-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
12-May-2024
ପାଟଣାଗଡ (ପୂର୍ଣ ଶଶୀ ଶେଖର ରାଓ ).ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମ କୁ ଯାଇ ଆଲୋଚନା, ମିଶ୍ରଣ ପର୍ବ ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ ଏବଂ ବିଜେଡି କାର୍ଯ୍ୟକର୍ତ୍ତା ବିଭିନ୍ନ ଗ୍ରାମ ର ପଡ଼ା ଓ ପାଲି କୁ ଯାଇ ଜନସାଧାରଣ ଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ