-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ସମରେନ୍ଦ୍ର ଙ୍କ ପାଇଁ ଜନ ଆଶୀର୍ବାଦ ସଭା.... କଂଗ୍ରେସ ଜିତିଲେ ସବୁ ବର୍ଗ ର ଲୋକେ ଉପକୃତ ହେବେ -ସମରେନ୍ଦ୍ର 

23-Apr-2024



ବଲାଙ୍ଗୀର(ଚିତ୍ରସେନ ବେହେରା ): କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଥ୍ୟା ନିର୍ବାଚନି ପ୍ରତିଶୃତି ଯୋଗୁଁ ପ୍ରତ୍ୟେକ ବର୍ଗର ଲୋକେ ହଇରାଣ ହେଉଛନ୍ତି l ଏଇ ଉଭୟ ସରକାରରେ ଛାତ୍ର ପାଈଁ ଶିକ୍ଷକ ନାହିଁ, ଯୁବକଙ୍କୁ ପାଈଁ ରୋଜଗାର ନାହିଁ, କୃଷକ ପାଈଁ ତାର ଉତ୍ପାଦନ ର ଦାମ ନାହିଁ ହସ୍ପିଟାଲରେ ଡାକ୍ତର ନାହିଁ । ତେଣୁ ବନ୍ଧୁଗଣ ଆପଣ ମାନେ ବୁଝି ଯାଆନ୍ତୁ ଏପରି  ନାହିଁ ନାହିଁ ର ସରକାର ରେ ସମାଜର କୌଣସି ଵର୍ଗ ର ଉନ୍ନତି ହୋଇ ପାରିବ ନାହିଁ, ଯଦି ଆମକୁ ଏପରି ଅରାଜକତା ରୁ ନିଜକୁ ରକ୍ଷା

କରିବାର ଅଛି ତେବେ ଆଗାମୀ ନିର୍ଵାଚନ ରେ ଆପଣ ମାନେ କଂଗ୍ରେସ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ହତାଚିହ୍ନ ରେ ଭୋଟ ଦେଇ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରନ୍ତୁ, କାରଣ କେବଳ କଂଗ୍ରେସ ଦ୍ୱାରା ହିଁ ସବୁ ବର୍ଗର ଲୋକେ ଉପକୃତ ହୋଇଥାନ୍ତି ବୋଲି ଗତକାଲି ସଦର ବ୍ଲକ ଅନ୍ତର୍ଗତ ତୁଷୁରା ବାହାଲ, ଭୁଣ୍ଡିମୁହାଣ ଓ ମାୟାବାରହା ପଂଚାୟତ ରେ ଆୟୋଜିତ ଜନ ଆଶୀର୍ବାଦ ସଭା ରେ ବଲାଙ୍ଗୀର ବିଧାନସଭା ରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ।
ସେ ଏହି ଜନ ଆଶୀର୍ବାଦ ସଭା ରେ ଆହୁରି ମଧ୍ୟ କହିଛନ୍ତି ଯେ, ସୂଚନା ଅଧିକାର ଆଇନ ହେଉ କି ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଖାଦ୍ୟ ସୁରକ୍ଷା ଆଇନ ହେଉ କି ଶିକ୍ଷା ଅଧିକାର ଆଇନ ଏ ସମସ୍ତ ଆଇନ ଲୋକଙ୍କ ହିତ  ପାଈଁ କଂଗ୍ରେସ ସରକାର ହିଁ ଲାଗୁ କରିଛି, ଏପରିକି କୃଷକ ଙ୍କୁ ପାଈଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଜି ପର୍ଯ୍ୟନ୍ତ ଟଙ୍କା ଟିଏ ମଧ୍ୟ ଋଣ ମାଫ କରି ନାହାନ୍ତି କିନ୍ତୁ ଅପରପକ୍ଷେ ଅତୀତ ରେ କଂଗ୍ରେସ ସରକାର ଦେଶର କୃଷକ ମାନଙ୍କ ହିତ  ୭୨.୦୦୦କୋଟି ଟଙ୍କା ର ଋଣ ମାଫ କରିଛନ୍ତି  lଗତ ଦଶ ବର୍ଷ ର ଵିକାଶ ସାରା ରାଜ୍ୟ ଚହଳ ସୃଷ୍ଟି କରିଛେ ।
ଦକ୍ଷତା ଓ ଦୁରଦୃଷ୍ଟି ର ଅଭାବ ଯୋଗୁଁ ଦଶ ବର୍ଷ ପୂର୍ବରୁ ବଲାଙ୍ଗୀର ରୁ ପ୍ରତିନିଧିତ୍ବ କରୁଥିବା ରାଜପରିବାର ର ନେତା ମାନେ ସମସ୍ତ ମନ୍ତ୍ରୀ ପଦ ପାଇଥିବା ସତ୍ୱେ ବଲାଙ୍ଗୀର ର ଛାତ୍ର ଯୁବକ ମାନେ ଅନ୍ୟ ରାଜ୍ୟକୁ ଦାଦନ ଖାତିବାକେ ଯାଉଛନ.. ରୋଜଗାର ଅନ୍ୱେଷଣରେ ଲୋକେ ବାହାର କୁ ଚାଲି ଯାଉଛନ୍ତି ଗାଁ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ପଡିବ, ଚାଷୀକେ ଧାନର ଉଚିତ ମୂଲ୍ୟ ଦେବାକେ ପଡ଼ିବା ।ଯୁବକ ମାନକେ ରୋଜଗାର ଦେବାକେ ପଡ଼ବା ।  ତେଣୁ ଆପଣ ମାନଙ୍କୁ ଅନୁରୋଧ ଦେଶ ଓ ବଲାଙ୍ଗୀରର ସାମଗ୍ରିକ 
ଵିକାଶ ପାଈଁ ହାତ ଚି଼ହ୍ନ ରେ ଭୋଟ ଦେଇ କଂଗ୍ରେସ ପ୍ରାର୍ଥୀ ଙ୍କୁ ବିଜୟୀ କରନ୍ତୁ । ଜନ ଆଶୀର୍ବାଦ ସଭା ରେ ଉପସ୍ଥିତ ମାନ୍ୟବର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟ ରେ ନିର୍ବାଚନ ରେ କଂଗ୍ରେସ ଦଳ ଦେଇଥିବା ଗ୍ୟାରେଣ୍ଟି ଉପରେ ସୂଚନା ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ଯଦି କଂଗ୍ରେସ ସରକାର କୁ ଆସେ ତେବେ ଗୃହ ଜ୍ୟୋତି ଯୋଜନା ରେ ଘରୋଇ ଉପଭୋକ୍ତା ଙ୍କ ପାଇଁ ୨୦୦ୟୁନିଟ ବିଦ୍ୟୁତବ ଦେୟ  ମାଗଣା,ଯୁବ ବିକାଶ ଯୋଜନା ରେ ପ୍ରତ୍ୟେକ ବର୍ଷ ପାଞ୍ଚ ଲକ୍ଷ ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ବେକାରୀ ଭତ୍ତା ମାସିକ ତିନିଭାଜର,କୃଷକ ମାନକ ପାଇଁ ବନସ ସହ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ତାଙ୍କ,କୃଷି ରୁଆ ଛାଡ଼,କୃଷକମାନଙ୍କ ପାଇଁ ମାସିକ ୨୦୦୦ ଟଙ୍କା ପେନସନ ବ୍ୟବସ୍ଥା,ଗୃହ ଲଷ୍ମୀ ଯୋଜନା ରେ  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା,ଆଦିବାସୀ ଓ ଦଳିତ ମହିଳାଙ୍କୁ ମାସିକ ୩୦୦୦୦ ଟଙ୍କା ୫୦୦ ଟଙ୍କା ରେ ଗ୍ୟାସ ସିଲିଣ୍ଡର ର ବ୍ୟବସ୍ଥା ସହ ୨୫ ଲକ୍ଷ ସ୍ଵାସ୍ଥ୍ୟ ବୀମା ମାଧ୍ୟମରେ  ମାଗଣା ଚିକିତ୍ସା, ବାର୍ଦ୍ଧକ୍ୟ ବିଧବା ଓ ବିକଳାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଛଅ ମାସ ମଧ୍ୟରେ ସୁଧ ସହ ଟଙ୍କା ଫେରସ୍ତ,ଶିକ୍ଷା ଓ ଚାକିରୀ କ୍ଷେତ୍ର ରେ ପଛୁଆ ବର୍ଗ ଙ୍କ ପାଇଁ ୨୭ % ସଂରକ୍ଷଣ ବ୍ୟବସ୍ଥା,ଆଦିବାସୀ ଓ ଦଳିତ ଙ୍କ ନିଜ ଜମି ଓ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ଅଧିକାର ଏବଂ ୧୦୦ ଦିନ ଭିତରେ ପେଶା ଆଇନ କୁ କଡାକଡି ଭାବରେ ଲାଗୁ କରାଯିବ। ଅନ୍ୟ ମାନଙ୍କ ମଧ୍ୟରେ  ସଦର ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର,ବିଡ଼ିସିସି ସଭାପତି ସ୍ମାରକ ମିଶ୍ର, ଘାସିରାମ ବେହେରା, ଲୋକନାଥ କୁମୁରା ,ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ ପାଣିଗ୍ରାହୀ, ମୁରଲୀ ମଲ୍ଲିକ, ଗନ୍ତିଆ,ଡ଼ଙ୍ଗା ଘାତ, ଶ୍ରେୟା ସାହୁ ସରପଞ୍ଚ ପଞ୍ଚାନନ ଘିବେଳା ପ୍ରମୁଖ ମଂଚାସୀନ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like