬.୨୦୨୪ ଦିନ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ପ୍ରଭାବିତ ହେବ ।
ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ଏହି ସାମୟିକ ବ୍ୟାହତ ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହିତ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି l