-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
17-Jun-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଛାତ୍ର ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ଦୃଷ୍ଟି ରେ ରଖି ସ୍କୁଲ ଛୁଟି ଅବଧି ବୃଦ୍ଧି ଘୋଷଣା କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ପକ୍ଷରୁ ଆଦେଶ ଜାରୀ କରିଛନ୍ତି। ଆସନ୍ତାକାଲି ୧୮ ତାରିଖ ଦିନ ସ୍କୁଲ ଖୋଲିବା କୁ ଥିବା ବେଳେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଅବଧି ବୃଦ୍ଧି କରିଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ବ୍ଲକ ସ୍କୁଲ ଅଧିକାରୀ, ପ୍ରଧାନ ଶିକ୍ଷକ/ଶିକ୍ଷଯାତ୍ରୀ, ଅଧ୍ୟକ୍ଷ ଉଚ୍ଚ ମାଧ୍ୟମିକ ସ୍କୁଲ, ଆଦର୍ଶ ବିଦ୍ୟାଳୟ, ଘରୋଇ ସ୍କୁଲ,ଗୁଡିକରେ ଛୁଟି ଅବଧି ବୃଦ୍ଧି ହେବା ସହ ଆବଶ୍ୟକ କାର୍ଯ୍ୟକାରିତା ପାଇଁ ଆଦେଶ ଦେଇଛନ୍ତି।