-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ମରଣ ଯନ୍ତା ପାଲଟିଛି ବାଇପାସ୍ ରାସ୍ତା ,  ବିଭାଗୀୟ ଅଧିକାରୀ ଅନ୍ୟ ବାଭାଗ ଅଧିକାରୀ ଙ୍କୁ ଦୋଷା ରୋପ କରିବାରେ ବ୍ୟସ୍ତ  

24-Apr-2024



ତରଭା(କପିଳାସ ସେଠ): ତରଭା  ସହରର ରେ ଟ୍ରାଫିକ ସମସ୍ଯା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସମସ୍ୟା ଦୂର କରିବା ପାଇଁ ଯୋଜନା ଓ ବ୍ୟବସ୍ଥା କରାଯାଉଛି ହେଲେ ସୋନପୁର ପି.ଡବ୍ଲୁ.ଡି ବିଭଗୀୟ ଅଧିକାରୀ ଓ ସ୍ଥାନୀୟ ଏନ ଏ ସି ପ୍ରଶାସନ ମଧ୍ୟ୍ୟ ସମୁନୟତା ଅଭାବ ରେ କାଦୁଅ ଫିଙ୍ଗା ଫିଙ୍ଗି ଯୋଗୁଁସାଧାରଣ ଜନତା ମରଣ ଯନ୍ତା ରେ ଘାଣ୍ଟି ହେଉଛନ୍ତି  I  ଟ୍ରାଫିକ ସମସ୍ୟା କୁ ଦିଗୁଣିତ କରି ପକାଉଛିଅଧିକାରୀ ଙ୍କ ଅଣା ଦେଖା ଯୋଗୁଁ I ଅଭିଯୋଗ ହେଲେ ନାମକୁମାତ୍ରଲୋକଢେଖାଣିଆକ୍ରସରଡଷ୍ଟ ପକାଇ ଅଧିକାର ନିଦା ବିଷ୍ଣୁ ପାଲଟି ନିରବ ରହିବା ସହ କେବଳ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇ ଚୁପ ରହୁଛି  I ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ  ତରଭା ସହରର ଉଭୟ ପାର୍ଶ୍ବରେ ଦୁଇଟି ବାଇପାସ୍ ରାସ୍ତାନିର୍ମାଣ କରାଯାଇଛି I କିନ୍ତୁ ପିଡ଼ବ୍ଲୁ  ଡି ବିଭାଗ ର ଖାମଖିଆଲି ମନୋଭାବ ଯୋଗୁଁ ରାସ୍ତା ମାନ ମରଣ ଯନ୍ତା ପାଲଟିରହିଛି ।  ଉଭୟ ରାସ୍ତାର ଅବସ୍ଥା ଠିକ ନାହିଁ । ଖାଳ ଢିପ ହୋଉ ରହିଛି  I ସହର ର ବାମ ପାର୍ଶ୍ୱ ଯାଇଥିବା  ବାଇପାସ୍ ରାସ୍ତା ପେଟ୍ରୋଲ ପମ୍ପ କଡ଼ ରେ ଯାଇଛି  I   ଏହି  ରାସ୍ତା ବଡବନ୍ଧ ନିକଟ ତଥା ବନ୍ଧପଡା ର ଛକ ପାଖର ଅବସ୍ଥା କହିଲେ ନ ସରେ ।ରାସ୍ତା ନିର୍ମାଣ ହେବା ଦିନ ଠାରୁ  ଛକ ନିକଟରେ ରେ ୩ ଫୁଟ ଖାଳ ହୋଇ ରହିଛି I  ଏହି ରାସ୍ତା ଉପରେ ସହର ଡ୍ରେନ ପାଣି ଆସି ଜମା ହୋଇ ରହୁଛି ସବୁବେଳେ I ଡ୍ରେନ ପାଣି ଯିବା ପାଇଁ ଏଠାରେ ଏନ ଏ ସି ପକ୍ଷରୁ କୌଣସି ବ୍ୟବସ୍ତା କରାଯାଉ ନ ଥିବା ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି I ସବୁବେଳ ଏହି ସ୍ଥାନଏକ ଛୋଟ ଗାଡିଆ ଭଳି ପାଣି ଜମି ରହୁଛି  । ଖରା ବର୍ଷା ଶୀତ ସବୁଦିନ ଏହି ସ୍ଥାନରେ ଦଶବାର ଫୁଟ ଚଉଡାର ଗାତ ହୋଇ  ପାଣି ଜମି ରହୁଛି । ଏହି ରାସ୍ତାରେ ଗାଡିମଟର ଯିବା ତ ଦୂରର କଥା ଜଣେ ମଣିଷ ଯିବା ଆସିବା ମଧ୍ଯ କଷ୍ଟକର ହୋଇଥାଏ ।  ମଙ୍ଗଳବାର ଏକ ଛୋଟ ମାଳବାହି ଗାଡି ଓଲଟି ପଡିଵା ଥିଲା  I ଅଳ୍ପକେବଞ୍ଚି ଗଲେ ଚାଲାକ, ସହଯୋଗୀ ଓ ଏହି ପରି  ଅନେକ ସମୟରେ ଅନେକବାଇକ  ଦୁର୍ଘଟଣା ଘଟୁଥିବା ସୂଚନା ରହିଛି । ସେହିପରି ଡାହାଣ ପାର୍ଶ୍ୱ ରେ ଯାଇଥିବା ବାଇପାସ୍ ର ପୂର୍ଵ ତନ ଟେଲିଫୋନ ଭବନ ନିକଟରେ ଓ  କଲେଜ ଗେଟ ଛକ ଠାରେବଡ଼ ବଡ଼ ଖାଳ (ଗର୍ତ୍ତ )ହୋଇ

ରହିଛି  Iସାମାନ୍ୟ ବର୍ଷା ହେଲେ ବର୍ଷାପାଣିଜମା ହୋଇରହୁଛି I ଅଭିଯୋଗ ହେଲେ ବିଭାଗ ପକ୍ଷରୁ ଏହି ରାସ୍ତା ମାନଙ୍କ ରେ  କ୍ରସରଗୁଣ୍ଡ ପକାଇ ଚୁପ ରହୁଛି  I  ଏଥିରେ  ଲୋକଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଦୁଃଖ ଦିଗୁଣିତ ହୋଇ ପଡୁଛି I କ୍ରସର ଗୁଣ୍ଡଉଡିବାଯୋଗୁଁ ଅଞ୍ଚଳ ବାସୀ ଅତିଷ୍ଠ ହୋଇ ପଡୁଛନ୍ତି ଓ ବିଭିନ୍ନ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି   I  ରାସ୍ତାର ଧୂଳିରେ ଲୋକେ ଅଣ ନିଶ୍ବାସୀ ହୋଇପଡିଥିବା ଦୃଶ୍ଯ ଦେଖିବାକୁ ମିଳୁଛି । ଯେତେ କହିଲେ ମଧ୍ଯ ଏହି ଉଭୟ ସ୍ଥାନର ସମସ୍ଯାର କୌଣସି ସମାଧାନ ହୋଇପାରୁନାହିଁ ।ବର୍ଷ ବର୍ଷ ଧରି ଏପରି ପଡିରହିଛି  I ଏହି ରାସ୍ତା ଦେଇ ଯନ୍ତ୍ରୀ ଠାରୁ ଆରମ୍ଭ ମନ୍ତ୍ରୀ, ନେତା ସମେତ  ବିଭିନ୍ନ ଉଚ୍ଚ ପଦାଧିକାରୀ ଏହିରାସ୍ତା ଦେଇ ଯାତାୟତ କରୁଛନ୍ତି ।  ହେଲେ ଏହି ରାସ୍ତା ର ଅବସ୍ଥା ପ୍ରତିଦୃଷ୍ଟି ପଡିପାରୁ ନାହିଁ   I  ଏହି ସମସ୍ୟା ନେଇ ସୋନପୁର ପି ଡବ୍ଲୁ ଡି  ସହକାରୀ ଯନ୍ତ୍ରୀ ଭକ୍ତ ବନ୍ଧୁ ପଟ୍ଟନାୟକ କୁ ଯୋଗାଯୋଗ କରାଯିବାରୁ ଏନ ଏ ସି ପକ୍ଷରୁ ଡ୍ରେନ ପାଣି ରାସ୍ତା ଉପରେ ପକାଇ ଦିଆଯାଉଛି କିମ୍ବା ଡ୍ରେନେଜ ସୁବିଧା କରୁନାହାନ୍ତି ଅଭିଯୋଗ କରୁ ଛନ୍ତି  I ଅନ୍ୟ ପକ୍ଷରେ ତରଭା ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଷ୍ମୀ କାନ୍ତ ମଲ୍ଲିକ ଙ୍କୁ ଯୋଗାଯୋଗ  କରାଯିବାରୁ ବିଭାଗୀୟ ଅଧିକାରୀ କିଛି କରୁନାହାନ୍ତି I ଏହି ସମସ୍ୟା ନେଇ ବିଭାଗୀୟ ଅଧିକାରୀ ଙ୍କ ସରକାରୀସ୍ତର ରେକୌଣସି ଲିଖିତ ଅଭିଯୋଗ ହୋଇ ନାହିଁ  I ଅଭିଯୋଗ ହେଲେ ଆମ ସ୍ତର ରେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଙ୍କୁ ଜଣାଇକାର୍ଯ୍ୟନୁଷ୍ଠାନକରା ଯାଇ ପାରନ୍ତା ବୋଲି କହିଥିଲେ I ଦୁଇ ଅଧିକାରୀ ଙ୍କ ଯୋଗା ଯୋଗ ଅଭାବ ଯୋଗୁଁ ଅଞ୍ଚଳ ବାସୀ ହଇରାଣ ହେଉଛନ୍ତି I  ଏକବର୍ଷ ରୁ ଅଧିକ ସମୟ ହେଲା  କେବେ କାମ ହୋଇ ପାରୁନାହିଁ ।ରାସ୍ତା  ଅବସ୍ଥାର ସୁଧାର ନେଇ ପ୍ରସାଶନ କେବେ ପଦକ୍ଷେପନେଉଛନ୍ତି ତାହା  ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି ହେଉଛି 


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like