-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
02-Jun-2024
ବଲାଙ୍ଗିର (ପୁର୍ଣ୍ଣ ଶଶୀ ଶେଖର ରାଓ) ଆଗ କାଳର ପ୍ରେମ ମର୍ଯ୍ୟାଦା ଥିଲା ଯାହାକି ପ୍ରେମ ପାଇଁ ଲୋକେ ବଳିଦାନ ଦେଇ ଦେଉଥିଲେ ।ଲୋକେ ସାସ୍ବତ ପ୍ରେମ କରି ଇତିହାସରେ ଲିପିବଦ୍ଧ ହେଉଥିଲେ କିନ୍ତୁ ଆଜିକାଲି ର ପ୍ରେମ ର କିଛି ମର୍ଯ୍ୟାଦା ହିଁ ନାହିଁ। ଆଜିକାଲି ର ପ୍ରେମ ରେ ଖାଲି ଭରି ରହିଛି ଲାଲସା ଓ କାମନାର ମହକ ।ନିଜ ଖୁସି ପାଇଁ ପ୍ରେମିକ ଓ ପ୍ରେମିକା କିଛି ବି କରିଦେଉଛନ୍ତି ହେଲେ ଭବିଷ୍ୟତରେ ତାହା କଣ୍ଟା ସାଜୁଛି ଓ ଦୁଃଖର ଜୁଆର ମାଡି ଆସୁଛି। ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ପୋଲିସ ଡାଏରୀ ରେ ଲେଖା ହେଉଛି ପ୍ରେମ ପ୍ରତାରଣା ଓ ଧୋକା , ଶାରୀରିକ ସମ୍ପର୍କ ରଖି ପ୍ରେମିକ ଫେରାର, ପ୍ରେମିକ ସହ ମିଳନ ସମୟରେ ଗଣ ଦୁଷ୍କର୍ମ ର ଶିକାର, ମହିଳା ଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର, ନାରୀ ନିର୍ଯ୍ୟାତନାର ଶିକାର, ଯୌତୁକ ପାଇଁ ବଧୂ ହତ୍ୟା, ପରକୀୟା ପ୍ରୀତିର କରୁଣ ପରିଣତି, ନାବାଳିକା ଝିଅ ପ୍ରତି ଅନ୍ୟାୟ ଅତ୍ୟାଚାର ଆହୁରି ଅନେକ ପ୍ରେମ ସମ୍ବନ୍ଧୀୟ ଘଟଣା। କିନ୍ତୁ ପ୍ରକୃତ ରେ ଏଥିରେ ନିଜର ହିଁ ଭୁଲ୍ ରହୁଛି କାହିଁକି ନାଁ ଆଜିକାଲି ସୁନ୍ଦର ହୃଦୟ କୁ ନୁହେଁ ସୁନ୍ଦର ଚେହେରା ଦେଖି ପ୍ରେମ ହେଉଛି। ଆଜିକାଲି ଗରିବ ମଣିଷ କୁ ନୁହେଁ ଧନୀକ ଶ୍ରେଣୀର ପୁଅଙ୍କୁ ହିଁ ପ୍ରେମ କରାଯାଉଛି।ପରେ ସେଥିରେ