DELHI, October 6/10/2020- 

 ସୁନା ଏର ଏପରି ଜିନିଷ , ଯାହାକି ସମସ୍ତେ ରଖିବାକୁ ପଡିବ । ଦୁନିଆର ସବୁ ଦେଶ ନିଜ ଭଣ୍ଡାରରେ ଅଧିକରୁ ଅଧିକ ରଖିବାକୁ ଚେଷ୍ଟା କରିଥାନ୍ତି । କରୋନା ଭାଇରସର ମହାମାରୀ ସମୟରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ନିଜର ସୁନା ରଖିବା କ୍ଷମତା ବୃଦ୍ଧି କରିଚାଲିଛି । ସୁନା କିଣାବିକାର ଟ୍ରେଡ୍ ପୁରା ବର୍ଷତମାମ ଦେଖିବାକୁ ମିଳୁଛି । କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ରିଜର୍ଭ ମ୍ୟାନେଜମ୍ୟାଣ୍ଟେରେ ସୁନା ପ୍ରମୁଖ ଭୂମିକା ଗ୍ରହଣ କରାଥାଏ ।

  ପ୍ରତି ଦେଶ ନିଜ ପାଖରେ ସୁନାର ଭଣ୍ଡାର ବା ସୁନା ରିଜର୍ଭ ରଖିଥାନ୍ତି । ଏହି ସୁନାର ଭଣ୍ଡାର ପ୍ରତି ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ ରହିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଗଚ୍ଛିତ ଥିବା ସୁନାକୁ ଦେଶରେ ସଙ୍କଟ ସମୟରେ ବା ବିତ୍ତୀୟ ସୁରକ୍ଷା ପାଇଁ ବ୍ୟବହାର କରିଥାନ୍ତି ।

  କରୋନା ସମୟରେ ସୁନାର ଦାମ୍ ୫୫ହଜାର ନିକଟରେ ପହଞ୍ଚିଥିଲା । ତେବେ ଆସନ୍ତୁ ଜାଣିବା World Gold Councilର ରିପୋର୍ଟ ଅନୁସାରେ ଭାରତ ଓ ବିଶ୍ୱର କେଉଁ ଦେଶମାନଙ୍କ ନିକଟରେ ସବୁଠାରୁ ଅଧିକ ସୁନାର ଭଣ୍ଡାର ରହିଛି ।

  *ଆମେରିକା*
ସୁନା ଗଚ୍ଛିତ ରଖିବା ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ପୁରା ବିଶ୍ୱରେ ସବୁଠାରୁ ଅଧିକ ସୁନା ରଖିଥିବା ଦେଶ ଆମେରିକା ରହିଛି । World Gold Council ଅନୁସାରେ , ଆମେରିକା ନିକଟରେ ୮,୧୩୩.୫ ମେଟ୍ରିକ ଟନ୍ ସୁନା ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୯,୧ ପ୍ରତିଶତ ।

  *ଜର୍ମାନୀ*
ସୁନା ଗଚ୍ଛିତ ରଖିବା ମାମଲାରେ ଜର୍ମାନୀ ୨ୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଜର୍ମାନୀ ନିକଟରେ ୩,୩୬୩.୬ ମେଟ୍ରିକ ଟନ୍ ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୫ ପ୍ରତିଶତ । ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଜର୍ମାନୀ ନିକଟରେ ସବୁଠାରୁ ଅଧିକ ସୁନା ରହିଛି ।

  *ଇଟାଲୀ*
ସୁନା ଗଚ୍ଛିତ ରଖିବା ମାମଲାରେ ଇଟାଲି ବିଶ୍ୱର ତୃତୀୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଇଟାଲି ନିକଟରେ ୨,୪୫୧.୮ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭୦.୫ ପ୍ରତିଶତ ରହିଛି । ଇଟାଲି ୟୁରୋପୀୟ ଦେଶମାନଙ୍କରେ ଜର୍ମାନୀ ପର ୨ୟ ସ୍ଥାନରେ ରହିଛି । ଯାହା ନିକଟରେ ଏତେ ପରିମାଣର ସୁନା ଗଚ୍ଛିତ ରହିଛି ।

  *ଫ୍ରାନ୍ସ*
ସୁନା ଗଚ୍ଛିତ ରଖିବା ମାମଲାରେ ଫ୍ରାନ୍ସ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ଏହି ଦେଶ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସୁନା ରଖିବା ମାମଲାରେ ତୃତୀୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଫ୍ରାନ୍ସ ନିକଟରେ ୨,୪୩୬ ମେଟ୍ରିକ ଟନ୍ ରହିଛି । ଯାହାକି ଏହି ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରର ୬୫ପ୍ରତିଶତ ଅଟେ ।

  *ଋଷ୍*
କ୍ଷେତ୍ରଫଳ ହିସାବରେ ଦୁନିଆର ସବୁଠାରୁ ବଡ ଦେଶ ଋଷ୍ । ଏହି ଦେଶ ସୁନା ଗଚ୍ଛିତ ରଖିବା ମାମଲାରେ ପଞ୍ଚମ ସ୍ଥାନରେ ରହିଛି । World Gold Council ଅନୁସାରେ, ଋଷ୍ ନିକଟରେ ୧୦୪୦ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶତ ଅଟେ ।

  *ଚୀନ୍*
ସୁନା ଗଚ୍ଛିତ ରଖିବା ମାମଲାରେ ଭାରତର ପଡୋଶୀ ଦେଶ ଚୀନ୍ ଷଷ୍ଠ ତମ ସ୍ଥାନରେ ରହିଛି । World Gold Council ଅନୁସାରେ, ଚୀନ୍ ନିକଟରେ ୧୯୪୮,୩ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ର ଭଣ୍ଡାରର ୩.୩ ପ୍ରତିଶତ ଅଟେ ।

  *ସ୍ୱିଜରଲ୍ୟାଣ୍ଡ*
ସୁନା ଗଚ୍ଛିତ ରଖିବା ମାମଲାରେ ସ୍ୱିଜରଲ୍ୟାଣ୍ଡ ୭ତମ ସ୍ଥାନରେ ରହିଛି । World Gold Council ଅନୁସାରେ,ସ୍ୱିଜରଲ୍ୟାଣ୍ଡ ନିକଟରେ ୧,୦୪୦ ମେଟ୍ରିକ ଟନ୍ ସୁନା ରହିଛି। ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶଥ ଅଟେ ।

  *ଜାପାନ*
ଜାପାନ ସୁନା ଗଚ୍ଛିତ ରଖିବା ମାମଲାରେ ବିଶ୍ୱରେ ୮ମ ସ୍ଥାନରେ ରହିଛି । World Gold Council ଅନୁସାରେ, ଜାପାନ ନିକଟରେ ୭୬୫,୨ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୩.୧ ପ୍ରତିଶତ ରହିଛି।

  *ଭାରତ*
ଗୋଟିଏ ସମୟରେ ଭାରତକୁ ସୁନାର ଚଢେଇ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନର ସମୟରେ ଭାରତ ନିକଟରେ କେବଳ ୬୫୩ ମେଟ୍ରିକ ଟନ୍ ସୁନା ରହିଛି ।ଏହା ସହିତ ସୁନା ଗଚ୍ଛିତ ରଖିବା ତାଲିକାରେ ଭାରତ ୯ମ ସ୍ଥାନରେ ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭.୪ ପ୍ରତିଶତ ଅଟେ 

 *ନେଦରଲ୍ୟାଣ୍ଡ*
ସୁନା ଗଚ୍ଛିତ ରଖିବା ମାମଲାରେ ନେଦରଲ୍ୟାଣ୍ଡ ବିଶ୍ୱରେ ୧୦ତମ ସ୍ଥାନ ରହିଛି । World Gold Council ଅନୁସାରେ, ନେଦରଲ୍ୟାଣ୍ଡ ନିକଟରେ ୬୧୨.୫ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାର ୭୧.୫ ପ୍ରତିଶତ ଅଟେ ।

    "/>

-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||     

HOME    ଅନ୍ୟାନ୍ୟ

ବିଶ୍ୱର ଏହି ୧୦ଟି ଦେଶରେ ରହିଛି ସବୁଠୁ ଅଧିକ ସୁନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ*_ 

06-Oct-2020

DELHI, October 6/10/2020- 

 ସୁନା ଏର ଏପରି ଜିନିଷ , ଯାହାକି ସମସ୍ତେ ରଖିବାକୁ ପଡିବ । ଦୁନିଆର ସବୁ ଦେଶ ନିଜ ଭଣ୍ଡାରରେ ଅଧିକରୁ ଅଧିକ ରଖିବାକୁ ଚେଷ୍ଟା କରିଥାନ୍ତି । କରୋନା ଭାଇରସର ମହାମାରୀ ସମୟରେ ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କ ନିଜର ସୁନା ରଖିବା କ୍ଷମତା ବୃଦ୍ଧି କରିଚାଲିଛି । ସୁନା କିଣାବିକାର ଟ୍ରେଡ୍ ପୁରା ବର୍ଷତମାମ ଦେଖିବାକୁ ମିଳୁଛି । କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ରିଜର୍ଭ ମ୍ୟାନେଜମ୍ୟାଣ୍ଟେରେ ସୁନା ପ୍ରମୁଖ ଭୂମିକା ଗ୍ରହଣ କରାଥାଏ ।

  ପ୍ରତି ଦେଶ ନିଜ ପାଖରେ ସୁନାର ଭଣ୍ଡାର ବା ସୁନା ରିଜର୍ଭ ରଖିଥାନ୍ତି । ଏହି ସୁନାର ଭଣ୍ଡାର ପ୍ରତି ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ ରହିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଗଚ୍ଛିତ ଥିବା ସୁନାକୁ ଦେଶରେ ସଙ୍କଟ ସମୟରେ ବା ବିତ୍ତୀୟ ସୁରକ୍ଷା ପାଇଁ ବ୍ୟବହାର କରିଥାନ୍ତି ।

  କରୋନା ସମୟରେ ସୁନାର ଦାମ୍ ୫୫ହଜାର ନିକଟରେ ପହଞ୍ଚିଥିଲା । ତେବେ ଆସନ୍ତୁ ଜାଣିବା World Gold Councilର ରିପୋର୍ଟ ଅନୁସାରେ ଭାରତ ଓ ବିଶ୍ୱର କେଉଁ ଦେଶମାନଙ୍କ ନିକଟରେ ସବୁଠାରୁ ଅଧିକ ସୁନାର ଭଣ୍ଡାର ରହିଛି ।

  *ଆମେରିକା*
ସୁନା ଗଚ୍ଛିତ ରଖିବା ମାମଲାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ପୁରା ବିଶ୍ୱରେ ସବୁଠାରୁ ଅଧିକ ସୁନା ରଖିଥିବା ଦେଶ ଆମେରିକା ରହିଛି । World Gold Council ଅନୁସାରେ , ଆମେରିକା ନିକଟରେ ୮,୧୩୩.୫ ମେଟ୍ରିକ ଟନ୍ ସୁନା ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୯,୧ ପ୍ରତିଶତ ।

  *ଜର୍ମାନୀ*
ସୁନା ଗଚ୍ଛିତ ରଖିବା ମାମଲାରେ ଜର୍ମାନୀ ୨ୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଜର୍ମାନୀ ନିକଟରେ ୩,୩୬୩.୬ ମେଟ୍ରିକ ଟନ୍ ରହିଛି । ଏହା ତାର ମୋଟ ବିଦେଶ ମୁଦ୍ରା ଭଣ୍ଡାରର ୭୫ ପ୍ରତିଶତ । ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଜର୍ମାନୀ ନିକଟରେ ସବୁଠାରୁ ଅଧିକ ସୁନା ରହିଛି ।

  *ଇଟାଲୀ*
ସୁନା ଗଚ୍ଛିତ ରଖିବା ମାମଲାରେ ଇଟାଲି ବିଶ୍ୱର ତୃତୀୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଇଟାଲି ନିକଟରେ ୨,୪୫୧.୮ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭୦.୫ ପ୍ରତିଶତ ରହିଛି । ଇଟାଲି ୟୁରୋପୀୟ ଦେଶମାନଙ୍କରେ ଜର୍ମାନୀ ପର ୨ୟ ସ୍ଥାନରେ ରହିଛି । ଯାହା ନିକଟରେ ଏତେ ପରିମାଣର ସୁନା ଗଚ୍ଛିତ ରହିଛି ।

  *ଫ୍ରାନ୍ସ*
ସୁନା ଗଚ୍ଛିତ ରଖିବା ମାମଲାରେ ଫ୍ରାନ୍ସ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ଏହି ଦେଶ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ସୁନା ରଖିବା ମାମଲାରେ ତୃତୀୟ ସ୍ଥାନରେ ରହିଛି । World Gold Council ଅନୁସାରେ, ଫ୍ରାନ୍ସ ନିକଟରେ ୨,୪୩୬ ମେଟ୍ରିକ ଟନ୍ ରହିଛି । ଯାହାକି ଏହି ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରର ୬୫ପ୍ରତିଶତ ଅଟେ ।

  *ଋଷ୍*
କ୍ଷେତ୍ରଫଳ ହିସାବରେ ଦୁନିଆର ସବୁଠାରୁ ବଡ ଦେଶ ଋଷ୍ । ଏହି ଦେଶ ସୁନା ଗଚ୍ଛିତ ରଖିବା ମାମଲାରେ ପଞ୍ଚମ ସ୍ଥାନରେ ରହିଛି । World Gold Council ଅନୁସାରେ, ଋଷ୍ ନିକଟରେ ୧୦୪୦ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶତ ଅଟେ ।

  *ଚୀନ୍*
ସୁନା ଗଚ୍ଛିତ ରଖିବା ମାମଲାରେ ଭାରତର ପଡୋଶୀ ଦେଶ ଚୀନ୍ ଷଷ୍ଠ ତମ ସ୍ଥାନରେ ରହିଛି । World Gold Council ଅନୁସାରେ, ଚୀନ୍ ନିକଟରେ ୧୯୪୮,୩ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ର ଭଣ୍ଡାରର ୩.୩ ପ୍ରତିଶତ ଅଟେ ।

  *ସ୍ୱିଜରଲ୍ୟାଣ୍ଡ*
ସୁନା ଗଚ୍ଛିତ ରଖିବା ମାମଲାରେ ସ୍ୱିଜରଲ୍ୟାଣ୍ଡ ୭ତମ ସ୍ଥାନରେ ରହିଛି । World Gold Council ଅନୁସାରେ,ସ୍ୱିଜରଲ୍ୟାଣ୍ଡ ନିକଟରେ ୧,୦୪୦ ମେଟ୍ରିକ ଟନ୍ ସୁନା ରହିଛି। ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୬.୭ ପ୍ରତିଶଥ ଅଟେ ।

  *ଜାପାନ*
ଜାପାନ ସୁନା ଗଚ୍ଛିତ ରଖିବା ମାମଲାରେ ବିଶ୍ୱରେ ୮ମ ସ୍ଥାନରେ ରହିଛି । World Gold Council ଅନୁସାରେ, ଜାପାନ ନିକଟରେ ୭୬୫,୨ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୩.୧ ପ୍ରତିଶତ ରହିଛି।

  *ଭାରତ*
ଗୋଟିଏ ସମୟରେ ଭାରତକୁ ସୁନାର ଚଢେଇ ବୋଲି କୁହାଯାଉଥିଲା । କିନ୍ତୁ ବର୍ତ୍ତମାନର ସମୟରେ ଭାରତ ନିକଟରେ କେବଳ ୬୫୩ ମେଟ୍ରିକ ଟନ୍ ସୁନା ରହିଛି ।ଏହା ସହିତ ସୁନା ଗଚ୍ଛିତ ରଖିବା ତାଲିକାରେ ଭାରତ ୯ମ ସ୍ଥାନରେ ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାରର ୭.୪ ପ୍ରତିଶତ ଅଟେ 

 *ନେଦରଲ୍ୟାଣ୍ଡ*
ସୁନା ଗଚ୍ଛିତ ରଖିବା ମାମଲାରେ ନେଦରଲ୍ୟାଣ୍ଡ ବିଶ୍ୱରେ ୧୦ତମ ସ୍ଥାନ ରହିଛି । World Gold Council ଅନୁସାରେ, ନେଦରଲ୍ୟାଣ୍ଡ ନିକଟରେ ୬୧୨.୫ ମେଟ୍ରିକ ଟନ୍ ସୁନା ରହିଛି । ଯାହାକି ତାର ବିଦେଶୀ ମୁଦ୍ରା ଭଣ୍ଡାର ୭୧.୫ ପ୍ରତିଶତ ଅଟେ ।

News Comment

Photo in News

Advertisment
Lastest News
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026

You Might Also Like