-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ଜିଲ୍ଲା

ମନୋଜ ଜୈନ ଓଡିଶା ପ୍ରାନ୍ତୀୟ ସଭାର ନୂତନ ଅଧ୍ୟକ୍ଷ ନିର୍ବାଚିତ

29-May-2024



ସିନ୍ଧେକେଲା(ଦୀନେଶ ଜୈନ )- ଓଡିଶା ପ୍ରାନ୍ତୀୟ ଜୈନ ଶ୍ୱେତାମ୍ବର ତେରାପଂଥ ସଭାର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ରେ ବିରାଜମାନ କରିଥିବା ଜୈନ ତେରାପଂଥ ଧର୍ମସଙ୍ଘ ଆଚାର୍ଯ୍ୟଶ୍ରୀ ମହାଶ୍ରମଣଙ୍କ ଶୁସୀଷ୍ୟା ସମଣି ନିର୍ଦେଶୀକା ଜିନ ପ୍ରଜ୍ଞାଜି ଓ ସମଣି କ୍ଷାନ୍ତି ପ୍ରଜ୍ଞାଜି ଙ୍କ ସାନିଧ୍ୟରେ ଅନୁଷ୍ଠିତ ସଭାରେ ସର୍ବ ପ୍ରଥମେ ନମସ୍କାର ମହାମନ୍ତ୍ର ଦ୍ୱାରା କାର୍ଯ୍ୟକ୍ରମର ସୁଭାରମ୍ବ କରାଗଲା । ଅଧ୍ୟକ୍ଷ ମୁକେଶ ଜୈନଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଅନୁପ ଜୈନ , କୋଷାଧ୍ୟକ୍ଷ ସୁଦର୍ଶନ ଜୈନ ବିଗତ ୨ ବର୍ଷର ଆୟବ୍ୟୟ ର ହିସାବ କିତାବ ପ୍ରସ୍ତୁତ କରିଥିଲେ । ନୂତନ ଅଧ୍ୟକ୍ଷ ପଦ ପାଇଁ ଦୁଇଜଣ ପ୍ରାର୍ଥୀ ଥିବାରୁ ସିଏ ନରେନ୍ଦ୍ର ଜୈନ ଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ବ ଦିଆଯାଇଥିଲା ଓ ତାଙ୍କ ନେତୃତ୍ୱରେ ମତଦାନ ଆରମ୍ବ ହୋଇଥିଲା । ପୁରା ପଶ୍ଚିମ ଓଡ଼ିଶାରେ ମୋଟ ଭୋଟର ୩୭୧ ଜଣ ରହିଥିବା ବେଳେ ୧୫୩ ଜଣ ମତଦାନ କରିଥିଲେ ସେଥିମଧ୍ୟରୁ ୨ ଟି ଭୋଟ ନାକଚ ହୋଇଥିଲା । ପ୍ରାର୍ଥୀ ବଲାଙ୍ଗୀର ର ମନୋଜ ଜୈନଙ୍କୁ ୯୧ ଖଣ୍ଡ ଭୋଟ ମିଳିଥିବା ବେଳେ ଅନ୍ୟ ପ୍ରାର୍ଥୀ ଟିଟିଲାଗଡ଼ର ଗୋବିନ୍ଦ ଜୈନଙ୍କୁ ୬୦ ଖଣ୍ଡ ଭୋଟ ମିଳିଥିଲା । ସେହିପରି ଭାବରେ ମନୋଜ ଜୈନ ୩୧ ଖଣ୍ଡ ଭୋଟ ଅଧିକା ପାଇବାରୁ ତାଙ୍କୁ ନିର୍ବାଚନ ଅଧିକାରୀ ନୂତନ ଅଧ୍ୟକ୍ଷ ଘୋଷଣା କରିଥିଲେ । ନୂତନ ଅଧ୍ୟକ୍ଷ ଭାବେ ବିଜୟୀ ହୋଇଥିବା ମନୋଜ ଜୈନ ତାଙ୍କ ପ୍ରତିକ୍ରିୟାରେ ସଂଘୀୟ କାର୍ଯ୍ୟ ପାଇଁ ଆଗାମୀ ଦିନରେ ବିଭିନ୍ନ ପ୍ରକାର କାର୍ଯ୍ୟ କରିବା ପାଇଁ ପ୍ରକାଶ କରିଥିଲେ । ସମ୍ପାଦକ ଅନୁପ ଜୈନ ମଞ୍ଚ ପରିଚାଳନା କରିଥିବାବେଳେ  ମହାସଭା ଆଞ୍ଚଳିକ ପ୍ରଭାରୀ ଛତ୍ରପାଳ ଜୈନ , ପ୍ରାନ୍ତୀୟ ସଭା କୋଷାଧ୍ୟକ୍ଷ ସୁଦର୍ଶନ ଜୈନ , ସହ ସମ୍ପାଦକ ସୁନିଲ ଜୈନ , ମହାସଭା କାର୍ଯ୍ୟକାରିଣୀ ସଦସ୍ୟ ଭୁପେନ ଜୈନ , କଣ୍ଟାବାଞ୍ଜି ଶାଖା ଅଧ୍ୟକ୍ଷ ଯୁବରାଜ ଜୈନ , ବଲାଙ୍ଗିର ସଭା ଅଧ୍ୟକ୍ଷ ଧୁବ ଜୈନ , ତୁଷୁରା ସଭା ଅଧ୍ୟକ୍ଷ ଅଶୋକ ଜୈନ , ସାୱାରିଆ ଜୈନ , ଗଣେଶ ଜୈନ , ସଞ୍ଜୟ ଜୈନ , ପ୍ରସନ୍ନ ଜୈନ , ନରେନ୍ଦ୍ର ଜୈନ , ମାଣିକ ଚନ୍ଦ୍ର ଜୈନ ,  ସମେତ ଟିଟିଲାଗଡ଼ , କଣ୍ଟାବାଞ୍ଜି , ସିନ୍ଧେକେଲା , ବଙ୍ଗୋମୁଣ୍ଡା , ନବରଙ୍ଗପୁର , ରାୟଗଡା , ସଇଁନ୍ତଲା , କେସିଙ୍ଗା , ବେଳପଡା ଗ୍ରାମର ବହୁ ଜୈନ ଧର୍ମାବଲମ୍ବୀ ଲୋକମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମନୋଜ ଜୈନ ପ୍ରାନ୍ତୀୟ ସଭା ନୂତନ ଅଧ୍ୟକ୍ଷ ନିର୍ବାଚିତ ହେଲାପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେ ତାଙ୍କର କାର୍ଯ୍ୟକାରିଣୀ କମିଟି ଗଠନ କଲାପରେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like