-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
02-Jun-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ )
ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ଅବସର ରେ ଆଜି ମନମୁଣ୍ଡା ସୁବର୍ଣ୍ଣମେରୁ ଶୈବ ପୀଠ ଠାରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଏହି ଅବସର ରେ ସୋନପୁର ର ବିଭିନ୍ନ ଶୈବ ପୀଠ ରେ ମଧ୍ଯ ବିଗତ ରବିବାର ମାନଙ୍କ ରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଆଜି ମନମୁଣ୍ଡl ସଫେଇ କାର୍ଯ୍ୟକ୍ରମ ପରେ ପରେ ପୁରୀ ବାଣ ବିସ୍ପୋରଣ ରେ ଗୁରୁତର ଆହତ ଙ୍କ ପାଇଁ ଆରୋଗ୍ୟ କାମନା କରି ମନମୁଣ୍ଡl ଶୈବ ପୀଠ ରେ ସାମୂହିକ ପ୍ରାର୍ଥନା କଲେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡl ସଦସ୍ୟ l