-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
25-Jun-2024
ବଲାଙ୍ଗିର (ଚିତ୍ରସେନ ବେହେରା): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଘୁଚି ପାଲି ଗ୍ରାମ ନିକଟ ରେଳ ଧାରଣାରୁ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ଶବ ପଡିଥିବାର ବଲାଙ୍ଗୀର ଜିଆର୍ପି ପୋଲିସ୍ ଖବର ପାଇଥିଲା। ଏବଂ ଘଟଣା ସ୍ଥଳରୁ ଲାଲ ସାର୍ଟ ତଥା ନୀଳ ଜିନ୍ସ ପିନ୍ଧିଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର କରିଥିଲା। ତେବେ ମୃତକର ପରିଚୟ ଏଯାଏଁ ମିଳି ନ ଥିବା ବେଳେ ବଲାଙ୍ଗୀର ଜିଆର୍ପି ପୋଲିସ୍ କେସ ନମ୍ୱର୍ ୨୨/୨୪ ରେ ମାମଲା ରୁଜୁ କରି ଶବ ଭୀମ ଭୋଇ ମେଡିକାଲ କଲେଜ୍ ଡାକ୍ତରଖାନାରେ ମର୍ଜର ରେ ରଖିଛି। ସେହିପରି ପରିଚିତ ଙ୍କୁ ଖୋଜିବାକୁ ପୋଲିସ୍ ତଦନ୍ତ ଜାରି ରଖିଛି।