-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||     

HOME   ଜିଲ୍ଲା

ତରଭା ଏନ ଏ ସି କୁ ମୁନସିପାଲଟିକରିବା ମୋର ନିର୍ବାଚନୀ ପ୍ରତିଶୃତି : ନିରଞ୍ଜନ ପୂଜାରୀ

24-Apr-2024



ତରଭା(କପିଳାସ ସେଠ ) ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ପ୍ରାଥୀ ଙ୍କ ପକ୍ଷରୁ ପ୍ରଚାର, ସମାବେଶ, ଲୋକ ସମ୍ପର୍କ ଯୋର ଧରିଛି I ଠକପାଳିଠାରେ  ମଙ୍ଗଳବାର ଦିନ ବିଜେଡି ର ତରଭା ଏନ ଏ ସି ସ୍ତରୀୟ ନେତୃତ୍ୱ ସମାବେଶରେ ତରଭା ଏନ ଏ ସି କୁ ମୁନସିପାଲଟିରେ ପରିଣତ କରିବା ମୋର ନିର୍ବାଚନୀ ପ୍ରତିଶୃତି ବୋଲି ସୋନପୁର ବିଧାନସଭା  ବିଜୁ ଜନତାଦଳ  ବିଧାୟକ ପ୍ରାଥୀ ନିରଞ୍ଜନ ପୂଜାରୀ ଉପସ୍ଥିତ ନେତୃତ୍ୱ ସମାବେଶରେ  ମତ ରଖିଥିଲେ I ନବୀନ ସରକାର ପକ୍ଷରୁ  ଗତ ୧୨ବର୍ଷ ମଧ୍ୟ୍ୟ ରେ ତରଭା ସହରର ବହୁ ମାତ୍ରରେ ଉନ୍ନତି ହୋଇଛି I  ତରଭା ସହରରେ ବାଇପାସରାସ୍ତାନିର୍ମାଣ, ଭୁତଳନାଳ ନିର୍ମାଣ, ସ୍ୱର୍ଗ ଦ୍ୱାର ନିର୍ମାଣ, ଦିତୀୟ ପୋଳ ନିର୍ମାଣ, ଠକପାଳି ପୋଳଠାରୁ ସରଗଜ ପ୍ରୟାନ୍ତ ୧୬କୋଟି ଟଙ୍କା ରେ  ଆଡିବାନ୍ଧ ନିର୍ମାଣ କାର୍ଯ୍ୟ, ତରଭା ସହର ରେ ରିଙ୍ଗ ରୋଡ଼ ନିର୍ମାଣ ସହ  ବିଭିନ୍ନ ଉନ୍ନତି କାର୍ଯ୍ୟ ନେଇ ସୂଚନା ଦିଆଯାଇଥିଲା  I ତରଭା ବାସୀ ଏମ ପି ଙ୍କ ଅନୁଦାନ ରୁ ତରଭା ବାସୀ ବଞ୍ଚିତରହିଛୁ I ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେବାକୁ ଦେବୁ ନାହିଁ ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ I  ଭୋଟରଙ୍କ ବହୁ  ସଚେତନତା ବୃଦ୍ଧି ପାଇଛି, I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ୬ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବା I  ସାରା ଭାରତ ଇତିହାସ ତିଆରି ହେବ  I ତାଙ୍କର ପାଖେ ମୁଇଁ ରହିଛି I ଆପଣଙ୍କ ର ଆଶ୍ରିବାଦ ରେ ମୋର ମଧ୍ୟ୍ୟ ୬ ଥର ନିର୍ବାଚିତ ହୋଇ ଓଡିଶା ରେ ୧ ନମ୍ବର ହେବା  I ତରଭା ହେଉଛି ନିରଞ୍ଜନ ଙ୍କ ବିଜେଡି ଗଡ଼  I ଆଗାମୀ ଦିନରେ ମଧ୍ୟ୍ୟ ସୁରକ୍ଷିତ ରଖିବା  I ଅର୍ଥନୀତିର ବିକାଶ ହେଲେ ଅଞ୍ଚଳ ର ବିକାଶ ହେବ I ଜଳସୋଚନ ସହିତ ୧୩୨/୩୩ କେ ଭି ବିଦ୍ୟୁତ ଗ୍ରୀଡ଼ ସ୍ଥାପନ, ନୂତନ ତରଭା ହସ୍ପିଟାଲ, ବିନାଦାବୀରେଉନ୍ନତି କାର୍ଯ୍ୟ ସହ ବିକଶିତ ତରଭା ବୋଲି  ମନ୍ତ୍ରୀ, ତଥା ସୋନପୁର ବିଧାନସଭା ବିଧାୟକ ପ୍ରାଥୀ ନିରଞ୍ଜନ ପୂଜାରୀ, ଉପସ୍ଥିତ ନେତୃତ୍ୱ ବୃନ୍ଦ ଙ୍କୁ ଉଦବୋଧନ ଦେବା ସହ ନିର୍ବାଚନୀ ରେ ବିଜୁ ଜନତା ଦଳଙ୍କୁ ଆଶ୍ରିବାଦ କରିବାକୁ ଅନୁରୋଧ କରିଥିଲେ  Iମନ୍ତ୍ରୀ ପୂଜାରୀ, ବିଜେଡି  ଜିଲ୍ଲା ସଭାପତି ତଥା ବ୍ଲକ ଚେୟାରମ୍ୟାନ ସରୋଜକମ୍ପ, ତରଭା ଏନ ଏ ସି.ଚେୟାରମ୍ୟାନ ବନ୍ଦିତା ନାଏକ,

ଉପନଗରପାଳ ଗଗନଅଗ୍ରୱାଲ,ପୁର୍ବତନନଗରପାଳ ଶୈଳେନ୍ଦ୍ର ସାହୁ, ବିଜେଡି ନଗର ସଭାପତି ଜନାର୍ଦ୍ଦନ ଥାନାପତି, କାଉନସିଲର ସୁଜାତା ରଥ, ଆକବର ଅଲ୍ଲୀ, ବିଦ୍ୟା ଧର ଦେହୁରୀ, ଶ୍ରୀମତୀ    ଦଳବେହେରା, ପ୍ରମୁଖ ମଞ୍ଚାସିନ ଥିଲେ  I ଏହି ଅବସରରେ ତରଭା ସହର ବିଭିନ୍ନ ଦଳରୁ ସମ୍ପୃକ୍ତିଛାଡି ନବୀନପଟ୍ଟନାୟକ ଓ   ନିରଞ୍ଜନ ଙ୍କ ବିକାଶଧାରା ରେ ଅନୁପ୍ରାଣିତ ହୋଇ ଅବସର ପ୍ରାପ୍ତ ଜିଲ୍ଲା ଖେଳ ଶିକ୍ଷା ନିରୀକ୍ଷକ ଦୁର୍ଯ୍ୟୋଧନ ରାଉତ, ଙ୍କ ସହ ବିକାଶ ମହାଣା, ସୁଶାନ୍ତ ମେହେର, ତ୍ରିଲୋଚନ ମହଲା, ଶାନ୍ତନୁ ପଣ୍ଡା,ଦିନବନ୍ଧୁସାହୁ,ଶିବ ନାରାୟଣ ସାହୁ, ଶ୍ରୀମତୀ ସନ୍ତୋଷିନୀ ମେହେର, ସରୋଜ ସାମନ୍ତରାୟ ସହଦେଵ ନାଏକ, ଏବଂ ନାରାୟଣ ସାହୁ ପ୍ରମୁଖ ବିଜେଡି ରେ ଯୋଗ ଦେଇ ମନ୍ତ୍ରୀ ପୂଜାରୀ ଙ୍କ ଠାରୁ ଉତ୍ତରୀୟ ଗ୍ରହଣ କରିଥିଲେ   I  ଏହି ନେତୃତ୍ୱ ସମାବେଶ ରେ ତରଭା ଏନ ଏ ସି ର ସମସ୍ତ ୱାର୍ଡ ରୁ ୫ ଶହ ରୁ ଅଧିକ ନେତୃତ୍ୱ ବ୍ୟକ୍ତି ଓ ମହିଳା, ବୁଦ୍ଧିଜୀବୀ, ସଚେତନ ନାଗରିକ ଯୋଗ ଦାନ କରିଥିଲେ I ନଗର ବିଜେଡି ସଭାପତି ଜନାର୍ଦନ ଥାନାପତି ଧନ୍ୟବାଦ ଦେଇଥିବା ବେଳେ  ମାନଭଞ୍ଜନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ   I


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026

You Might Also Like