-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ସମାଜ ପାଠକ ମଞ୍ଚର ତୃତୀୟ ବୈଠକ, ସମାଜରେ ନାରୀକୁ ପୂର୍ଣ ସ୍ଵାଧୀନତା ମିଳି ନାହିଁ, ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ

29-Apr-2024



ଡୁଙ୍ଗୁରିପାଲି(ତୁଳସୀ ପ୍ରସାଦ ଦାଶ)-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସମାଜ ପାଠକ ମଞ୍ଚର ତୃତୀୟ ମାସିକ ବୈଠକ ସ୍ଥାନୀୟ ପୁରୁଣା କରତ କଳ ପରିସରରେ ସଭାପତି ମଧୁସୁଦନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ  ଶିଶୁ ସାହିତ୍ୟକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠି ସଭା ପରିଚାଳନା କରିଥିଲେ । ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପରେ ସଭା କାଯ୍ୟ ଆରମ୍ଭ ହୋଇଥିଲା । ବିଶିଷ୍ଟ ବିଜ୍ଞାନ ଶିକ୍ଷକ ପ୍ରାଣବନ୍ଧୁ ହୋତା ମଧୁବାବୁଙ୍କ ଜୟନ୍ତୀ ଅବସରରେ ସ୍ବତନ୍ତ୍ର ପ୍ରଦେଶ ଗଠନରେ ତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ । ପରେ ଆଜିର ସମାଜରେ “ମହିଳା କେତେଦୂର ସ୍ବାବଲମ୍ବୀ” ଉପରେ ଆଲୋଚନା କରାଯାଇଥୁଲା । ବର୍ତ୍ତମାନ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ସମକକ୍ଷ ହୋଇଥିଲେ ମଧ୍ୟ ସବୁକ୍ଷେତ୍ରରେ ସ୍ବାବଲମ୍ବୀ ନୁହେଁ । ବର୍ତ୍ତମାନ ମଧ୍ଯ ଜଣେ ନାରୀ ରାତି ବାରଟାରେ ପୁରୁଷ ଭଳି ଏକାକି ରାସ୍ତାରେ ବୁଲି ପାରିଲେ ଜାଣିବା ମହିଳା ସ୍ବାବଲମ୍ବୀ ଏବଂ ପୁରୁଷମାନଙ୍କ ସହିତ ସମକକ୍ଷ । ପ୍ରାଣବନ୍ଧୁ ହୋତା ମେଘାଳୟର ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସ୍ବାବଲମ୍ବୀ ଏବଂ କର୍ମଠ ଓ ସେମାନେ କିପିର ପାହାଡିଆ ଅଂଚଳରେ ପୁରୁଷଙ୍କଠାରୁ ଅଧିକ ପରିଶ୍ରମି ସେ ଉପରେ ଆଲୋକପାତ କରିଥିଲେ । ଜଗନ୍ନାଥ ମିଶ୍ର ଦେଶର ବିଦୂଷୀ ମହିଳା ମାନଙ୍କ ଜିବନୀ ଉପରେ ଆଲୋକପାତ କରି ପୁରୁଷମାନଙ୍କ ସହିତ କିରିରି ସମକକ୍ଷ ବୋଲି ଉଦାହରଣରେ ବୈଚନ୍ଦ୍ରିପାଳ, କଳ୍ପନା ଚାୱାଲ, ଇନ୍ଦିରା ଗାନ୍ଧୀ ଙ୍କ ଉପରେ ଆଲୋକପାତ କରିଥିଲେ । ଇନ୍ଦିରା ସାହୁ ମହିଳା ମାନଙ୍କୁ ପୁରୁଷ କୈନ୍ଦ୍ରିକ ପରିବାରେ, ସମାଜରେ ଆଗକୁ ବଢି ଦିଆଯାଉ ନାହିଁ । ମହିଳାମାନଙ୍କୁ ଲକ୍ଷ୍ମଣ ରେଖା ମଧ୍ଯରେ ରଖାଯାଇ ସେମାନଙ୍କ ମାନସିକ ସ୍ତରକୁ ଦୁର୍ବଳ କରିଦିଆଯିବା ସହିତ ଜଣେ ପୁରୁଷ ନିଜର ଝିଅକୁ ଯେଉଁ ଦୃଷ୍ଟିରେ ଦେଖୁଛି ଅନ୍ୟର ଝିଅକୁ ସେହି ସମାନ ଦୃଷ୍ଟିରେ ଦେଖୁଲେ ଅନେକ ସକରାତ୍ମକ ପରିବର୍ତ୍ତନ ହୁଅନ୍ତା ବୋଲି କହିଥିଲେ । ଗୋବିନ୍ଦ ଚନ୍ଦ୍ର ତ୍ରିପାଠି ପୁରାଣର ଏକ ଶ୍ଳୋକ ମାଧ୍ୟମରେ ଜଣେ ମହିଳା ତାଙ୍କର ସ୍ବାମୀଙ୍କ ମନ୍ତ୍ରୀ ପରି ଉପଦେଶ, ମାତୃ ପରି ଭୋଜନ ଅର୍ପଣ, ସ୍ତ୍ରୀ ପରି ତାର କାଯ୍ୟ ସଂପାଦନ କଲେ ସେ ହିଁ ଉପଯୁକ୍ତ ମହିଳା ବୋଲି କହିଥିଲେ । ବିଭୁଦତ୍ତ ବିଶ୍ଵାଳ ବର୍ତମାନ ସମାଜରେ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଜର ସ୍ବାର୍ଥ ପାଇଁ ଲଗାଯିବା ସହିତ ପ୍ରକୃତରେ ସେମାନଙ୍କୁ ସାମାଜିକ ସ୍ବୀକୃତି କିମ୍ବା ସ୍ବାଧୁନତା ଦିଆଯାଉ ନାହିଁ । ବିଭିନ୍ନ ସଚେତନ କାଯ୍ୟକ୍ରମରେ ମହିଳାମାନେ ଯେଭଳି ଦାୟିତ୍ୱ ନେବା କଥା ସମାଜ ସେ ଦୃଷ୍ଟିରେ ଦେଖୁ ନାହାନ୍ତି ବୋଲି କହିଥୁଲା ।ଆହୁରି ମଧ୍ୟ ଶ୍ରୀବିଶ୍ଵାଳ ଗୋପବନ୍ଧୁଙ୍କ ଜୀବନୀ ଶୈଳୀ, ଓଡିଶା ପ୍ରତି ତାଙ୍କର ଅବନଦାନ, ସମାଜ ଖବର କାଗର ଲାଭାଂଶ ଓଡିଆମାନଙ୍କୁ ପାଇଁ ଦାନ କରିବା ଭଳି ଅନେକ ସମାଜ ସଂସ୍କାର କାଯ୍ୟ କରିଥିବାରୁ ତାଙ୍କୁ ମରୋଣତ୍ତର ଭାରତ ରତ୍ନ ପ୍ରଦାନ କରାଯିବାକୁ ବୈଠକରେ ଉପସ୍ଥାପନ କରିଥିଲେ । ଏଥୁରେ ଉପସ୍ଥିତ ସମସ୍ତ ସଦସ୍ୟ ଉକ୍ତ ପ୍ରସ୍ତାବକୁ ବିଭିନ୍ନ ସଂଗଠନ, ସଂସ୍ଥା, ବ୍ୟକ୍ତିବିଶେଷ ଗୁରୁତ୍ୱ ଯେପରି ଦେବ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ ହୋଇ ପାରିବ ସେଉପରେ କାଯ୍ୟ କରିବାକୁ ମତାମତ ଉପସ୍ଥାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କରମଚନ୍ଦ୍ର ବାରିକ, ରାମଗୋପାଳ ଭୋଇ, ପ୍ରଶାନ୍ତ ସେଠ, ସୁଦାମ ସାହୁ, ତୁଳସୀ ପ୍ରସାଦ ଦାଶ, ପ୍ରକାଶ କୁମାର ହାତୀ ପ୍ରମୁଖ ଆଲୋଚନାରେ ଅଂଶ କରିଥିଲେ । ଶେଷରେ ସ୍ଥାନୀୟ ପ୍ରତିନିଧ୍ ରତ୍ନାକର ସେଠ ଧନ୍ୟବାଦ ଅର୍ପଣ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like