-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ଶିଶୁ ଓ ସ୍ତ୍ରୀ କୁ ଛାଡି କୁଆଡେ ଚାଲିଯାଇଛି ଲମ୍ପଟ ସ୍ବାମୀ, ପ୍ରଚଣ୍ଡ ରୌଦ୍ରତାପରେ ଖୋଜୋଛି ସ୍ବାମୀ ର ଠିକଣା

02-Jun-2024



ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ) ଆଗ କାଳର ପ୍ରେମ  ମର୍ଯ୍ୟାଦା ଥିଲା ଯାହାକି ପ୍ରେମ ପାଇଁ ଲୋକେ ବଳିଦାନ ଦେଇ ଦେଉଥିଲେ ।ଲୋକେ ସାସ୍ବତ ପ୍ରେମ କରି ଇତିହାସରେ ଲିପିବଦ୍ଧ ହେଉଥିଲେ କିନ୍ତୁ ଆଜିକାଲି ର ପ୍ରେମ ର କିଛି ମର୍ଯ୍ୟାଦା ହିଁ ନାହିଁ। ଆଜିକାଲି ର ପ୍ରେମ ରେ ଖାଲି ଭରି ରହିଛି ଲାଲସା ଓ କାମନାର ମହକ ।ନିଜ ଖୁସି ପାଇଁ ପ୍ରେମିକ ଓ ପ୍ରେମିକା କିଛି ବି କରିଦେଉଛନ୍ତି ହେଲେ ଭବିଷ୍ୟତରେ ତାହା କଣ୍ଟା ସାଜୁଛି ଓ ଦୁଃଖର ଜୁଆର ମାଡି ଆସୁଛି। ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ପୋଲିସ ଡାଏରୀ ରେ ଲେଖା ହେଉଛି ପ୍ରେମ ପ୍ରତାରଣା ଓ ଧୋକା , ଶାରୀରିକ ସମ୍ପର୍କ ରଖି ପ୍ରେମିକ ଫେରାର, ପ୍ରେମିକ ସହ ମିଳନ ସମୟରେ ଗଣ ଦୁଷ୍କର୍ମ ର ଶିକାର, ମହିଳା ଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର, ନାରୀ ନିର୍ଯ୍ୟାତନାର ଶିକାର, ଯୌତୁକ ପାଇଁ ବଧୂ ହତ୍ୟା, ପରକୀୟା ପ୍ରୀତିର କରୁଣ ପରିଣତି, ନାବାଳିକା ଝିଅ ପ୍ରତି ଅନ୍ୟାୟ ଅତ୍ୟାଚାର ଆହୁରି ଅନେକ ପ୍ରେମ ସମ୍ବନ୍ଧୀୟ ଘଟଣା। କିନ୍ତୁ ପ୍ରକୃତ ରେ ଏଥିରେ ନିଜର ହିଁ ଭୁଲ୍ ରହୁଛି କାହିଁକି ନାଁ ଆଜିକାଲି ସୁନ୍ଦର ହୃଦୟ କୁ ନୁହେଁ ସୁନ୍ଦର ଚେହେରା ଦେଖି ପ୍ରେମ ହେଉଛି। ଆଜିକାଲି ଗରିବ ମଣିଷ କୁ ନୁହେଁ ଧନୀକ ଶ୍ରେଣୀର ପୁଅଙ୍କୁ ହିଁ ପ୍ରେମ କରାଯାଉଛି।ପରେ ସେଥିରେ ଅନେକ କଷ୍ଟ ଭୋଗିବାକୁ ପଡୁଛି। ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଝାରମୁଣ୍ଡା ଗାଁ ର ସାବିତ୍ରୀ ତରିଆ ୨୦୧୨ ମସିହାରେ ଉକ୍ତ ଗାଁ ର ନିରୋଜ ଧରୁଆ ଙ୍କ ସହ ପ୍ରେମ ସମ୍ପର୍କ ରଖି ଧିରେ ଧିରେ ନିବିଡ ହୋଇ ବାହାର ରାଜ୍ୟକୁ ଚାଲିଯାଇଥିଲେ। ସେଠାରେ ଗୋଟିଏ ଘରୋଇ କମ୍ପାନୀରେ କାମ କରି ଭଲ ଦୁଇ ପଇସା ରୋଜଗାର କରି ଖୁସିରେ ରହୁଥିଲେ। କିଛି ଦିନ ପରେ ଦୁହିଁଙ୍କ ଔରସରୁ ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା।ଲୋକେ ପୁତ୍ର ସନ୍ତାନ ଟିଏ ପାଇବା ପାଇଁ କେତେ ପୂଜା ପାଠ କରୁଥିବା ବେଳେ ସେହି ପୁତ୍ର ସନ୍ତାନ ପାଇବା ପରେ ନିରୋଜ ଧରୁଆ ର ମନରେ ଭରି ଯାଇଥିଲା ରାକ୍ଷସ ପ୍ରକୃତି। ପୁଅକୁ ବିକ୍ରି କରିବା ସହ ଅନେକଥର ସାବିତ୍ରୀଙ୍କୁ ପ୍ରବର୍ତ୍ତାଇ ଥିବା ବେଳେ ସାବିତ୍ରୀ ଅରାଜି ହୋଇଥିବା ବେଳେ ବାପା ମାଁ ମଧ୍ୟ ଅରାଜି ହେଲେ । ରାକ୍ଷସ ପ୍ରକୃତି ର ନିରୋଜ କିଛି ଉପାୟ ନ ପାଇ ମାଁ ଓ ଶିଶୁ ଙ୍କୁ ଛାଡି ଫେରାର ମାରିଥିବା ବେଳେ ନିଃସହାୟ ମହିଳା ଜଣକ ଶିଶୁଙ୍କୁ ଧରି ବଲାଙ୍ଗିର ଟାଉନ ଥାନା ରେ ଏତଲା ଦେଇଛନ୍ତି। ବର୍ତ୍ତମାନ ୪୬% ଡିଗ୍ରୀ ଖରାରେ ନିଃସହାୟ ମହିଳା ଜଣକ ଶିଶୁଙ୍କୁ ଧରି ଥାନା ର ଦ୍ବାରସ୍ଥ ହେବା ଦୃଶ୍ୟଟି ସାରା ବଲାଙ୍ଗିର ରେ ଚହଳ ସୃଷ୍ଟି କରୁଛି। ସତରେ କ'ଣ ପୋଲିସ ପ୍ରଶାସନ ସେହି ରାକ୍ଷସ ସ୍ବାମୀ କୁ ଆଣି ସ୍ତ୍ରୀ ସହିତ ସାକ୍ଷାତ କରାଇ ଦୁହିଁଙ୍କୁ ବୁଝାଇ ପରିବାରରେ କିଛି ଝଡ଼ ତୋଫାନ ନ ଆସିବାକୁ ଦେବ କି ନାହିଁ ତାହା ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like