-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
23-May-2024
(ଡୋଲୋଶ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ସୋସେଙ୍ଗ ଗ୍ରାମପଞ୍ଚାୟତ ଶିବନାରାୟଣପୁର ଠାରେ ମାଓ ଏବଂ ଏସ ଓ ଜି ଯବାନ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଜଣେ ଯବାନ ଙ୍କ ବେକ ରେ ଗୁଳି ବାଜି ଆହତ ହୋଇଥିଲେ। ଯବାନ ଜଣଙ୍କ ପ୍ରକାଶ ସାଇ ଙ୍କ ଚିକିତ୍ସା ନେଇ ଛତିଶଗଡ ରାମକୄଷ୍ଣ ଚିକିତ୍ସିତ ହେଉଥିଲେ। ଆଜି ନୂଆପଡ଼ା ଏସ ପି ଗୁଣ୍ଡଳା ରେଡ୍ଡୀ ରାଘବେନ୍ଦ୍ର ରାୟପୁର ଠାରେ ଯବାନ ଙ୍କୁ ସାକ୍ଷାତ କରି ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିରତା, ଥିବା ପ୍ରକାଶ କରିଛନ୍ତି।