-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଅସହ୍ୟଅସହ୍ୟ ଗରମରେ ସିନ୍ଧେକେଲା ଅଞ୍ଚଳ ଗରମ ତାବାରେ ବସିଛି, ଏବେଠୁ ସଚେତନ ନ ହେଲେ ଆଗକୁ ଆହୁରି କଷ୍ଟ ବଢିପାରେ

29-May-2024



ବର୍ତ୍ତମାନ ସବୁ ଆଡେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଆଉ ଏହି ଗ୍ରୀଷ୍ମ ଋତୁ ଅବା ଗରମ ମାସ ଆସିଲେ ବିଶେଷ କରି ଟିଟିଲାଗଡ ବେଶ ଚର୍ଚ୍ଚାରେ ରହିଥାଏ। ଆଉ ସେହି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳ ମଧ୍ୟ ଗରମ ତାବା ଭଲି ତାତି ଉଠେ। ଏବଂ ଅଞ୍ଚଳର ଜନ ସାଧାରଣ ମଧ୍ୟ ସତେ ଯେମିତି ଗରମ ତାବା ରେ ପଡ଼ି ଆଉଟୁ ପାଉଟୁ ହୋଇଯାଆନ୍ତି। କାହିଁକି ନା ସିନ୍ଧେକେଲା ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗ ରେ ବଡ଼ବଡ଼ ପାହାଡ଼ ଦଣ୍ଡାୟମାନ ଥିବାବେଳେ କେବଳ ଗୋଟିଏ ଖୁଜେନ ପାହାଡ଼ରେ ଗଛ ଥିବା ବେଳେ ଗୀତଘରା ଓ ନିଶାନୀ ଲଣ୍ଡା ପାହାଡ଼ ହୋଇ ରହିଛି। ତେବେ ବନବିଭାଗ ତରଫରୁ କିଛି ବର୍ଷ ତଳେ ବନିକରଣ କରାଯାଇଥିଲେ ହେଁ ତାହା ଆଶାନୁରୂପ ବଢିପାରୁନାହିଁ। ଏପଟେ ସିନ୍ଧେକେଲା ର ଦକ୍ଷିଣ ଦିଗରେ ଥିବା ବିସ୍ତୀର୍ଣ୍ଣ ଉନ୍ଦେର ନଦୀରୁ ଲଗାତାର ବାଲି ଉତ୍ତୋଳନ ଯୋଗୁଁ ଆହୁରି ସମସ୍ୟା ବଢିବାରେ ଲାଗିଥିବା ସଚେତନ ଲୋକେ ଅଭିଯୋଗ କରନ୍ତି। ଅସହ୍ୟ ଗରମରେ ଦିନ ୧୧ ଟା ପରେ ରାସ୍ତା ଘାଟ ଶୁନଶାନ୍ ହୋଇଯାଉଥିବା ଦେଖାଯାଇଛି। କିନ୍ତୁ ଏବେ ବେଳ ଆସିଯାଇଛି ସଚେତନ ହେବାର ଏବେ ସମୟ ଆସିଯାଇଛି ପ୍ରକୃତି ଦେଇଥିବା ପ୍ରାକୃତିକ ସମ୍ପଦର ସୁରକ୍ଷା କରି ଜଙ୍ଗଲ ବଢାଇବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ନଜର ଦେବାକୁ ପଡ଼ିବ ନ ହେଲେ ଆଗକୁ ସିନ୍ଧେକେଲା ଅଞ୍ଚଳ ବାସୀ ଏ ଅଞ୍ଚଳରେ ବସବାସ କରିବା ବେଶ କଷ୍ଟକର ହୋଇପଡିବ ବୋଲି ସମାଜସେବୀ ଅନିଲ କୁମାର ତ୍ରିପାଠୀ , ବଣିକ ସଂଘ ସଭାପତି ସୁବାଷ ଜୈନ , ସାମ୍ବାଦିକ ଦୀନେଶ ଜୈନ , ଯୁବନେତା ନରେଶ ରଣା, ଯୁବନେତା ଯୁବରାଜ ବାଗ ପ୍ରମୁଖ କହିଛନ୍ତି। ଗରମରେ ସିନ୍ଧେକେଲା ଅଞ୍ଚଳ ଗରମ ତାବାରେ ବସିଛି, ଏବେଠୁ ସଚେତନ ନ ହେଲେ ଆଗକୁ ଆହୁରି କଷ୍ଟ ବଢିପାରେ। 
ବର୍ତ୍ତମାନ ସବୁ ଆଡେ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଆଉ ଏହି ଗ୍ରୀଷ୍ମ ଋତୁ ଅବା ଗରମ ମାସ ଆସିଲେ ବିଶେଷ କରି ଟିଟିଲାଗଡ ବେଶ ଚର୍ଚ୍ଚାରେ ରହିଥାଏ। ଆଉ ସେହି ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳ ମଧ୍ୟ ଗରମ ତାବା ଭଲି ତାତି ଉଠେ। ଏବଂ ଅଞ୍ଚଳର ଜନ ସାଧାରଣ ମଧ୍ୟ ସତେ ଯେମିତି ଗରମ ତାବା ରେ ପଡ଼ି ଆଉଟୁ ପାଉଟୁ ହୋଇଯାଆନ୍ତି। କାହିଁକି ନା ସିନ୍ଧେକେଲା ପୂର୍ବ, ପଶ୍ଚିମ ଓ ଉତ୍ତର ଦିଗ ରେ ବଡ଼ବଡ଼ ପାହାଡ଼ ଦଣ୍ଡାୟମାନ ଥିବାବେଳେ କେବଳ ଗୋଟିଏ ଖୁଜେନ ପାହାଡ଼ରେ ଗଛ ଥିବା ବେଳେ ଗୀତଘରା ଓ ନିଶାନୀ ଲଣ୍ଡା ପାହାଡ଼ ହୋଇ ରହିଛି। ତେବେ ବନବିଭାଗ ତରଫରୁ କିଛି ବର୍ଷ ତଳେ ବନିକରଣ କରାଯାଇଥିଲେ ହେଁ ତାହା ଆଶାନୁରୂପ ବଢିପାରୁନାହିଁ। ଏପଟେ ସିନ୍ଧେକେଲା ର ଦକ୍ଷିଣ ଦିଗରେ ଥିବା ବିସ୍ତୀର୍ଣ୍ଣ ଉନ୍ଦେର ନଦୀରୁ ଲଗାତାର ବାଲି ଉତ୍ତୋଳନ ଯୋଗୁଁ ଆହୁରି ସମସ୍ୟା ବଢିବାରେ ଲାଗିଥିବା ସଚେତନ ଲୋକେ ଅଭିଯୋଗ କରନ୍ତି। ଅସହ୍ୟ ଗରମରେ ଦିନ ୧୧ ଟା ପରେ ରାସ୍ତା ଘାଟ ଶୁନଶାନ୍

ହୋଇଯାଉଥିବା ଦେଖାଯାଇଛି। କିନ୍ତୁ ଏବେ ବେଳ ଆସିଯାଇଛି ସଚେତନ ହେବାର ଏବେ ସମୟ ଆସିଯାଇଛି ପ୍ରକୃତି ଦେଇଥିବା ପ୍ରାକୃତିକ ସମ୍ପଦର ସୁରକ୍ଷା କରି ଜଙ୍ଗଲ ବଢାଇବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ନଜର ଦେବାକୁ ପଡ଼ିବ ନ ହେଲେ ଆଗକୁ ସିନ୍ଧେକେଲା ଅଞ୍ଚଳ ବାସୀ ଏ ଅଞ୍ଚଳରେ ବସବାସ କରିବା ବେଶ କଷ୍ଟକର ହୋଇପଡିବ ବୋଲି ସମାଜସେବୀ ଅନିଲ କୁମାର ତ୍ରିପାଠୀ , ବଣିକ ସଂଘ ସଭାପତି ସୁବାଷ ଜୈନ , ସାମ୍ବାଦିକ ଦୀନେଶ ଜୈନ , ଯୁବନେତା ନରେଶ ରଣା, ଯୁବନେତା ଯୁବରାଜ ବାଗ ପ୍ରମୁଖ କହିଛନ୍ତି।

(ଅନୀଲ କୁମାର ତ୍ରିପାଠୀ )


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like