-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||     

HOME   ଜିଲ୍ଲା

ବିକାଶ ର ୧୨ଜଣ ଛାତ୍ରଛାତ୍ରୀ ନିଜର ପ୍ରଥମ ପ୍ରୟାସ ରେ ସଫଳ

06-Oct-2020



ବରଗଡ଼, ୦୫-୧୦-୨୦୨୦: ଚଳିତ ଶିକ୍ଷା ବର୍ଷର ସଦ୍ୟ ପ୍ରକାଶିତ ସର୍ବ ଭାରତୀୟ ଆଇଆଇଟି ଜେଇଇ (ଏଡ୍‌ଭାନ୍ସ୍‌ଡ୍‌) ପ୍ରବେଶିକା ପରୀକ୍ଷା ୨୦୨୦ରେ ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ର ସିବିଏସ୍‌ଇ ଦ୍ୱାଦଶ ବିଜ୍ଞାନ ଶ୍ରେଣୀର ୯ଜଣ ଛାତ୍ର, ବିକାଶ ଦି କନ୍ସେପ୍ଟ୍ ସ୍କୁଲ୍ ସମ୍ବଲପୁରର ୨ଜଣ ଛାତ୍ରଛାତ୍ରୀ ଏବଂ ବିକାଶ ଆବାସିକ ବିଦ୍ୟାଳୟ ଭୁବନେଶ୍ୱର ର ୧ଜଣ ଛାତ୍ର ତାଙ୍କର ପ୍ରଥମ ପ୍ରୟାସରେ ସଫଳ ହୋଇଛନ୍ତି ବୋଲି ଅନୁଷ୍ଠାନ ର ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ ସୂଚନା ଦେଇଛନ୍ତି । ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଶାଖାର ସର୍ବ ଭାରତୀୟ ସାଧାରଣ ବର୍ଗରେ ଅଭୟ କୁମାର ଅଗ୍ରୱାଲ ୧୫୮୦୪ ର‌୍ୟାଙ୍କ୍‌, ସର୍ବ ଭାରତୀୟ ସାଧାରଣ (ଇ.ଡବ୍ଲ୍ୟୁ.ଏସ୍‌.) ବର୍ଗରେ ସ୍ୱସ୍ତିକ ମିଶ୍ର ୨୪୭୬ ର‌୍ୟାଙ୍କ୍‌, ସର୍ବ ଭାରତୀୟ ସାଧାରଣ ବର୍ଗରେ ଶୈଲେଶ ଅଗ୍ରୱାଲ ୨୧୯୭୩ ର‌୍ୟାଙ୍କ୍‌, ସର୍ବ ଭାରତୀୟ ଓବିସି ବର୍ଗରେ ଅନୁପ ସାହୁ ୬୨୯୨ ର‌୍ୟାଙ୍କ୍‌, ସର୍ବ ଭାରତୀୟ ଓବିସି ବର୍ଗରେ ଅଙ୍କିତ କୁମାର ସାହୁ ୬୮୮୧ ର‌୍ୟାଙ୍କ୍‌, ସର୍ବ ଭାରତୀୟ ଓବିସି ବର୍ଗରେ ଶୁଭମ ମେହେର ୭୫୬୦ ର‌୍ୟାଙ୍କ୍‌, ସର୍ବ ଭାରତୀୟ ଓବିସି ବର୍ଗରେ ଆକାଶ ସାହୁ ୮୯୮୪ ର‌୍ୟାଙ୍କ୍‌, ସର୍ବ ଭାରତୀୟ ଏସ୍‌ସି ବର୍ଗରେ ବିକ୍ରାନ୍ତ କୁମାର ବେହେରା ୨୧୮୮ ର‌୍ୟାଙ୍କ୍‌, ସର୍ବ ଭାରତୀୟ ପ୍ରେପ୍‌. ଏସ୍‌ଟି ବର୍ଗରେ ଭୁଲେଶ୍ୱର ଏକ୍କା ୬୦୪ ର‌୍ୟାଙ୍କ୍‌, ବିକାଶ ଦି କନ୍ସେପ୍ଟ୍ ସ୍କୁଲ୍‌, ସମ୍ବଲପୁର ଶାଖାର ଦିବ୍ୟ ରଞ୍ଜନ ଓରାମ ସର୍ବ ଭାରତୀୟ ପ୍ରେପ୍‌. ଏସ୍‌ଟି ବର୍ଗରେ ୫ ର‌୍ୟାଙ୍କ୍‌, ଅନ୍ନଦା ମଞ୍ଜରୀ ପ୍ରଧାନ ସର୍ବ ଭାରତୀୟ ପ୍ରେପ୍‌. ଏସ୍‌ଟି ବର୍ଗରେ ୧୩୫୦ ର‌୍ୟାଙ୍କ୍ ଏବଂ ବିକାଶ ଆବାସିକ ବିଦ୍ୟାଳୟ, ଭୁବନେଶ୍ୱର ଶାଖାର ସର୍ବ ଭାରତୀୟ ପ୍ରେପ୍‌. ଏସ୍‌ଟି ବର୍ଗରେ ପ୍ରିୟାଂଶୁ ମୁଣ୍ଡା ୧୫୪୦ ର‌୍ୟାଙ୍କ୍ ସହ ସଫଳତା ତାଲିକାର ଶୀର୍ଷରେ ରହି ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । 
ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ବୋର୍ଡ ତଥା ପ୍ରବେଶିକା ପରୀକ୍ଷା ପାଇଁ ଗୁଣାତ୍ମକ ମାନର ଶିକ୍ଷାଦାନ ସହ ସଫଳତା କୌଶଳ ନିମନ୍ତେ ଶିକ୍ଷାଦାନ କରାଯାଉଥିବା ହିଁ ସଫଳତାର ରହସ୍ୟ ବୋଲି ଚେୟାରମେନ୍ ଡି.ମୂରଲୀ କ୍ରୀଷ୍ଣା ପ୍ରକାଶ କରିଛନ୍ତି ଏବଂ ଶିକ୍ଷାନୁଷ୍ଠାନକୁ ବିଶ୍ୱାସ କରିଥିବା ସମସ୍ତ ଅଭିଭାବକ ତଥା କଠୋର ପରିଶ୍ରମ କରିଥିବା ଛାତ୍ରଛାତ୍ରୀ, ବୋର୍ଡ ଓ ଏନ୍‌ଟ୍ରାଂସ ପାଠ୍ୟଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ରାଜ୍ୟ ବାହାର ଅଭିମୁଖୀ ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିକାଶ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ରହି ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ନୂଆ ବାଟ ଫିଟାଇଛି ବୋଲି ଅନୁଷ୍ଠାନର ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା କହିଛନ୍ତି । ଏହି ଅନନ୍ୟ ସଫଳତାରେ ଅନୁଷ୍ଠାନର କ ବିଦ୍ୟାଳୟ ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁ ଏବଂ ବିକାଶ ଆବାସିକ ବିଦ୍ୟାଳୟ (ସିନିୟର୍ ସେକେଣ୍ଡାରୀ) ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଚିତରଞ୍ଜନ ପତି ସମସ୍ତ ସଫଳ ଛାତ୍ର ତଥା ତାଙ୍କର ମାତାପିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026

You Might Also Like